Latest Odisha News

BREAKING NEWS

Browsing Category

ଓଡିଶା

Odisha

Temple Looted:ଲୁଟେରାଙ୍କ ପାଇଁ ସହଜ ଟାର୍ଗେଟ ମନ୍ଦିର;ଦାନ ଟଙ୍କା ଓ ଠାକୁରଙ୍କ ମୁକୁଟ,ସୁନା ଅଳଙ୍କାର ଲୁଟ୍

ମୟୂରଭଞ୍ଜ:ପୁଣି ମନ୍ଦିରକୁ ଲୁଟେରାଙ୍କ ଟାର୍ଗେଟ । ଦାନ ଟଙ୍କା ଓ ଠାକୁରଙ୍କ ସୁନା ରୁପା ଅଳଙ୍କାର ଲୁଟିନେଲେ ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଉଦଳା ଥାନା ଶ୍ମଶାନ କାଳୀ ମନ୍ଦିରରୁ ଏହି ଲୁଟ୍ ହୋଇଛି । ସୂଚନାମୁତାବକ, ସକାଳେ ପୂଜାରୀ ମନ୍ଦିରକୁ ଆସିବା ପରେ ଲୁଟ ଘଟଣା ଜଣାପଡିଥିଲା ।…

ତାମିଲନାଡୁ ଗ୍ୟାସ ଲିକ୍ ଘଟଣା; ଆଉ ଜଣେ ଓଡ଼ିଶା ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାର ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଓଡ଼ିଶାର ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଶୁକ୍ରବାର ଦିନ ଅନୁଗୋଳ ଜିଲ୍ଲାର ଜଣେ…

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ, ପୃଥକ ସ୍ଥାନରୁ ୩ ଗିରଫ

ଝାରସୁଗୁଡ଼ା: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍‌ ୱେ ଖେରୁଆଲ୍ ନିକଟରୁ ଗଞ୍ଜେଇ ଜବତ। ବୌଦ୍ଧରୁ ଛତିଶଗଡକୁ ଚାଲାଣ ହେଉଥିଲା ଗଞ୍ଜେଇ। ଗଞ୍ଜେଇ ଚାଲାଣ ବେଳେ ଜବତ କଲା ବଡ଼ମାଲ ପୋଲିସ। ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କାର ଅଢେଇ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ କରିଛି ପୋଲିସ। ଏହି…

ଓଲିଉଡରେ ଶୋକର ଛାୟା: ଖ୍ୟାତନାମା ସିନେମାଟୋଗ୍ରାଫର୍ ଦିଲୀପ ରାୟଙ୍କ ପରଲୋକ

ଭୁବନେଶ୍ୱର: ୭୮ ବର୍ଷ ବୟସରେ ବିଶିଷ୍ଟ କ୍ୟାମେରାମ୍ୟାନ ଦୀଲ୍ଲିପ ରାୟଙ୍କ ଦେହାନ୍ତ। ଓଲିଉଡ ଜଗତର ପରିଚିତ ଚେହେରା ସିନେମାଟୋଗ୍ରାଫର୍ ଦିଲୀପ ରାୟ। ସେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲ୍ ରେ ଗତକାଲି ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କିଛିଦିନ ତଳେ ତାଙ୍କୁ ହୃଦଘାତ ଯୋଗୁଁ ବ୍ରେନ୍…

ଝଡ଼ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶାର ୧୦ଟି ଜିଲ୍ଲା ପାଇଁ ଏକ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏଥିସହିତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଝଡ଼ବର୍ଷା, ବଜ୍ରପାତ ସହ ପ୍ରବଳ ପବନ ହେବାର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଅନୁଯାୟୀ, ବର୍ଷା ପାଇଁ ତାପମାତ୍ରାରେ ସାମାନ୍ୟ…

ଦେବସ୍ନାନ ପୂର୍ଣ୍ଣିମା; ପୁରୀରେ ପାର୍କିଂ ପାଇଁ ‘ଫାଷ୍ଟ କମ୍‌ ଫାଷ୍ଟ୍‌ ସର୍ଭ’କୁ ଦିଆଯିବ ଗୁରୁତ୍ଵ

ପୁରୀ: ସୋମବାର ଦିନ ଜ୍ୟେଷ୍ଠ ଶୁଦ୍ଧ ଶୁକ୍ଲ ପୂର୍ଣ୍ଣିମା। ଅର୍ଥାତ୍ ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା। ଆଜିଠୁ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ। ପରମ୍ପରା ଅନୁଯାୟୀ ଏହି ତିଥିରେ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ହୋଇଥାଏ ଦଇତା ପ୍ରବେଶ ନୀତି। ସ୍ନାନପୂର୍ଣ୍ଣିମା ନିମନ୍ତେ…

ରାଜଧାନୀରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ଅଞ୍ଚଳରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଉକ୍ତ ମହିଳାଙ୍କ ସ୍ୱାମୀ ପାଖରେ ନଥିବା ବେଳେ ତାଙ୍କୁ ଅଭିଯୁକ୍ତ ଜଣକ ଟଣାଓଟରା କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଭରତପୁର ଜିଏ କଲୋନୀର…

ବାଲେଶ୍ଵରରେ ଗୋଷ୍ଠୀ ସଂଘର୍ଷ, ୨୦ ଆହତ

ଭୁବନେଶ୍ବର: ବାଲେଶ୍ୱର ସହରରେ ବିଳମ୍ବିତ ରାତିରେ ଏକ ଶୋଭାଯାତ୍ରା ସମୟରେ ଦରଘା ମଇଦାନ ନିକଟରେ ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଅପରପକ୍ଷରେ ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା…

ସ୍ଥାପନ ହେଲା ସୌରଚାଳିତ ସାଇରନ ; ହାତୀ ଗ୍ରାମ ମୁହାଁ ହେଲେ ବାଜିବ, ଲୋକେ ହେବେ ସତର୍କ

କନ୍ଧମାଳ:ଜିଲ୍ଲାରେ ବଢ଼ୁଥିବା ହାତୀ ଉପଦ୍ରବ ଓ ମଣିଷ ହାତୀ ସଂଘର୍ଷକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଏକ ନୂତନ ପଦକ୍ଷେପ ହାତକୁ ନେଇଛନ୍ତି । ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳଗୁଡ଼ିକରେ ସୌରଚାଳିତ ସାଇରନ ବ୍ୟବସ୍ଥା ସ୍ଥାପନ କରାଯାଇଛି । ଫଳରେ ହାତୀ ଗ୍ରାମ ମୁହାଁ ହେବାର ସୂଚନା ମିଳିବା…

Odia Cinema: “ଓଡ଼ିଆ ଫିଲ୍ମ ସିନେମା ହଲରୁ ବାହାର କରି ଅନ୍ୟ ସିନେମାର ପ୍ରଚାର କରାଗଲେ ଦୃଢ଼…

ଭୁବନେଶ୍ବର: କଳାକାରମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ନୂତନ ‘ଚଳଚ୍ଚିତ୍ର ନୀତି’ ପ୍ରଣୟନ କରିବାକୁ ଯାଉଛନ୍ତି । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ…