Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଦ୍ମ ଧରିଲେ ଆକାଶ ଦାସନାୟକ, ଗତକାଲି ବିଜେଡିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ଵର: ବିଜେପିରେ ସାମିଲ ହେଲେ ଆକାଶ ଦାସନାୟକ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେଲେ । ଗତକାଲି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଆକାଶ । ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଅରବିନ୍ଦ ଢାଲି, ସିଦ୍ଧାନ୍ତ ମହାପାତ୍ର, ପ୍ରଦୀପ…

ଇଏ ଦୁ୍ର୍ଗ ପତନର ବେଳ: ଭର୍ତ୍ତୃହରି ମହତାବ

ଭୁବନେଶ୍ଵର: ଦିଲ୍ଲୀରୁ ଫେରିଛନ୍ତି ବିଜେପି ନେତା ତଥା କଟକ ଲୋକସଭା ଆସନର ପାର୍ଥୀ ଭର୍ତ୍ତୃହରୀ ମହାତାବ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଭର୍ତ୍ତୃହରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରିଛି ରାଜ୍ୟ ବିଜେପି । କଟକ ଲୋକସଭା ଆସନରୁ ଲୋକସଭା ପ୍ରାର୍ଥୀ ଭାବରେ…

ଭଡ଼ା ଘରୁ ମିଳିଲା ମହିଳାଙ୍କ ମୃତଦେହ

ଭଦ୍ରକ: ଭଡ଼ା ଘରୁ ମିଳିଲା ମହିଳାଙ୍କ ମୃତଦେହ। ଭଦ୍ରକ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ନ୍ୟୁ କଲୋନୀରୁ ଉଦ୍ଧାର ହେଲା କ୍ଷତାକ୍ତ ମୃତଦେହ। ମୃତକ ହେଲେ ତିହିଡ଼ି ଥାନା ଗୋଳାପୋଖରୀ ଅଞ୍ଚଳର ମଧୁମିତା ନାୟକ। ତାଙ୍କ ସ୍ୱାମୀ ମହେଶ୍ୱର ନାୟକ ରାଜ୍ୟ ବାହାରେ କାମ କରନ୍ତି।…

ଜଗତସିଂହପୁର ଯୁଦ୍ଧ: ବିଭୁ ବନାମ ରାଜଶ୍ରୀ

ଜଗତସିଂହପୁର: କିଏ ଜିତିବ ଜଗତସିଂହପୁର? ଚବିଶ ଯୁଦ୍ଧରେ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ସାମ୍ନାସାମ୍ନି । ବିଜେଡିରୁ ରାଜଶ୍ରୀ ମଲ୍ଲିକ ତ ବିଜେପିରୁ ବିଭୁପ୍ରସାଦ ତରାଇ ପ୍ରାର୍ଥୀ । ବିଜେଡି ଗଡରେ ରାଜଶ୍ରୀ ପୁଣି କରିବେ କି ଶଙ୍ଖଧ୍ୱନୀ? ପୁଣି ବିଭୁପ୍ରସାଦଙ୍କୁ ଦେବେ କି ମାତ୍? ନା ୧୯ର ବଦଲା…

ଉତ୍କଟ ହେଲାଣି ଜଳ ସମସ୍ୟା: ଗରା, ବାଲଟି ଧରି ରାସ୍ତାରେ ମହିଳା

ନବରଙ୍ଗପୁର: ଜଳ ଯନ୍ତ୍ରଣା ପ୍ରତିବାଦରେ ରାସ୍ତାରୋକ । ପ୍ରଚଣ୍ଡ ରୌଦ୍ର ତାପ ସହ ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରୁଥିବାରୁ ପାଣି ସମସ୍ୟାର ସମାଧାନ ଦାବିରେ ରାସ୍ତାରୋକ କରିଛନ୍ତି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ବିକ୍ରମପୁର ପଞ୍ଚାୟତ ଅନ୍ତର୍ଗତ ଦେଉଳା ଗ୍ରାମର ହରିଜନ ସାହିର ଲୋକେ । ଫଳରେ…

କଳାହାଣ୍ଡିରେ କୁରୁକ୍ଷେତ୍ର: ମାଳବିକା ବନାମ ଲମ୍ବୋଦର

କଳାହାଣ୍ଡି: କାହାର ହେବ କଳାହାଣ୍ଡି? ଚବିଶ କୁରୁକ୍ଷେତ୍ରରେ ଯୋଦ୍ଧା ପ୍ରସ୍ତୁତ । କଳାହାଣ୍ଡି କବଜା କରିବେ କି ରାଣୀ? ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ବିଜେପି । କାମ କରିବ କି ବିଜେପି ରଣନୀତି? ନା ଲମ୍ବୋଦର ନିଆଲ ଉଡାଇବେ ବିଜୟ ବାନା? ଏଯାଏଁ ପତ୍ତା…

ବିଜେଡିରେ ମିଶିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ଵର: ଘରକୁ ବାହୁଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ। ବିଜେପି ଛାଡି ଆଜି ସେ ପୁଣିଥରେ ବିଜେଡିକୁ ଫେରିଛନ୍ତି। ୨୦୧୪ରେ ବିଜେଡି ପ୍ରାର୍ଥୀ ହୋଇ ସେ ନୀଳଗିରିରୁ ବିଧାୟକ ହୋଇଥିଲେ । ସେହିପରି ୨୦୧୯ ରେ ବିଜେପି ଟିକେଟରୁ ନୀଳଗିରି ବିଧାୟକ ଭାବେ ଜିତିଥିଲେ । ଦୁଇ ଦିନ ତଳେ ସେ…

ଦୋଳ ମେଳଣରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଅନେକ ସ୍ଥାନରେ ଦୋଳ ମେଳନ ଜମୁଛି । ଏହି ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାଲିଅନ୍ତା ଥାନା ବାଳକାଟିରେ ଦୋଳ ମେଳଣ ଚାଲିଥିବାବେଳେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି । ଠାକୁରଙ୍କ ପ୍ରୋସେସନ ବେଳେ ଯୁବକଙ୍କୁ…

ବିଜେଡିରେ ପୂର୍ବତନ କଂଗ୍ରେସ ବିଧାୟକ ମିଶିଲେ ଚିରଞ୍ଜୀବ

ଭୁବନେଶ୍ଵର: ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ଶଙ୍ଖ ଭବନରେ ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିରେ ସାମିଲ ହେଲେ ଚିରଞ୍ଜିବୀ । ୨ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଚିରଞ୍ଜିବୀ । ଗତକାଲି…

ଛତିଶଗଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ୩ ଦିନ ହେବ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇବାରେ ଲାଗିରହିଥିବାବେଳେ, ଆଜି ସକାଳୁ ସକାଳୁ ଟ୍ବିନ୍ ସିଟି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି । ଛତିଶଗଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କଳାବୈଶାଖୀ ପ୍ରଭାବରେ ପାଗ ମେଘୁଆ ରହିଛି ।…