Latest Odisha News

BREAKING NEWS

Browsing Category

ଓଡିଶା

Odisha

ସରିଲା ପାସିଂ ଆଉଟ୍ ପରେଡ୍, ବାହାରିଲେ ଆଉ ୨ ହଜାର ୬୩୦ ନୂଆ ଅଗ୍ନିବୀର

ଖୋର୍ଦ୍ଧା:ଚିଲିକା ଠାରେ ତୃତୀୟ ବ୍ୟାଚ ଅଗ୍ନିବୀର ଏକ ପାସିଂ ଆଉଟ ପରେଡ୍ ଅନୁଷ୍ଠିତ ହୋଇଛି । ଏହି ପରେଡରେ ସାମିଲ ହୋଇଥିଲେ ମୋଟ ୨ହଜାର ୬୩୦ ଅଗ୍ନିବୀର । ୩୯୬ ଜଣ ମହିଳା ଅଗ୍ନିବୀର ରହିଥିଲେ । ମହିଳା ଅଗ୍ନିବୀରମାନେ ନାରୀ ଶକ୍ତିର ପ୍ରଦର୍ଶନ କରିଥିଲେ । ୧୬ ସପ୍ତାହର ଟ୍ରେନିଂ ପରେ ଏହି…

ନୟାଗଡ଼ ରାଜନୀତି: ବିଜେପି ଛାଡିଲେ ଇରାନୀ ରୟ ଓ ଲାଲା ମନୋଜ

ଭୁବନେଶ୍ୱର: ନୟାଗଡ଼ ବିଧାନସଭା ନିର୍ବାଚନ ଲଢ଼ିଥିବା ଇରାନୀ ରୟ ଓ ତାଙ୍କ ସ୍ୱାମୀ ଲାଲା ମନୋଜ ରାୟ ବିଜେପିରୁ ଇସ୍ତଫା ଦେଇଛନ୍ତି। ୨୦୧୯ରେ ନିର୍ବାଚନ ଲଢ଼ିଥିବା ଇରାନୀ ଦଳର ଅବହେଳାକୁ ଦଳ ଛାଡ଼ିବାର କାରଣ ବୋଲି ଦର୍ଶାଇଛନ୍ତି। ତାଙ୍କ ସ୍ୱାମୀ ତଥା ପୂର୍ବତନ କଂଗ୍ରେସ  ନେତା ମନୋଜ ମଧ୍ୟ…

ଦୃଢ଼ତାର ସହ ନିର୍ବାଚନ ଲଢ଼ିବୁ: ବିଜୟପାଲ ସିଂ ତୋମାର 

ଭୁବନେଶ୍ୱର:  ପୂରା ରଣନୀତି ସରିଛି, ବୈଠକ ପରେ  ସବୁ ଜଣାପଡ଼ିବ । ଦୃଢତାର ସହ ନିର୍ବାଚନ ଲଢ଼ିବୁ ବୋଲି ଆଜି  ଭୁବନେଶ୍ୱର  ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି  ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର  କହିଛନ୍ତି । ଆଜି ବିଜେପିର ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ ।…

ତ୍ରିକୋଣୀୟ ପ୍ରେମ, ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ଭୁବନେଶ୍ବର: ତ୍ରିକୋଣୀୟ ପ୍ରେମ ପରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା । ରାଜଧାନୀରେ ଘଟିଛି ଏହି ହତ୍ୟାକାଣ୍ଡ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଅଞ୍ଚଳରେ ପୁରୁଣା ପ୍ରେମିକ ସହ ମିଶି ଯୁବକଙ୍କୁ ପ୍ରେମିକା ହତ୍ୟା କରିଥିବା ସୂଚନା ରହିଛି । ମୃତକ ଯୁବକ ହେଲେ ଅଞ୍ଜନ । ଦେଖା କରିବା…

ଏନଏସି ଦାବିରେ ତିହିଡି ବନ୍ଦ

ଭଦ୍ରକ: ଥମୁନି ଏନଏସି ଦାବି । ଭଦ୍ରକ ଜିଲ୍ଲା ତିହିଡିକୁ ଏନଏସି ମାନ୍ୟତା ଦାବି ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଡାକରା ଦେଇଛି ତିହିଡି ନାଗରିକ ମଞ୍ଚ । ବନ୍ଦକୁ ସମର୍ଥନ କରି ଦୋକାନ ବଜାର, ବ୍ୟବସାୟୀକ ଅନୁଷ୍ଠାନ ବନ୍ଦ ରହିଛି…

ଆଜି ବିଜେପି ରାଜ୍ୟ ନିର୍ବାଚନ କମିଟି ବୈଠକ

ଭୁବନେଶ୍ବର: ଆଜି ଓଡ଼ିଶା ବିଜେପି ନିର୍ବାଚନ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ ଏହି ବୈଠକ ।ବୈଠକରେ ନିର୍ବାଚନରେ ସମସ୍ତ ସିଟ୍ ନେଇ ଆଲୋଚନା ହେବ । ଏଥିରେ ଦଳ ସମସ୍ତ ସିଟ୍ ପାଇଁ ପରୀକ୍ଷା ନିରୀକ୍ଷା କରିବ । ମିଟିଂ ମିଟିଂର ସବିଶେଷ…

ରାଜ୍ୟ ଓ ଜିଲ୍ଲା କ୍ରୀଡ଼ା ସଙ୍ଘଙ୍କ ବାର୍ଷିକ ଅନୁଦାନ ରାଶି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ସଙ୍ଘ ଏବଂ ଜିଲ୍ଲା କ୍ରୀଡ଼ା ସଙ୍ଘ ମାନଙ୍କ ଅନୁଦାନ ରାଶିକୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବୃଦ୍ଧି କରାଯାଇଛି । ଏହା ୨୦୨୩-୨୪ ବର୍ଷ ଠାରୁ ଲାଗୁ ହେବ। ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ 'କ' ବର୍ଗ ଯଥା ଆଥଲେଟିକ୍ସ, ହକି, ଭାରୋତ୍ତୋଳନ,…

ବିଜେଡି-ବିଜେପି ମେଂଟ : ସସପେନ୍ସ ବଢାଇଲେ ଶାହା!

ଭୁବନେଶ୍ବର: ଏକାଠି ନା ଏକା ଏକା ଲଢିବେ ବିଜେଡି-ବିଜେପି ! ଶଙ୍ଖ-ପଦ୍ମ ପୁନର୍ବିବାହ ଚର୍ଚ୍ଚାରେ ପଡିଲା କି ପୂର୍ଣ୍ଣଚ୍ଛେଦ! ଫେଲ୍ ମାରିଲା କି ଆଲୋଚନା ! ଅନ୍ଦର ମହଲରେ ଚର୍ଚ୍ଚା, ଆଗାମୀ ନିର୍ବାଚନରେ ଏକାଠି ଲଢିବେନି ବିଜେଡି ଓ ବିଜେପି! ହେଲେ ଇଣ୍ଡିଆ ଟୁଡେ କନକ୍ଲେଭରେ ଅମିତ ଶାହାଙ୍କ…

ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ମନା

ଭୁବନେଶ୍ବର: ଆଉ ଉଠାଇ ପାରିବେନି ବନ୍ୟପ୍ରାଣୀଙ୍କ ସହ ଫଟୋଗ୍ରାଫ କିମ୍ବା ସେଲ୍ଫି । ନିୟମ ଜାରି କଲେ ବନ୍ୟପ୍ରାଣୀ ପିସିସିଏଫ୍ । ସୋସିଆଲ ମିଡିଆରେ ଏଭଳି ଫଟୋଗ୍ରାଫ ଓ ସେଲଫି ଛାଡ଼ିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଦ୍ଦେର୍ଶ ଦେଇଛନ୍ତି ବନ୍ୟପ୍ରାଣୀ…

ଗିରଫ ହେଲେ ଜଳେଶ୍ୱର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁ, ୩ବର୍ଷ ହେବ ଥିଲେ ଫେରାର

କଟକ: ଗିରଫ ହେଲେ ଜଳେଶ୍ୱର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁ । ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ନରସିଂହପୁର ବଡ଼ଭୂଇଁ ସ୍ଥିତ ନିଜ ଘରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ୩ବର୍ଷ ହେବ ଫେରାର ଥିଲେ ପୋଲିସ ବାବୁ । ବ୍ରାଉନସୁଗାର ଡିଲ୍ କରୁଥିବାର ଅଡିଓ ଭାଇରାଲ…