Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହାପ୍ରଭୁ ଶ୍ରୀବଳଦେବ ଜୀଉଙ୍କ ଆଶୀର୍ବାଦ ପରେ ପ୍ରଚାର ଆରମ୍ଭ କରିବେ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ସିଦ୍ଧାର୍ଥ…

କେନ୍ଦ୍ରାପଡା: ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ କୁହାଯାଉଥିବା କେନ୍ଦ୍ରାପଡା ଲୋକସଭା ଆସନକୁ ନେଇ ଏବେ ଚର୍ଚ୍ଚା ଜୋର ଜୋର ଧରିଛି । କେନ୍ଦ୍ରାପଡା ଲୋକସଭା ଆସନରୁ କଂଗ୍ରେସ ଏଥର ଜଣେ ଯୁବ, ସ୍ୱାଭିମାନୀ ଓ ଗରିବଙ୍କ ବନ୍ଧୁ ତଥା ଯୁବନେତା ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ପ୍ରାର୍ଥୀ କରିଛି ।…

କର୍ତ୍ତବ୍ୟରେ ଅବହେଳା ପାଇଁ ଅବକାରୀ ଅଧୀକ୍ଷକ ନିଲମ୍ବିତ

ଭୁବନେଶ୍ୱର: କର୍ତ୍ତବ୍ୟରେ ଅବହେଳା ପାଇଁ ଅବକାରୀ ଅଧୀକ୍ଷକ ନିଲମ୍ବିତ। ତଦନ୍ତ ପରେ ଗ୍ରହଣ କରାଯିବ ବିଭାଗୀୟ କାର୍ଯ୍ୟାନୁଷ୍ଠାନ। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କେନ୍ଦ୍ରାପଡ଼ା ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ମିଶ୍ରଙ୍କୁ ଓଡ଼ିଶା ସିଭିଲ ସର୍ଭିସ (ବର୍ଗୀକରଣ ନିୟନ୍ତ୍ରଣ ଓ ଆପିଲ)…

କଳାହାଣ୍ଡି ଜିଲ୍ଲାରେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଗସ୍ତ ଓ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ସମୀକ୍ଷା

ଭବାନୀପାଟଣା: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଗ୍ରହଣରେ କଳାହାଣ୍ଡି ଜିଲ୍ଲା ଓ ନୂଆପଡ଼ା ଜିଲ୍ଲାର ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ କମିଟିର କାର୍ଯ୍ୟକୁ ସମୀକ୍ଷା କରାଯାଇଛି । କଳାହାଣ୍ଡି…

ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର: ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ । ବିଜେଡି ସରକାର ବିରୋଧରେ ନିର୍ବାଚନ ଅଧିକାରୀଙ୍କ ଆଗରେ ଅଭିଯୋଗ କଲା ବିଜେପି । ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ…

ଚଳିତବର୍ଷ ଭାଙ୍ଗିଲା ଗ୍ରୀଷ୍ମ ପ୍ରବାହ ରେକର୍ଡ; ରାଜ୍ୟରେ ୪୪ ଡିଗ୍ରୀ ଡେଇଁଲା ତାପମାତ୍ରା, ୨୧ରୁ ବଦଳିବ ପାଗ

ଭୁବନେଶ୍ୱର: ସାରା ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୪ ଡିଗ୍ରୀ ଡେଇଁଲା ତାପମାତ୍ରା । ଆଜି ରାଜ୍ୟରେ ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିଛି । ସେଥିମଧ୍ୟରୁ ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ତା’ ଉପରେ…

ଡଙ୍ଗା ବୁଡ଼ି ଘଟଣାରେ ୨ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ସହାୟତା ଘୋଷଣା

ଭୁବନେଶ୍ୱର: ଡଙ୍ଗା ବୁଡ଼ି ଘଟଣାରେ ୨ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା। ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଉଦ୍ଧାର ସମସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।…

ବରଗଡ଼ରୁ ଆଜି ପୁଣି ଜବତ ହେଲା ୬ ଲକ୍ଷରୁ ଅଧିକ ଟଙ୍କା

ବରଗଡ଼: ରାଜ୍ୟରେ ସାଧାରଣ ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ବରଗଡରୁ ପୁଳାପୁଳା ଟଙ୍କା ଜବତ ହେଉଛି। ଗତକାଲି ୧୦ ଲକ୍ଷ ପରେ ଆଜି ପୁଣି ଜବତ ହୋଇଛି ୬ ଲକ୍ଷରୁ ଅଧିକ ଟଙ୍କା। ଝାରବନ୍ଧ ଥାନା ଡ଼ଭା ଛକରେ ଚେକିଂ ବେଳେ ଦୁଇ ବାଇକ ଆରୋହୀଙ୍କ ଠାରୁ ୬ ଲକ୍ଷ ୫୨ ହଜାର ୮୦୦ ଟଙ୍କା ଜବତ କରିଛି…

ଜଳୁଛି ସୋନପୁର ସହର, ଜନଗହଳି ସ୍ଥାନ ଗୁଡ଼କିରେ ଜଳଛତ୍ର ଖୋଲିବାକୁ ଦାବି

ସୋନପୁର: ରାଜ୍ୟରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଅସହ୍ୟ ଗରମ ସାଙ୍ଗକୁ ଟାଣ ଖରା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ଶୁକ୍ରବାର ମଧ୍ୟ ଏଭଳି ସ୍ଥିତି ଲାଗି ରହିଛି । ସୁବର୍ଣ୍ଣପୁର ଜିଲ୍ଳାରେ ମଧ୍ୟ ତାପମାତ୍ର ବୃଦ୍ଧି ପାଇଛି । ଜିଲ୍ଳାରେ ଏବେ ତାପମାତ୍ର ୪୦ ଡିଗ୍ରୀ ରୁ ଉପର…

ମହାନଦୀରେ ବୁଡ଼ିଲା ଡଙ୍ଗା; ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା: ମହାନଦୀରେ ବୁଡ଼ିଲା ଡଙ୍ଗା। ଘଟଣାରେ ୭ ଜଣ ନିଖୋଜ ହୋଇଥିବା ସୂଚନା ରହିଛି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଶରଧା ନିକଟ ଘଟିଛି ଏହି ଘଟଣା। ଡଙ୍ଗାରେ ପ୍ରାୟ ୫୦ ଜଣ ଥିଲେ। ସେମାନେ ବରଗଡ଼ ବାଞ୍ଜିପାଲିରୁ ଯାଉଥିଲେ। ଡଙ୍ଗାରେ ଥିବା ୪୦ରୁ ଅଧିକ ଲୋକଙ୍କୁ ମତ୍ସ୍ୟଜୀବୀମାନେ…

ସୋହେଲା ଠାରେ ୫ ହଜାରରୁ ଉର୍ଦ୍ଧ୍ୱ ବିଜେପି ଓ କଂଗ୍ରେସର ସକ୍ରିୟ କର୍ମୀ, ନେତା ବିଜେଡିରେ ସାମିଲ

ବରଗଡ଼: ଆଜିଠାରୁ ଆରମ୍ଭ ହୋଇଯାଇଛି ଆଜି ଦେଶରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଅନ୍ୟପଟେ ଆଜି ନାମାଙ୍କନପତ୍ର ଦାଖଲ ମଧ୍ୟ କରୁଛନ୍ତି ହେବିୱେଟ ନେତା। ଏହାରି ଭିତରେ ରାଜ୍ୟରେ ଚାଲିଛି ଦଳ ଡିଆଁ ପର୍ବ। ଆଜି ବରଗଡ଼ ଜିଲ୍ଲା ସୋହେଲା ଠାରେ ୫ ହଜାରରୁ ଅଧିକ ବିଜେପି ଓ କଂଗ୍ରେସ ଦଳର…