Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାରିବାରିକ କଳହର କରୁଣ ପରିଣତି, ସାନ ଭାଇର ତୀର ମାଡ଼ରେ ବଡ଼ ଭାଇର ମୃତ୍ୟୁ

ଯାଜପୁର: ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇର ତୀରରେ ବଡ଼ ଭାଇ ହତ୍ୟାର ଶିକାର ହୋଇଛି। ଶନିବାର କାଳିଆପାଣି ଥାନା ଅନ୍ତର୍ଗତ ଅଶୋକଝର ଗ୍ରାମର 30 ବର୍ଷୀୟ ବୁଲୁ ପ୍ରଧାନଙ୍କ ସହ ତାଙ୍କ ସାନ ଭାଇ ଦୁର୍ଲଭ ପ୍ରଧାନଙ୍କ ମଧ୍ୟରେ ଦିନ ଦ୍ୱିପ୍ରହରରେ କୌଣସି ପାରିବାରିକ କଥାକୁ ନେଇ ବଚସା…

ଡକ୍ଟର ପତିତପାବନ ମହାନ୍ତି ହେଲେ ‘ନିର୍‌ତାର’ର ନିର୍ଦ୍ଦେଶକ

କଟକ: କେନ୍ଦ୍ର ସରକାରଙ୍କ ଦିବ୍ୟାଙ୍ଗଜନ ସଶକ୍ତୀକରଣ ବିଭାଗ ଅଧୀନ ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ନିର୍‌ତାର)ର ନିୟମିତ ନିର୍ଦ୍ଦେଶକ ରୂପେ ଡକ୍ଟର ପତିତପାବନ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ଗତ ଶୁକ୍ରବାର କେନ୍ଦ୍ର…

ମୁସଲମାନଙ୍କ ପବିତ୍ର ମହରମ୍, ଭଦ୍ରକରେ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବାହାରିଛି ୪୧ଟି କାଫିଲା

ଭଦ୍ରକ: ମହରମ୍ ପାଇଁ କଡ଼ା ସୁରକ୍ଷା । ୧୭ ପ୍ଲାଟୁନ୍ ପୋଲିସ ଫୋର୍ସ ୮୦ ଅଫିସର ଓ ୨ ଅତିରିକ୍ତ ଏସପି ଭଦ୍ରକ ସହରରେ ମୁତୟନ ହୋଇଛନ୍ତି । ମୁସଲମାନଙ୍କ ପବିତ୍ର ମହରମ୍ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ସତର୍କ ରହିବା ସହ ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରିଛି । ଭଦ୍ରକରେ ସମୁଦାୟ ୪୧ଟି…

ବିଶ୍ୱ ଶାନ୍ତି ପାଇଁ ସନ୍ଦେଶ ଦେଲା ସାଇମୁନ୍ ୨୦୨୩

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପକ୍ଷରୁ ଆୟୋଜିତ ୨ ଦିନିଆ ସମ୍ମିଳନୀ ସାଇମୁନ୍ ୨୦୨୩ ଉଦଯାପିତ ହୋଇଛି । ଉଦଯାପନୀ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସାଇ ଟ୍ରିବୁନର ଉନ୍ମୋଚନ…

ପ୍ରବଳ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ୨ ଜିଲ୍ଲାର ୧୮ ଗାଁ

ଭୁବନେଶ୍ୱର: ବାହ୍ୟ ଜଗତରୁ ବିଚ୍ଛିନ୍ନ ୧୮ ଗାଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ କନ୍ଧମାଳ ଓ ଗଜପତି ଜିଲ୍ଲାରେ ୧୮ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି । ଅନେକ ସ୍ଥାନରେ ଧୋଇ ଯାଇଛି ଆପ୍ରୋଚ୍ ରୋଡ୍ । ସୂଚନା ଅନୁସାରେ, ଶୁକ୍ରବାର ଠାରୁ ହେଉଥିବା ଲଗାଣ…

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ସ୍କୁଲ୍ ଅଫ୍ ଲ୍ ଉଦଘାଟିତ

ଭୁବନେଶ୍ୱର: ଭାରତର ସର୍ବଶ୍ରେଷ୍ଠ ବେସରକାରୀ ଦକ୍ଷତା ବିଶ୍ୱବିଦ୍ୟାଳୟ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଜଟଣୀ କ୍ୟାମ୍ପସରେ ସ୍କୁଲ୍ ଅଫ୍ ଲ’ ର ଉଦଘାଟନ କରିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏମ ଆର ଶାହା, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଦୀନେଶ ମହେଶ୍ୱରୀ ଏବଂ ଓଡ଼ିଶାର…

ମାଛ ଧରୁଥିବା ବେଳେ ନଦୀରେ ଭାସିଗଲେ ୨ ସାଙ୍ଗ

ଭଦ୍ରକ: ଭଦ୍ରକ ଦୋଳସାହିରେ ଅଘଟଣ । ମାଛ ଧରୁଥିବା ବେଳେ ନଦୀରେ ଭାସି ଯାଇଛନ୍ତି ୨ ସାଙ୍ଗ । ଜଣଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ୨ ସାଙ୍ଗ ତିହିଡି ଥାନା ଦୋଳସାହି ଗାଜିପୁରର କୁଣ୍ଡୀ ନଈକୁ ମାଛ…

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ; ୩ ମହିଳାଙ୍କ ସମେତ ୮ ମୃତ

କ୍ରିଷ୍ଣାଗିରି: ତାମିଲନାଡୁ କ୍ରିଷ୍ଣାଗିରି ଜିଲ୍ଲାରେ ଭୟଙ୍କର ବାଣ ବିସ୍ଫୋରଣ । ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ୩  ଜଣ ମହିଳା ଥିବା ଜଣାଯାଇଛି । ଅନେକ ଲୋକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶନିବାର ସକାଳ ପ୍ରାୟ…

୨୦୦୬ରୁ ଓଡ଼ିଶାରେ ହ୍ରାସ ପାଇ ଚାଲିଛି ବାଘଙ୍କ ସଂଖ୍ୟା, ଶିମିଳିପାଳରେ ବଢ଼ୁଛି

ଭୁବନେଶ୍ୱର: ରାଜ୍ୟରେ କମୁଛି ବାଘଙ୍କ ସଂଖ୍ୟା । ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ କେନ୍ଦ୍ର ସରକାର ବାଘ ସଂଖ୍ୟା ନେଇ ରିପୋର୍ଟ ପ୍ରକାଶ କରିଛନ୍ତି । ଯେଉଁଥିରେ ଦର୍ଶାଯାଇଛି ଏବେ ଓଡ଼ିଶାରେ ୨୦ଟି ମହାବଳ ରହିଛନ୍ତି । ୨୦୧୮ରେ ଓଡ଼ିଶାରେ ୨୮ଟି ବାଘ ଥିବା ବେଳେ ୨୦୨୨ରେ ୨୦କୁ ଖସି ଆସିଛି ।…

କ’ଣ ଥିଲା ପଲିଗ୍ରାଫ ଟେଷ୍ଟ ବେଳେ ଗୋପାଳଙ୍କୁ ପଚରା ଯାଇଥିବା ସେହି ୨୬ ପ୍ରଶ୍ନ ?

ଭୁବନେଶ୍ୱର:ଆସିଛି ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ । ପଲିଗ୍ରାଫି ଟେଷ୍ଟ ବେଳେ ତାଙ୍କୁ ୨୬ ଟି ପ୍ରଶ୍ନ ପଚରା ଯାଇଥିଲା । ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅନେକ ସତ ଉଗାଳିଛି ଗୋପଳ ।  ପଲିଗ୍ରାଫ ଟେଷ୍ଟରେ ଗୋପଳ ମନ୍ତ୍ରୀ ନବ ଦାସଙ୍କ ବିରୋଧରେ ଏକପ୍ରକାର ବିଷୋଦଗାର କରିଛି।…