Latest Odisha News

BREAKING NEWS

Browsing Category

ଓଡିଶା

Odisha

 ସକାଳୁ ସକାଳୁ ସାହି ବୁଲିଲେ, ଡ୍ରେନେଜ ବ୍ୟବସ୍ଥା ଦେଖିଲେ ଜିଲ୍ଲାପାଳ

ସୋନପୁର: ଜିଲ୍ଲାପାଳ ବୁଲିଲେ ସାହିକୁ ସାହି । ବୁଲି ଦେଖିଲେ ରାସ୍ତାଘାଟ ଅବସ୍ଥା । ଡ୍ରେନର ଅବସ୍ଥା । ବର୍ଷାରେ ଡ୍ରେନ ପାଣି ଯେପରି ଲୋକଙ୍କ ଘରେ ନ ପଶିବ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ ବି କଲେ । ଆଜି ସକାଳୁ ସକାଳୁ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ସୋନପୁର ସହରେ ।…

ପିଏମ ଆବାସ ବଣ୍ଟନରେ ଅନିୟମିତତା: ହିତାଧିକାରୀ ଚୟନରେ ପାତର ଅନ୍ତର ପ୍ରତିବାଦରେ ଆମରଣ ଅନଶନ

ସୁବର୍ଣ୍ଣପୁର: ହିତାଧିକାରୀ ଚୟନରେ ପାତର ଅନ୍ତର ପ୍ରତିବାଦରେ ତରଭା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଜାରି। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମରାଡୁଗୋଚ୍ଛା, ସିଂହାରୀ ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ବିଗତ ୧୧…

ବାହାନଗା ଟ୍ରେନ ଟ୍ରାଜେଡି: ଆହୁରି ୧୦ ରେଳବାଇ କର୍ମଚାରୀଙ୍କୁ ସମନ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ଜେରା ଜୋରଦାର କରିଛି ସିବିଆଇ । ୩ ଜଣ କର୍ମଚାରୀଙ୍କୁ ଗିରଫ କରି ଦୁଇ ଦୁଇଥର ରିମାଣ୍ଡରେ ନେଇ ଘନଘନ ଜେରା କରୁଛି ସିବିଆଇ । ଏବେ  ଆହୁରି ୧୦ ରେଳବାଇ କର୍ମଚାରୀଙ୍କୁ ସମନ କରାଯାଇଛି । ଖୁବଶୀଘ୍ର ସେମାନେ ହାଜର ହୋଇ ନିଜର ପକ୍ଷ ରଖିବେ ।…

ମିଳିଲା ନିଖୋଜ ଛାତ୍ର ଯୋଗେଶଙ୍କ ସନ୍ଧାନ, ୯ ଦିନ ପରେ ପୁରୀରୁ ହେଲେ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ମୈତ୍ରୀ ବିହାରରୁ ୧୬ ବର୍ଷର ପିଲା ନିଖୋଜ ଘଟଣା। ମିଳିଲା ନିଖୋଜ ଛାତ୍ର ଯୋଗେଶ ବାଲାଜୀ ଲିଙ୍ଗାଡ଼ିଙ୍କ ସନ୍ଧାନ। କମିଶନରେଟ ପୋଲିସର ସ୍ୱତନ୍ତ୍ର ଅପରେସନ ଦ୍ୱାରା ପୁରୀ ଜିଲ୍ଲା ଜେନାପୁର ଅଞ୍ଚଳରୁ ଦଶମ ଶ୍ରେଣୀ ଛାତ୍ର ଯୋଗେଶଙ୍କୁ ଉଦ୍ଧାର କଲା ମୈତ୍ରୀ ବିହାର ପୋଲିସ।…

ନନ୍ଦନକାନନକୁ ଆସିବେ ନୂଆ ଅତିଥି: ବାଘ, ଘଡିଆଳ ଦେଇ ଆଣିବେ ଗିବନ ଓ ଚିତାବିରାଡ଼ି

ଭୁବନେଶ୍ୱର: ନନ୍ଦନକାନନକୁ ଆସିବେ ନୂଆ ଅତିଥି । ଆସିବେ ଗିବନ ଓ ଚିତାବିରାଡି । ବାଘ ଓ ଘଡିଆଳ ବଦଳରେ ଆସିବେ ଏହି ଗିବନ ଓ ଚିତାବିରାଡି । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାମ ୨ଟି ହୁଲକ ଗିବନ ଓ ଦୁଇଟି ଚିତାବିରାଡି ଆଣିବ । ଅରୁଣାଚଳ ପ୍ରଦେଶ ରାଜଧାନୀ ଇଟାନଗର…

୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ମାଲକାନଗିରି: ୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଏନେଇ ଗତ ମାସ ମାଲକାନଗିରି ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ କଂଗ୍ରେସ କର୍ମୀ। ଜୁଲାଇ ୧୦ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୧୪ ତାରିଖ ଦିନ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା…

ବୁଲେଟ ଓ ସାଇକେଲ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ସୁବର୍ଣ୍ଣପୁର: ଉଲୁଣ୍ଡା ବ୍ଲକ ମହଦାଠାରେ ବୁଲେଟ ଓ ସାଇକେଲ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା। ମୃତକ ହେଲେ ମହଦା ଗାଁର ୨୨ ବର୍ଷୀୟ ତ୍ରିଲୋଚନ ଭୋଇ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି। ଘଟଣାଟି ଗୁରୁବାର ସନ୍ଧ୍ୟାରେ ଘଟିଥିବା ଜଣାପଡିଛି।…

ହତ୍ୟା ମାମଲାର ଦୋଷୀ ପୋଲିସକୁ ଚକମା ଦେଇ କୋର୍ଟ ପରିସରରୁ ଚମ୍ପଟ

ସମ୍ବଲପୁର: ହତ୍ୟା ମାମଲାରେ ଜଣେ ଦୋଷା ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତି ସମ୍ବଲପୁର କୋର୍ଟ ପରିସରରୁ ପୁଲିସ ହେପାଜତରୁ ଖସି ଯାଇଛି। ଗୁଲଗୁଲା ଖାଁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୦୧ରେ ଜେଲ ଦଣ୍ଡ ଭୋଗିଥିଲା। ୨୦୧୦ରେ ତାଙ୍କୁ ଏହି ସର୍ତ୍ତରେ ଜାମିନ ପ୍ରଦାନ କରାଯାଇଥିଲା।…

ସାଧାରଣ ନିର୍ବାଚନ ପାଇଁ ବିଜେପି-ବିଜେଡି ପ୍ରସ୍ତୁତି, ଅପରାଜିତାଙ୍କ ଆସନ ଉପରେ ଶାସକ ଦଳର ନଜର

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଗୁରୁବାର ଦିନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ସମେତ ପୂର୍ବ ଭାରତର ୧୨ଟି ରାଜ୍ୟ ପାଇଁ ପ୍ରସ୍ତୁତି ଏବଂ ରଣନୀତି ଉପରେ ଆଲୋଚନା କରିବା ପାଇଁ ଗୌହାଟୀରେ ବିଜେପିର ବୈଠକ ପରେ ତାଙ୍କ ଗସ୍ତକୁ…

ଏଏସଓ ମେରିଷ୍ଟ ଲିଷ୍ଟ ବାତିଲ ପ୍ରସଙ୍ଗ, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ; କିଏ କ’ଣ ଯୁକ୍ତି ରଖିଲେ ପଢ଼ନ୍ତୁ

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦବୀ ପାଇଁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ରିଭ୍ୟୁ ପିଟିସନ ଉପରେ ଗୁରୁବାର ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି। ଓପିଏସସି ଓ ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।…