Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିଲମ୍ବନ ନେଇ ମୁହଁ ଖୋଲିଲେ ଚିରଞ୍ଜୀବ ବିଶ୍ୱାଳ, କହିଲେ ‘କୁଚକ୍ରୀଙ୍କ ଚକ୍ରାନ୍ତରୁ କଂଗ୍ରେସକୁ ବଞ୍ଚାନ୍ତୁ’

ଭୁବନେଶ୍ୱର: ମୁଁ ଦଳ ବିରୋଧୀ କୌଣସି କାମ କରିନି, ବରଂ କଂଗ୍ରେସର ହାତମୁଠାକୁ ସୁଦୃଢ଼ କରିବାକୁ କାମ କରୁଥିଲି । ଏଆଇସିସି ଦ୍ୱାରା ଦଳରୁ ନିଲମ୍ବିତ ହେବା ପରେ ପ୍ରେସମିଟରେ ଏଭଳି କହିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି, ମୋତେ ଦଳ ଠାରୁ ଦୂରେଇ ଦେବା ପାଇଁ…

ଓଟିପି ସେୟାରିଂ ମାମଲା: ଆସନ୍ତାକାଲିଠୁ ୫ ଦିନିଆ ରିମାଣ୍ଡରେ ଯିବ ପଠାଣିସାମନ୍ତ

ଭୁବନେଶ୍ୱର: ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ଅଭିଯୁକ୍ତ ପଠାଣିସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ । ଆସନ୍ତାକାଲିଠାରୁ ୫ ଦିନିଆ ରିମାଣ୍ଡରେ ନେବ ଏସଟିଏଫ। ରିମାଣ୍ଡ ସରିବା ପରେ ଝାରପଡା ଜେଲରେ ପଠାଣିସାମନ୍ତକୁ ଜେରା କରିବ ଏନଆଇଏ । ସୂଚନାଯୋଗ୍ୟ,…

ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି ବେଳେ ଧରା ପଡ଼ିଲେ ପିଅନ

ପୁରୀ: ଦାନ ହୁଣ୍ଡିରୁ ଟଙ୍କା ଚୋରି ଅଭିଯୋଗରେ ପିଅନ ଗିରଫ । ପୁରୀ ଜଗନ୍ନାଥ ମନ୍ଦିର ଦାନ ହୁଣ୍ଡିରୁ ୮୦୦ ଟଙ୍କା ଚୋରି ଅଭିଯୋଗରେ ପୋଲିସ ପିଅନ ସୁଶାନ୍ତ କୁମାର ରାଉତରାୟଙ୍କୁ ଗିରଫ କରିଛି । ଦାନ ହୁଣ୍ଡିରୁ ଟଙ୍କା କଢ଼ାଯାଇ ଗଣତି ବେଳେ ସୁଶାନ୍ତ ଚୋରି କରିଥିବା ଅଭିଯୋଗ ହୋଇଥିଲା ।…

୪୮ ଘଣ୍ଟାରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ, ୫ ଦିନ ଯାଏ ବର୍ଷିବ

ଭୁବନେଶ୍ୱର: ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । ଅନ୍ୟପଟେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପ୍ରଭାବରେ ରାଜ୍ୟରେ ମୌସୁମୀ ବର୍ଷା ଲାଗି…

ସିସୋର ଚିଟଫଣ୍ଡ ମାମଲା, ୧୯ଟି କେସକୁ ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ସ୍ଥାନାନ୍ତରକୁ ହାଇକୋର୍ଟଙ୍କ ନା

କଟକ: କୋଟି କୋଟି ଟଙ୍କାର ଚିଟଫଣ୍ଡ କେଳେଙ୍କାରୀର ଅନେକ ମାମଲା ରାଜ୍ୟର ବିଭିନ୍ନ କୋର୍ଟରେ ଗଡ଼ୁଛି । ଏ ସମ୍ପର୍କିତ ୧୯ଟି ଅପରାଧିକ ମାମଲାକୁ ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ସ୍ଥାନାନ୍ତର ପାଇଁ ହୋଇଥିବା ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ସିସୋର ସମ୍ପର୍କିତ ସମସ୍ତ ମାମଲାକୁ…

ନକଲି ରୋଗୀ ଧରିଲେ ନକଲି ଡାକ୍ତର; ୨୪ ଦିନ ତଳେ ବାହା ହୋଇଥିଲେ, ଏବେ ଥାନାରେ

ବ୍ରହମପୁର:ନିଜକୁ ଦିଲ୍ଲୀ ଏମସର ଡାକ୍ତର କହି ରୋଗୀ ଚିକିତ୍ସା କରୁଥିଲେ । ବେଶ ଦାମୀ ଡାକ୍ତର ବୋଲି ଲୋକେ ଭାବୁଥିଲେ । ୫ ମିନିଟ ଦେଖିବାକୁ ନେଉଥିଲେ ୩୦୦ ଟଙ୍କା । ହେଲେ ଖୋଲିଗଲା ସବୁ ଗୁମର । ନକଲି ରୋଗୀ ଖୋଲିଦେଲେ ନକଲି ଡାକ୍ତରଙ୍କ କଳାକାରନାମା । ନକଲି ଡାକ୍ତରଙ୍କୁ ଧରିବା ପାଇଁ ନିଜେ…

ହାଇସ୍କୁଲ ମିଶ୍ରଣ ପ୍ରସଙ୍ଗ: ଧାରଣାରେ ୟୁନିଟ୍ ୯ ବାଳିକା ବିଦ୍ୟାଳୟ ଛାତ୍ରୀ ଓ ଅଭିଭାବକ

ଭୁବନେଶ୍ଵର: ଆମ ସ୍କୁଲ ଏଠାରୁ ଉଠିବ ନାହିଁ। ଆମ ସ୍କୁଲ ଅନ୍ୟ କାହା ସହ ମିଶ୍ରଣ ହେବ ନାହିଁ। ଏପରି ଦାବି କରି ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟ ଛାତ୍ରୀ ଓ ଅଭିଭାବକ। ଆନ୍ଦୋଳନ ବସିବା ସମୟରେ କିଛି ଛାତ୍ରୀ ଚେତାଶୂନ…

ମନ ଜିଣୁଛି ଜେଜେମା ହାଣ୍ଡିଶାଳ: କାଠ ଚୁଲା, ଲୁହା କଡେଇ ଆଉ ଶିଳ ବଟା ମସଲାରେ ଯାଦୁ ଦେଖଉଛନ୍ତି ଜେଜେମାଆ

ଶିଖିବା କିମ୍ବା ଶିଖାଇବାର କିଛି ବୟସ ନ ଥାଏ। ଏହାର ଏକ ବଡ଼ ଉଦାହରଣ ହେଲେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଦେଉଳକଣ ଗାଁର କୋକଳି ନାୟକ। ବୟସ ୯୦ ପହଞ୍ଚିଲାଣି, ହେଲେ ହାତର ଯାଦୁ କିନ୍ତୁ ଚମତ୍କାର। ଏ ବୟସରେ ବି ସେ ଭଳି କି ଭଳି ରୋଷେଇ କରୁଛନ୍ତି। ୟୁଟ୍ୟୁବରେ ଏକଦମ ଛାଇଗଲେଣି ଜେଜେମାଆ ଆମର।

ବଢୁଛି ହୀରାକୁଦ ଜଳସ୍ତର; ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୦ ହଜାର ୧୨୧ କ୍ୟୁସେକ ବନ୍ୟାଜଳ

ସମ୍ବଲପୁର : ସାରା ରାଜ୍ୟରେ ପ୍ରବଳ ବର୍ଷା । ଉପରମୁଣ୍ଡରେ ଲଗାଣ ବର୍ଷା । ଫଳରେ ହୀରାକୁଦରେ ବଢୁଛି ଜଳସ୍ତର । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୯୦ ହଜାର ୧୨୧ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି । ସେହିପରି ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛନ୍ତି ୩୯ ହଜାର କ୍ୟୁସେକ ଜଳ । ଏବେ…

ରାଜ୍ୟରେ ବିସ୍ତୃତି ବର୍ଷା ଅନୁଭୂତ: ଗତ ୨୪ ଘଣ୍ଟାରେ ସୋନପୁର ବିନିକାଠାରେ ସର୍ବାଧିକ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ଗତ ୨୪ ଘଣ୍ଟାରେ ରାଜ୍ୟରେ ବିସ୍ତୃତି ବର୍ଷା ଅନୁଭୂତ ହୋଇଥିବା ବେଳେ ସୋନପୁର ଜିଲ୍ଲାର ବିନିକାଠାରେ ସର୍ବାଧିକ ୧୬୫.୨ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ସମ୍ବଲପୁର ଧାନକୌଡାଠାରେ ୧୫୫ ମିମି ବର୍ଷା ରେକର୍ଡ ହୋଇଛି। ରାଜ୍ୟର ୬ଟି…