Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜଙ୍ଗଲରୁ ହାତୀ ଛୁଆର କଙ୍କାଳ ଉଦ୍ଧାର ତିନି ମାସରେ ତାରାସିଙ୍ଗି ବନାଞ୍ଚଳରେ ତୃତୀୟ ହାତୀ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରାସିଙ୍ଗି ବନାଞ୍ଚଳରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ନେଉନାହିଁ। ଗାୟାଗଣ୍ଡା ସେକ୍ସନ ଅଧୀନ ପାଇଛାଲିଆ ସଂରକ୍ଷିତ ଜଙ୍ଗଲରୁ ଏକ ମାଈ ହାତୀ ଛୁଆର କଙ୍କାଳ ଉଦ୍ଧାର ହୋଇଛି। ଏହାକୁ ମିଶାଇ ଗତ ତିନି ମାସ ମଧ୍ୟରେ କେବଳ…

ଖୋର୍ଦ୍ଧାରୁ ୫୦ ଲକ୍ଷର ବ୍ରାଉନ ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା: ନିଶା କାରବାର ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ୫୦୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ଏକ ସୂଚନା ଆଧାରରେ ଏନଫୋର୍ସମେଣ୍ଟ ଟିମ୍ ଗତକାଲି ରାତିରେ ଜାତୀୟ ରାଜପଥ ୧୬…

‘ଦୀଘା ଜଗନ୍ନାଥ ଧାମ’ ହଟାଇବାକୁ ଶୁଭେନ୍ଦୁଙ୍କୁ ମୋହନଙ୍କ ଚିଠି

ଭୁବନେଶ୍ୱର: ‘ଦୀଘା ଜଗନ୍ନାଥ ଧାମ’ ନାମକରଣ ପରିବର୍ତ୍ତନ ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ‘ଦୀଘା ଜଗନ୍ନାଥ ଧାମ’ ବଦଳରେ ‘ଶ୍ରୀଜଗନ୍ନାଥ ମନ୍ଦିର, ଦୀଘା’ ଲେଖିବାକୁ…

ହୃଦଘାତରେ ସେବାୟତଙ୍କ ମୃତ୍ୟୁ, ରଥ ନିର୍ମାଣରେ ନିୟୋଜିତ ଥିଲେ…

ପୁରୀ: ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜଣେ ସେବାୟତଙ୍କ ମଙ୍ଗଳବାର ଦିନ ହୃଦଘାତରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଭୋଇ ସେବକ ଧୋବା ଭୋଇ। ଯିଏକି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ନିର୍ମାଣରେ ନିୟୋଜିତ ଥିଲେ। ସୂଚନା ଅନୁଯାୟୀ, ସେ ସକାଳେ ପ୍ରବଳ ଛାତିରେ…

ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଉଡ଼ା ଖବର ବୋଲି କହିଲେ ବଦ୍ରି ପାତ୍ର

ଭୁବନେଶ୍ୱର: ନିର୍ବାଚନରେ ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଭି କେ ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ଆର କାର୍ତ୍ତିକେୟନ ଖୁବଶୀଘ୍ର ବିଜୁ ଜନତା ଦଳରେ ଯୋଗ ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଏହି ଚର୍ଚ୍ଚାକୁ ଉଡା ଖବର ବୋଲି…

ରାଜଧାନୀରୁ ରାଜ୍ୟ ବାହାରକୁ ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାଶ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବସଷ୍ଟାଣ୍ଡରୁ ଚାଲାଣ ବେଳେ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସ । ସେମାନଙ୍କ ଭିତରେ ଜଣେ ନାବାଳିକା ଥିବା ଜଣାଯାଇଛି । ଷ୍ଟେ ହୋମ୍ ରେ ଉଦ୍ଧାର ଯୁବତୀ ମାନଙ୍କୁ ରଖାଯାଇଥିବା ସୂଚନା ରହିଛି । ଖବର ଅନୁଯାୟୀ, କିଛି ଏନଜିଓ…

କର୍ତ୍ତବ୍ୟରେ ଅବହେଳା ଅଭିଯୋଗ; ୩ ଯନ୍ତ୍ରୀ ନିଲମ୍ବିତ

ବରଗଡ଼: କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ପରେ ଓଡ଼ିଶା ସରକାର ତିନି ଜଣ ବରିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପରେ ନିଲମ୍ବନ କରିଛନ୍ତି। ବରଗଡ଼ ଟାଉନରେ ଏକ ପ୍ରମୁଖ କେନାଲ ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ଅନିୟମିତତା ଅଭିଯୋଗ ପରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ…

Menstrual stigma hit Odisha girls’ education: ପ୍ରାଇଭେସି, ଶୌଚାଳୟ, ସାମାଜିକ ବାସନ୍ଦ…ଋତୁସ୍ରାବ ବେଳେ ସ୍କୁଲ…

ଭୁବନେଶ୍ବର: ଓଡିଶାର ଛାତ୍ରୀଙ୍କ ପାଇଁ ପାଠ ପଢାରେ ବାଧକ ସାଜୁଛି ମାସିକ ଋତୁସ୍ରାବ । ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ମାସିକ ଚକ୍ରର ୧ମରୁ ୮ମ ଦିନ ପର୍ଯ୍ୟନ୍ତ ଶ୍ରେଣୀରୁ ଅନୁପସ୍ଥିତ ରହୁଛନ୍ତି ଛାତ୍ରୀ । କିଛି ଏପରି ସାଂଘାତିକ ଖୁଲାସା କରିଛି ସର୍ଭେ । ଯାହା ଏବେ…

ଗରିବ ଶ୍ରମିକଙ୍କ ପାଇଁ ବଡ଼ ସୁବିଧା ଏଣିକି ଦେଶର ଯେକୌଣସି ସ୍ଥାନରୁ ମିଳିବ ସରକାରୀ ରାସନ

ଭୁବନେଶ୍ୱର: କେନ୍ଦ୍ର ସରକାର ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଏକ ବଡ଼ ସୁବିଧା ଆଣିଛନ୍ତି। ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନା ମାଧ୍ୟମରେ ଏବେ ଯୋଗ୍ୟ ହିତାଧିକାରୀମାନେ ଦେଶର ଯେକୌଣସି ସ୍ଥାନରୁ ନିଜର ମାସିକ ରାସନ ସାମଗ୍ରୀ ପାଇପାରିବେ। ଏଥିପାଇଁ ନିଜ ଗାଁ କିମ୍ବା ପଞ୍ଚାୟତର…

ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି କରିବାକୁ ଦାବି କରିଛି ବିଜୁ ଜନତା ଦଳ। ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ଏକ ଚିଠି ଲେଖିଛନ୍ତି। ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ ଅଭିଯାନ…