Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଓ କ୍ୟାମ୍ପ ଧ୍ଵଂସ କଲା ସୁରକ୍ଷାବାହିନୀ, ମାଓବାଦୀଙ୍କ ଛତ୍ରଭଙ୍ଗ

ରାଉରକେଲା: କମ୍ବିଂ ଅପରେଶନ ବେଳେ ମାଓ କ୍ୟାମ୍ପ ଧ୍ବଂସ କଲା ସୁରକ୍ଷାବାହିନୀ । ଛତ୍ରଭଙ୍ଗ ଦେଲେ ମାଓବାଦୀ । ଝାଡ଼ଖଣ୍ଡ ସୋନୁଆ ଥାନା କେରାବୀର ଜଙ୍ଗଲରେ ମାଓକ୍ୟାମ୍ପ ଧ୍ବଂସ କରିଛି ସୁରକ୍ଷାବାହିନୀ । ଏଥିସହ ଘଟଣାସ୍ଥଳରୁ ଟିଫିନ ବୋମା, ବନ୍ଧୁକ, ମାଓ ପୁସ୍ତିକା ସହ ୨୭ ହଜାର ଟଙ୍କା ଜବତ…

ସଫେଇ କର୍ମଚାରୀଙ୍କ ମୃତ୍ୟୁ, ଭୁବନେଶ୍ୱରରେ ମଜଦୁର ସଙ୍ଘର କାମ ବନ୍ଦ ଘୋଷଣା

ଭୁବନେଶ୍ବର: ରାଜଧାନୀରେ କାମ ବନ୍ଦ କଲେ ସଫେଇ କର୍ମଚାରୀ । ଗତକାଲି ସଫେଇ କର୍ମଚାରୀ ଗୋଲାପ ମାହାରଙ୍କ ମୃତ୍ୟୁ ପରେ ଆଜି ଭୁବନେଶ୍ୱର ୬୪ ନମ୍ବର ୱାର୍ଡରେ କାମ କରିବେନି ବୋଲି ଘୋଷଣା କରିଛନ୍ତି ସଫେଇ କର୍ମଚାରୀ । ଖବର ମୁତାବକ, ଗତକାଲି ଖଣ୍ଡଗିରି ନିକଟ ପଞ୍ଚସଖା ନଗରରେ ସଫେଇ କାମ…

ବିଧାନସଭା ଷଷ୍ଠ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ଵର: ବିଧାନସଭା ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ବଡଚଣାରୁ ମୁଖ୍ୟମନ୍ତ୍ରୀ ଦେଲେ ବଡ ସରପ୍ରାଇଜ । ବଡଚଣାରୁ ବିଜେଡି…

ମେ’୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡା: ମେ’ ୧ରୁ ୩ ମାସ ଯାଏ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ୩ ମାସ ବନ୍ଦ ରହିବା ନେଇଁ ସୂଚନା ରହିଛି । ଭିତରକନିକାରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା…

ମହାନଦୀ ଟ୍ରାଜେଡି; ମିଳିଲା ୬ ଜଣଙ୍କ ମୃତଦେହ, ଏବେବି ଜଣେ ନିଖୋଜ

ଝାରସୁଗୁଡା: ମହାନଦୀ ଡଙ୍ଗା ବୁଡ଼ି ଘଟଣା । ମିଳିଲା ୬ ଜଣଙ୍କର ମୃତଦେହ । ଗତକାଲି ୨ଜଣଙ୍କ ମୃତଦେହ ମିଳିଥିବା ବେଳେ ଆଉ ୭ ଜଣ ନିଖୋଜ ଥିଲେ । ଆଜି ସକାଳୁ ପୁଣିଥରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା ଉଦ୍ଧାରକାରୀ ଦଳ । ବର୍ତ୍ତମାନ ବାକି ୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେବି…

ଆହୁରି ବଢ଼ିବ ତାତି, ଆଜି ତିନି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ଵର: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ସାରା ରାଜ୍ଯ । ଆକାଶରୁ ବର୍ଷୁଛି ନିଆଁ । ଗତବର୍ଷର ରେକର୍ଡ ଭାଙ୍ଗିଛି ତାତି । ଆଜି ବି ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ନୟାଗଡ଼, ଅନୁଗୁଳ, ମୟୂରଭଞ୍ଜ ଓ ବୌଦ୍ଧରେ ଭୀଷଣ ଗ୍ରୀଷ୍ମପ୍ରବାହ ବହିବ।…

ବାହୁଡିବେ ପ୍ରଭୁ ଲିଙ୍ଗରାଜ, ସାଢେ ୩ଟାରେ ହେବ ରଥଟଣା

ଭୁବନେଶ୍ୱର: ଆଜି ମହାଦେବ ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା। ମାଉସୀଘରେ ଦୀର୍ଘ ଚାରିଦିନ ରହଣି ପରେ ଆଜି ଲିଙ୍ଗରାଜ ସ୍ୱଗୃହକୁ ବାହୁଡିବେ। ଗତ ଏପ୍ରିଲ ୧୬ ତାରିଖ ଆଶୋକାଷ୍ଟମୀ ଦିନ ରୁକୁଣାରଥରେ ମାଉସୀମା ଘରକୁ ପ୍ରଭୁ ଲିଙ୍ଗରାଜ ବୁଲି ଆସିଥିଲେ। ଆଜି ଅପରାହ୍ନ ସେଢେ ୩ଟାରେ ରଥଟଣା ଆରମ୍ଭ ହେବ।…

ଟିକେଟ୍ ନମିଳିବା ପରେ ରୁଦ୍ଧଦ୍ବାର ବୈଠକରେ ଅସନ୍ତୋଷ ଝାଡିଲେ କି ଚିରଞ୍ଜୀବ ବିଶ୍ବାଳ?

ଜଗତସିଂହପୁର: କଂଗ୍ରେସ ଛାଡି ନିକଟରେ ବିଜେଡିରେ ମିଶିଥିବା ଚିରଞ୍ଜୀବ ବିଶ୍ବାଳ ନିଜ ସମର୍ଥକଙ୍କ ସହ ରୁଦ୍ଧ ଦ୍ବାର ବୈଠକ କରିଥିବାର ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ସେ କହୁଛନ୍ତି, ଜୁନ୍ ଜୁଲାଇ ଯାଏ ଅପେକ୍ଷା କରନ୍ତୁ କ୍ଷୀର କ୍ଷୀର ପାଣି ପାଣି ହେବ। ବିଧାୟକ ନହେଲେ ମଧ୍ୟ ଦଳୀୟ…

କେଉଁ କାରଣ ପାଇଁ ବିଜେପି ଓଡ଼ିଶାରେ ଏକାକୀ ନିର୍ବାଚନ ଲଢିଲା?

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ବିରୋଧରେ ମୁହାଁମୁହିଁ ଲଢେଇ ହେବ। ମେଣ୍ଟ ଚର୍ଚ୍ଚା ଭିତରେ ଦଳ କେଉଁ ଆଧାରରେ ଏକାକୀ ନିର୍ବାଚନ ଲଢିବାକୁ ଓହ୍ଲାଇଲା ସଫେଇ ଦେଇଛନ୍ତି ଶାହ।…

ଭୁବନେଶ୍ୱର ଲୋକସଭା: ବିଜେଡି ପାଇଁ ଅଡୁଆ କଂଗ୍ରେସର ଲୋକସଭା ପ୍ରାର୍ଥୀ?

ଭୁବନେଶ୍ୱର: କଂଗ୍ରେସ ଭୁବନେଶ୍ବର ଲୋକସଭା ଆସନ ପାଇଁ ୟାସିର ନୱାଜଙ୍କୁ ପ୍ରାର୍ଥୀ କରିବା ଏବଂ ପୁରୁଖା ରାଜନେତା ସୁରେଶ ରାଉତରାୟଙ୍କୁ ବହିଷ୍କାର କରିବା ପରେ ଭୁବନେଶ୍ୱରରେ ରାଜନୈତିକ ଚିତ୍ରକୁ ସରଗରମ କରିଛି। ୨୦୧୯ ନିର୍ବାଚନ ସମୟରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ…