Latest Odisha News

BREAKING NEWS

Browsing Category

ଓଡିଶା

Odisha

ଇସ୍କନର ‘ଅଦିନିଆ ରଥଯାତ୍ରା’ ବିବାଦ: ପୁରୀ ଗଜପତିଙ୍କ ନିବେଦନକୁ ଗ୍ରହଣ କଲା ଇସ୍କନ-ବାଙ୍ଗାଲୋର, ହେବ…

ପୁରୀ/ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଇସ୍କନ ପକ୍ଷରୁ କରାଯାଉଥିବା 'ଅଦିନିଆ ରଥଯାତ୍ରା'କୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପୁରୀ ଶ୍ରୀମନ୍ଦିରର ସର୍ବୋଚ୍ଚ ସେବାୟତ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ…

Plus Two Admission:ଯୁକ୍ତ ଦୁଇ ଫେଜ୍ ୧ ନାମଲେଖା: ପ୍ରକାଶ ପାଇଲା ଦ୍ବିତୀୟ ମେଧା ତାଲିକା

ଭୁବନେଶ୍ୱର:୨୦୨୬-୨୭ ଶିକ୍ଷାବର୍ଷ ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ଦ୍ବିତୀୟ ମେଧା ତାଲିକାରେ ମୋଟ ୪୬,୫୭୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ୮୭,୫୪୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୪୬,୫୭୦ ଜଣଙ୍କୁ ଚୟନ କରାଯାଇଛି । ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୨୫,୮୭୪ ଜଣ ସ୍ଲାଇଡ୍-ଅପ୍…

ପିକ୍‌ଅପ୍‌ ଭ୍ୟାନ୍‌ରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ;ଜଣେ ଗିରଫ

ମାଲକାନଗିରି:କାଲିମେଳା ବ୍ଲକ ଏମଭି-୭୯ ପୋଲିସକୁ ସଫଳତା । ପିକ୍‌ଅପ୍‌ ଭ୍ୟାନ୍‌ରୁ ୪ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି ଓ ଜଣେ ଗିରଫ। ସୂଚନାଥାଉକି, ଗଞ୍ଜେଇ କାଲିମେଳାରୁ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହେଉଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା।…

ସିଏମଓରୁ ଫାଇଲ ଗାଏବ ଘଟଣା: ଅବସରପ୍ରାପ୍ତ IAS ଉପେନ୍ଦ୍ର ବେହେରା ଓ ପୂର୍ବତନ IAS ଅଧିକାରୀ ରାଜେଶ ବର୍ମାଙ୍କୁ ନୋଟିସ୍

ଭୁବନେଶ୍ୱର: ସିଏମଓରୁ ଫାଇଲ ଗାଏବ ହେବାର ଜୋରଦାର ତନାଘନା। ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ନାଥ ବେହେରାଙ୍କୁ ନୋଟିସ୍। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ଅନ୍ୟମାନଙ୍କ ହତ୍ୟା ମାମଲାରେ ଜଷ୍ଟିସ୍ ନାଇଡୁ କମିଶନ ରିପୋର୍ଟ ଏବଂ ସମ୍ ହସ୍ପିଟାଲରେ…

୨୦ ଦିନ ଧରି ଜଳବନ୍ଦୀରେ ଗ୍ରାମବାସୀ; ସ୍ଥାୟୀ ସମାଧାନ କରିବାକୁ ଦାବି…

ଛେଣ୍ଡିପଦା:ଗାଁ ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି। ପ୍ରାୟ ୨୦ ଦିନ ଧରି ଜମି ରହିଥିବା ପାଣି ଯୋଗୁଁ ଦୁର୍ଗନ୍ଧ ସୃଷ୍ଟି ହେଲାଣି । ଏପରି ସମସ୍ୟାରେ ଘେରରେ ରହିଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ନୂଆଗାଁ ପଞ୍ଚାୟତର ତେଳିସାହିର ବାସିନ୍ଦା । ଏହା ଫଳରେ ପ୍ରାୟ ୧୫୦ ପରିବାର ଯାତାୟାତ ଓ…

ଏତେ ବଡ଼ ଅବହେଳା! ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ

ମୋହନା: ଓଡ଼ିଶାରେ ସରକାରୀ ସ୍ୱାସ୍ଥ୍ୟସେବାକୁ ନେଇ ଅନେକ ସମୟରେ ଅନେକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସୁଛି। ଯାହାକୁ ନେଇ ଚର୍ଚ୍ଚା ଜୋରଦାର ଚାଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଗରିବ ରୋଗୀଙ୍କୁ ମାଗଣା ଔଷଧ ମିଳୁନଥିବା ବେଳେ ଅଳିଆ ଗଦା କିମ୍ବା ରାସ୍ତା କଡ଼ରେ ପୁଳା ପୁଳା ସରକାରୀ ଓ ନିରାମୟ…

ପୌରସଂସ୍ଥା ଗୁଡ଼ିକର ଆର୍ଥିକ କ୍ଷମତା ବୃଦ୍ଧି, ସହର ବିକାଶକୁ ମିଳିବ ନୂଆ ଗତି

ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳ ବିକାଶକୁ ଅଧିକ ଗତିଶୀଳ କରିବା ଦିଗରେ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ଓଡ଼ିଶା ସରକାର ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ ଗୁଡ଼ିକର ଆର୍ଥିକ କ୍ଷମତା ପରିସରକୁ ସଂଶୋଧିତ କରିଛନ୍ତି। ପୌର ପ୍ରଶାସନକୁ ସଶକ୍ତ କରିବା ଦିଗରେ ନଗର ଉନ୍ନୟନ…

ନିଟ୍ ପ୍ରଶ୍ନପତ୍ର ଲିକ୍ ଆନ୍ଦୋଳନ; ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳା ପ୍ରତିବାଦରେ ଓଜେସିର ବିକ୍ଷୋଭ

ଭୁବନେଶ୍ୱର: ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ବିଭିନ୍ନ ପରୀକ୍ଷାରେ ବାରମ୍ବାର ଘଟୁଥିବା ସାଂଘାତିକ ତ୍ରୁଟି ବିରୁଦ୍ଧରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ପ୍ରତିବାଦ କରୁଛନ୍ତି ଛାତ୍ରଛାତ୍ରୀ। ଆନ୍ଦୋଳନରତ ଛାତ୍ରମାନଙ୍କ ଉପରେ ପୋଲିସର ଅମାନବୀୟ ଦମନଲୀଳା ପ୍ରତିବାଦରେ ଆଜି ଓଡ଼ିଶା ଜନତା କଂଗ୍ରେସ…

ପୌରସଂସ୍ଥା ଗୁଡ଼ିକର ଆର୍ଥିକ କ୍ଷମତା ବୃଦ୍ଧି, ୧ କୋଟି…

ଭୁବନେଶ୍ୱର: ସହରାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ସହଜ କରିବା ଏବଂ ପୌରାଞ୍ଚଳ ଗୁଡ଼ିକରେ ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ ଗୁଡ଼ିକର ଆର୍ଥିକ କ୍ଷମତା ପରିସରକୁ ସଂଶୋଧିତ…

ଓଡ଼ିଶାରେ ୩ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ପଷ୍ଟ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାରେ ପୁଣି ଡରାଇଲାଣି କରୋନା। ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲ୍ଲାରେ ଜଣେ ୫୦ ବର୍ଷିୟ ମହିଳା କୋଭିଡ ପଜିଟିଭ ରହିଥିବା ବେଳେ ଆଜି ଆଉ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ପଷ୍ଟ କଲେ ଜନସ୍ୱାସ୍ଥ୍ୟ…