Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରଥିବା ୪ ଶିକ୍ଷକ ବହିଷ୍କୃତ

ବଲାଙ୍ଗୀର: ହରଡଘଟଣାରେ ନକଲି ଶିକ୍ଷକ । ନକଲି ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର ।ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ମାମଲାରେ ୪ଜଣଙ୍କୁ ବହିଷ୍କାର କରାଯାଇଛି । ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ଏହି ୪ ନକଲି ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ।…

ରୋଷେଇ ଘର ପାଖ ମାଡିବେନି ଜନ୍ଦା,ପିମ୍ପୁଡି : କରନ୍ତୁ ଏହି ଉପାୟ….

ଭୁବନେଶ୍ଵର: ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଆମେ ସମସ୍ତେ ବର୍ଷା ଦିନକୁ ଅପେକ୍ଷା କରି ରହିଥାନ୍ତି । କାରଣ ବର୍ଷା ହେଲେ ତାତିରୁ ତ୍ରାହି ମିଳିବା ସହିତ ଚାଷ କାର୍ଯ୍ୟ ସୁରୁଖୁରୁରେ ହୋଇଥାଏ । କିନ୍ତୁ ବର୍ଷା ଆସିବା ମାତ୍ରେ ଆମ ଘରକୁ ଅନେକ ଗୁଡିଏ ସମସ୍ୟା ମଧ୍ୟ ଆସିଥାଏ । ଯାହାକୁ କି…

ସାବଧାନ ! ମନ୍ଥେଇ ନଦୀରେ ବୁଲୁଛି ୨୦ଫୁଟିଆ କୁମ୍ଭୀର

ଭଦ୍ରକ: ବାସୁଦେବପୁର ଅଞ୍ଚଳର ମନ୍ତେଈ ନଈରେ କୁମ୍ଭୀର ଆତଙ୍କଦେଖିବାକୁ ମିଳିଛି  ।  ବାଲିଆପାଳ ଘାଟଠାରୁ ୨କିଲୋମିଟର ଦୂର କାଳଗଦି ଗାଁ ପାଖ ମନ୍ତେଇ ନଈରେ ଏକ ବଡ କୁମ୍ଭୀର ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି  । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ନଦୀରେ କୁମ୍ଭୀର…

ମାହାଙ୍ଗା ମିଷ୍ଟ୍ରି : ବ୍ୟାପକ ହେବ ତଦନ୍ତ- ଏସପି

କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଗ୍ରାମାଞ୍ଚଳ ଏସପି  । ତଦନ୍ତ ବ୍ୟାପକ ହେବ ବୋଲି କହିଛନ୍ତି ଏସପି ମିହିର ପଣ୍ଡା । ବିଭିନ୍ନ ଦିଗକୁ ନେଇ ତଦନ୍ତ ହେବ  । ଏବଂ ତଦନ୍ତର କୌଣସି ବି ଦିଗକୁ ଛଡାଯିବନି । ଘଟଣାରେ ଯିଏ ବି ସମ୍ପୃକ୍ତ…

ମାଓବାଦୀ ଷଡ଼ଯନ୍ତ୍ର ପଣ୍ଡ: ରେଳ ଧାରଣାରୁ ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଜବତ

ସୁନ୍ଦରଗଡ଼: ଥମୁନି ମାଓ ହିଂସା। ନକ୍ସଲମାନଙ୍କ ହିଂସାକାଣ୍ଡ ଯୋଜନା ଯବାନମାନଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡିହିରେ ମାଓବାଦୀ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ। କିନ୍ତୁ ଏହି ଯୋଜନାକୁ ପଣ୍ଡ କରିଛନ୍ତି ଯବାନ।…

ବନ୍ଦ ଘରୁ ମିଳିଲା ୨ ଯୁବକଙ୍କ ମୃତ ଦେହ; ପୋଲିସର ତନାଘନା

ବାଲିଅନ୍ତା: ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ଗାଁରେ ଖେଳି ଯାଇଛି ଚାଞ୍ଚଲ୍ୟ । ଏକ ବନ୍ଦ ଘରୁ ମିଳିଛି ଦୁଇ ଦୁଇଟି ମୃତ ଦେହ । ସକାଳୁ ସକାଳୁ ଗାଁରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ଏହି ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଭୁବନେଶ୍ୱର ଉପକଣ୍ଠ…

ଭତ୍ତା ପାଇଁ ହଟହଟା: ଟ୍ରଲିରେ ବୁହାହେଲେ ବୃଦ୍ଧା

ପାରଳାଖେମୁଣ୍ଡି: ଡିବିଟି ବ୍ୟବସ୍ଥା ବନ୍ଦ କରି ପୁଣି ହିତାଧିକାରୀଙ୍କ ହାତରେ ବାର୍ଦ୍ଧକ୍ୟ ଭତ୍ତା ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଯେଉଁ ହିତାଧିକାରୀ ଚାଲିବୁଲି ପାରୁନାହାନ୍ତି,  ସେମାନଙ୍କୁ ଘରେ ଭତ୍ତା ଟଙ୍କା ଦିଆଯିବାର ବ୍ୟବସ୍ଥା ମଧ୍ୟ  କରିଛନ୍ତି। ହେଲେ ଆଜି ଜଣେ ୯୫ ବର୍ଷର…

ମାଲକାନଗିରିରେ ଡ୍ରଗ୍ସ ରାକେଟ: ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

କାଲିମେଳା : ମାଲକାନଗିରିରେ ଥମୁନି ଧଳା ଜହର କାରବାର । ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ । ଧଳା ଜହର କାରବାର ମାମଲାରେ ଗିରଫ ୬ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ୧.୬ ଗ୍ରାମର ବ୍ରାଉନସୁଗାର, ୫୦ କିଲୋଗ୍ରାମ ଗଞ୍ଜେଇ ସହ ୨ଟି କାର ଜବତ କରିଛି…

ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ଶକ୍ତ ଧକ୍କା, ଡୋପ୍ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହେଲେ ଦୂତି

ଭୁବନେଶ୍ଵର: ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ଲାଗିଛି ଶକ୍ତ ଧକ୍କା । ଡୋପ ଟେଷ୍ଟ ମାମଲାରେ ବିଫଳ ହୋଇ ଶେଷରେ ସେ ୪ ବର୍ଷ ବାସନ୍ଦ ହୋଇଛନ୍ତି । ଦଣ୍ଡାଦେଶ ଚଳିତ ବର୍ଷ ଜାନୁଆରୀ ୩ତାରିଖରୁ ଲାଗୁ ହୋଇଛି । ତେଣୁ ସେ ୨୦୨୭ ଜାନୁଆରୀ ମାସ ପର୍ଯ୍ୟନ୍ତ କୌଣସି ରାଜ୍ୟ, ଜାତୀୟ କିମ୍ବା ଅନ୍ତର୍ଜାତୀୟ…

ସେପ୍ଟେମ୍ବର ୩ରେ ଜେଇ ସିଭିଲ୍ ମେନ୍ ପରୀକ୍ଷା

ଭୁବନେଶ୍ବର: ସେପ୍ଟେମ୍ବର ୩ ତାରିଖରେ ଜେଇ ସିଭିଲ୍ ମେନ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି  । ଏନେଇ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  । ମୋଟ୍ ୨୦୦ ମାର୍କର ପରୀକ୍ଷା ହେବାକୁ ଥିବାବେଳେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା କରାଯିବ  । ଗତ…