Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୋଲିସକୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: ଏପ୍ରିଲ ୨୪ରେ ପରବର୍ତ୍ତୀ ଶୁଣାଣି

କଟକ: ପୋଲିସ ଅଧିକାରୀଙ୍କୁ ବିଜେପି ନେତା ଭର୍ତ୍ତୃହରି ମହତାବ ମାଡ ମାରିବା ଘଟଣା । ଆଜି ଏହି ମାମଲାର ଶୁଣାଣି ହୋଇଛି । ଭର୍ତ୍ତୃହରିଙ୍କ ଓକିଲ ଆଫ୍ରୋଜ ଅହମ୍ମଦଙ୍କ ଜରିଆରେ ଘଟଣା ସଂପର୍କରେ ତଥ୍ୟ ରଖିଛନ୍ତି । ସେପଟେ କଟକ ଜେଏମଏଫସି କୋର୍ଟରେ ହାଜର ହୋଇଛନ୍ତି ଅଭିଯୋଗକାରୀ ପୋଲିସ ଅଧିକାରୀ…

ଗଣତନ୍ତ୍ରର ମହାନ୍ ପର୍ବରେ ସାମିଲ୍ ହେବା ପାଇଁ ସଚେତନତାର ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ

ପୁରୀ: ଆଜିଠାରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। ୨୧ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଟି ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ନେତାଙ୍କ ଭାଗ୍ୟ ନିର୍ଦ୍ଦାରଣ କରୁଛନ୍ତି ଜନତା । ସକାଳୁ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ଶେଷ ହେବ ଭୋଟିଂ ।…

ବିଜେପି ଛାଡି ବିଜେଡିରେ ମିଶିଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ

ଭୁବନେଶ୍ବର: ବିଜେପି ଛାଡି ବିଜେଡିରେ ମିଶିଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ । ଆଜି ଶଙ୍ଖ ଭବନରେ ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତି ରେ ବିଧିବଦ୍ଧ ଭାବେ ବିଜେଡ଼ି ରେ ଯୋଗଦେଲେ । ୧୯୭୨ରୁ ବିଜୁ…

ଭିଜିଲାନ୍ସ ଜାଲରେ ବିଇଓ ବରିଷ୍ଠ କିରାଣୀ, ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଟିମ୍

ବୌଦ୍ଧ: ଭିଜିଲାନ୍ସ ଜାଲରେ ହରଭଙ୍ଗା ବିଇଓ ବରିଷ୍ଠ କିରାଣୀ ରବୀନ୍ଦ୍ର କୁମାର ପାଢୀ । ଶିକ୍ଷକଙ୍କ ଉପରେ ଚାଲିଥିବା ବିଭାଗୀୟ କାର୍ଯ୍ୟଧାରା ରୋକିବାକୁ ଜଣେ ଶିକ୍ଷକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ, ରାଜ୍ୟରେ ନିର୍ବାଚନ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ରାୟଗଡା: ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ବାୟାଗୁଡା ଗ୍ରାମରେ ଚାଞ୍ଚଲ୍ୟ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ଉଦ୍ଧାର କରିଛି ଗୁଣୁପୁର ପୋଲିସ । ମୃତ ମହିଳା ଜଣକ ଗୁଣୁପୁରର ସନ୍ତୋସି ବାଉରୀ ବୋଲି ଜଣାପଡିଛି । ବାୟାଗୁଡା…

ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ୨୬ଟି ରଥ ଦଉଡ଼ି

ପୁରୀ: ଜୁଲାଇ ୭ ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥ ଦଉଡି । ସମୁଦାୟ ୨୬ଟି ଦଉଡି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି । ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି…

ଆଖି ବୁଜିଲା ଧଳା ବାଘୁଣୀ ସ୍ନେହା, ଗତକାଲିଠୁ ଥିଲା ଅସୁସ୍ଥ

ବାରଙ୍ଗ: ଆଖି ବୁଜିଲା ଧଳା ବାଘୁଣୀ ସ୍ନେହା । ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ସ୍ନେହାର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅଧିକାରୀ । ଗତକାଲି ବାଘୁଣୀ ସ୍ନେହା ଅସୁସ୍ଥ ହେବାରୁ ତାକୁ ସାଲାଇନ୍ ଲଗାଇ ଚିକିତ୍ସା କରାଯାଉଥିଲା । ଆଜି ଚିକିତ୍ସାଧିନ…

ନବୀନ କଣ୍ଟାବାଞ୍ଜିର ପ୍ରାର୍ଥୀ, ତୁଟିବ କି ଲୋକଙ୍କ ଦୀର୍ଘ ବର୍ଷର ସମସ୍ୟା?

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ପ୍ରାର୍ଥୀ ବୋଲି ଘୋଷଣା ପରେ ଜନସାଧାରଣ ଓ ବିଜେଡି ସଦସ୍ୟଙ୍କ ମଧ୍ୟରେ ଅନେକ ଆଶା ଦେଖାଦେଇଛି। କଣ୍ଟାବାଞ୍ଜିରେ ଅନେକ ସମସ୍ୟା ରହିଛି, ଯାହାର ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି।…

ଖୋର୍ଦ୍ଧା ସମେତ ଏହି ସବୁ ଜିଲ୍ଲାରେ ଅନୁଭୂତ ହେବ ହିଟ୍ଓ୍ବେଭ୍, ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଶୁକ୍ରବାର ମଧ୍ୟ ଏଭଳି ସ୍ଥିତି ଲାଗି ରହିବ ବୋଲି ଆକଳନ କରାଯାଇଛି। ଅନୁଗୁଳ, ବାଲେଶ୍ୱର, ଖୋର୍ଦ୍ଧା, ମୟୂରଭଞ୍ଜ, ସମ୍ବଲପୁର, ବୌଦ୍ଧ ଓ ନୟାଗଡ଼ର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।…

ଭୁବନେଶ୍ଵରରେ ୧୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦମ୍ପତିଙ୍କ ସମେତ ୪ ଗିରଫ

ଭୁବନେଶ୍ୱର: ଜଣେ ପୀଡ଼ିତାଙ୍କ ଠାରୁ ପ୍ରାୟ ୧୧ ଲକ୍ଷ ଟଙ୍କା ଠକେଇ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ କମିସନରେଟ୍ ପୁଲିସ ଜଣେ ବିବାହିତ ଦମ୍ପତିଙ୍କ ସମେତ ସାଇବର ଅପରାଧୀଙ୍କୁ ଗିରଫ କରିଛି। ତୃପ୍ତି ରଂଜନ ପାତ୍ର ଓ ବନଲତା ସାହୁଙ୍କ ସହ ସେମାନଙ୍କ ସହଯୋଗୀ ମାନସ ରଞ୍ଜନ ସୁନା ଓ ନିହାର ରଂଜନ…