Latest Odisha News
Browsing Category

ଓଡିଶା

Odisha

ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଜଗା-ବଳିଆଙ୍କୁ ପାଟ ରାକ୍ଷୀ ବାନ୍ଧିବେ ଗେହ୍ଲି ଭଉଣୀ ସୁଭଦ୍ରା

ପୁରୀ: ଆସନ୍ତାକାଲି ସ୍ନେହ ଓ ବନ୍ଧନର ପର୍ବ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଜୀବନ ସାରା ନିଜର ସୁରକ୍ଷା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିବ ସେହ୍ନର ଡ଼ୋରି । ସେପଟେ ରାକ୍ଷୀ ବାନ୍ଧି ଜୀବନସାରା ଭଉଣୀକୁ ସୁରକ୍ଷାର ପ୍ରତିଶ୍ରୃତି ଦେବ ଭାଇ । ଏନେଇ ସବୁଆଡ଼େ ଚାଲିଛି ଜୋରଦାର ପ୍ରସ୍ତୁତି।…

ବଗିଚାରେ କାମ କଲାବେଳେ ଦଳିଦେଲା ଦନ୍ତା: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଅନୁଗୁଳ : ଥମୁନି ହାତୀ ଆତଙ୍କ  । ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି  । କେତେବେଳେ ହାତୀପଲ ଗାଁ ମୁହାଁ ହେଉଛନ୍ତି ତ ଆଉ କେତେବେଳେ ହାତୀ ଆକ୍ରମଣରେ ବହୁମୂଲ୍ୟ ଜୀବନ ଚାଲିଯାଉଛି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ବନଖଣ୍ଡ ତଳଗଡ଼ ଗାଁରେ  ।  ବଗିଚାରେ କାମ…

ନନ୍ଦନବିହାର ଲୁଟ୍ ଘଟଣା: ଆଉ ୫୦ଲକ୍ଷ ଲୁଟ୍ ଟଙ୍କା ଜବତ , ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜଧାନୀରୁ ସିବିଆଇ ଅଧିକାରୀ କହି ୨ କୋଟି ଲୁଟ ମାମଲା। ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କରି ପଚରାଉଚରା କରୁଛି ପୋଲିସ । ୧ କୋଟି ୨ ଲକ୍ଷ ଉଦ୍ଧାର କରିବା ସହ ୫ ଜଣଙ୍କୁ ପୋଲିସ ଗିରଫ କରିଛି  । ଏବେ ପୁଣି ୫୦ ଲକ୍ଷର ଲୁଟ ଟଙ୍କା ଜବତ ହୋଇଛି  ।  ନନ୍ଦନବିହାର ଅଞ୍ଚଳରେ ସିବିଆଇ…

ଡ୍ରେନ ଖୋଳିବାବେଳେ ଭୁଶୁଡିଲା ପାଚେରୀ : ଜଣେ ଶ୍ରମିକ ମୃତ, ଦୁଇ ଆହତ

ଭୁବନେଶ୍ବର: ଭୁବନେଶ୍ବର ଇନ୍ଦିରା ହାଉସିଂ କଲୋନୀରେ ଅଭାବନୀୟ ଘଟଣା ଘଟିଛି  । ଡ୍ରେନ ଖୋଳିବାବେଳେ ଅଘଟଣ ଘଟିଛି  ।  ଡ୍ରେନ ଖୋଳା  କାମ ଚାଲିଥିବାବେଳେ ଡ୍ରେନ କଡରେ ଥିବା ନୀଳକଣ୍ଠେଶ୍ବର ମନ୍ଦିରର ପାଚେରୀଟି ଭୁଶୁଡି ପଡିଛି ।  ଫଳରେ ଏଠାରେ କାମ କରୁଥିବା ଜଣେ ଶ୍ରମିକଙ୍କର ମୃତ୍ୟୁ…

ଉପାସରେ ମହାପ୍ରଭୂ ଲିଙ୍ଗରାଜ: ଗତରାତିରୁ ବନ୍ଦ ରହିଛି ନୀତିକାନ୍ତି, ଅସନ୍ତୋଷ ଭକ୍ତ

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ଲିଙ୍ଗରାଜ ମନ୍ଦିରରେ ବଡୁ-ପୂଜାପଣ୍ଡା ନିଯୋଗ ବିବାଦକୁ ନେଇ ନୀତିକାନ୍ତି ବନ୍ଦ ଥିବା ନେଇ ସୂଚନା ମିଳିଛି। ପଇତା ଲାଗି ନୀତିକୁ ନେଇ ବିବାଦ ଦେଖାଦେଇଛି। ଗତକାଲି ବଡ଼ସିଂହାର ବେଶ ପରଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତ ବନ୍ଦ ହୋଇ…

୩୧ରେ ଉତକେଲାରୁ ଭୁବନେଶ୍ୱରକୁ ଉଡିବ ବିମାନ: ଆଜି ଟ୍ରାଏଲ ରନ୍

କଳାହାଣ୍ଡି: ଆସନ୍ତା ୩୧ ତାରିଖରୁ କଳାହାଣ୍ଡି ଜିଲ୍ଲାର ଉତକେଲାରୁ ଭୁବନେଶ୍ୱରକୁ ଉଡିବ ବିମାନ। ‌ଏହାପୂର୍ବରୁ ଆଜି ଟ୍ରାଏଲ ରନ୍ କରାଯିବ। ସଫଳତାର ସହ କିଭଳି ଉତକେଲାରୁ ବିମାନ ଉଡାଣ କରିବ। ସେଥିପାଇଁ ଡିଜିସିଏ ପକ୍ଷରୁ ଏହି ଉଡାଣ ପରୀକ୍ଷଣ କରାଯିବ। ଆଜିର ଟ୍ରାଏଲ୍ ରନ୍ ସଫଳ ହେବା ପରେ…

ରଣକ୍ଷେତ୍ର ପାଲଟିଲା ଶିଶୁପାଳଗଡ: ନିଶାଡିଙ୍କ ଉନ୍ମତ୍ତକାଣ୍ଡ, ଯାହାକୁ ପାଇଲେ ଗୋଡାଇ ଗୋଡାଇ ହାଣିଲେ

ଭୁବନେଶ୍ୱର : ରଣକ୍ଷେତ୍ର ପାଲଟିଲା ଭୁବନେଶ୍ବର ଉପକଣ୍ଠ ଶିଶୁପାଳଗଡ଼। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି  ।  ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିଛନ୍ତି। ଉତ୍ତେଜନା ଯୋଗୁଁ ଭୁବନେଶ୍ବର-ପୁରୀ ରାସ୍ତା ଅବରୋଧ କରାଯାଇଛି। ଗତକାଲି…

ସହରାଞ୍ଚଳ ଗରୀବ ବସ୍ତି ବାସିନ୍ଦାଙ୍କ ସହ ରାଜନୀତି ନକରି ସମସ୍ତଙ୍କୁ ପଟ୍ଟା ଦିଅନ୍ତୁ ସରକାର: ମନମୋହନ

ଭୁବନେଶ୍ୱର: ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳକୁ ଲଗାତାର ଘେରୁଛନ୍ତି ବିରୋଧୀ ଦଳ। ବର୍ତ୍ତମାନ ଜାଗା ମିଶନକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି। ନିର୍ବାଚନ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ନକଲି ଲ୍ୟାଣ୍ଡ ରେକର୍ଡ ସାର୍ଟିଫିକେଟ ବାଣ୍ଟୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।…

ପ୍ରତିମା, ସବିତା ମୋଦୀଙ୍କୁ ରାକ୍ଷୀ ବାନ୍ଧିବାକୁ ଦିଲ୍ଲୀ ଯିବେ

କଟକ: ପ୍ରତିମା ବେହେରା ଓ ସବିତା ଦାସ ଏବେ ଉତ୍ସାହିତ। ରାକ୍ଷୀ ତିଆରି କରି ବ୍ୟବସାୟ କରନ୍ତି। ତାଙ୍କ ରାକ୍ଷୀର ଅନେକ ଗ୍ରାହକ ରହିଛନ୍ତି। କିନ୍ତୁ ଏବେ ତାଙ୍କ ଦ୍ବାରା ପ୍ରସ୍ତୁତ ରାକ୍ଷୀ ବନ୍ଧା ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ। ଯିଏକି ଏବେ ବିଶ୍ବର ସବୁଠୁ ଲୋକପ୍ରିୟ ଏବଂ…