Latest Odisha News

BREAKING NEWS

Browsing Category

ଓଡିଶା

Odisha

ସିଂହ ସଫାରୀରେ ଅଘଟଣ: ବସ୍ ଭିତରେ ପର୍ଯଟକ, ଚାରିପାଖେ ବୁଲୁଥିଲେ ସିଂହ

ଭୁବନେଶ୍ୱର: ନନ୍ଦନକାନନ ସିଂହ ସଫାରୀରେ ଅଟକିଲା ବସ୍ । ଏକ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିଲେ ଯାତ୍ରୀ । ବସ ଭିତରେ  ଭୟଭୀତ ଅବସ୍ଥାରେ ବସିଥିଲେ ଯାତ୍ରୀ । ବସ ବାହାରେ ବୁଲୁଥିଲେ ସିଂହ । ଶନିବାର ଅପରାହ୍ନରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ନନ୍ଦନକାନନ ସିଂହ ସଫାରୀରେ।…

ରାତିଅଧିଆ କମିଶନରେଟ ପୋଲିସର ଚଢ଼ାଉ, ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ରେଡ଼

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ହୋଟେଲରେ କମିଶନରେଟ ପୋଲିସର ଚଢ଼ାଉ । ଏଣିକି ସନ୍ଦିଗ୍ଧଙ୍କ ପ୍ରବେଶ ବା ରହଣୀ ସମ୍ପର୍କରେ ତୁରନ୍ତ ଖବର ପାଇବ କମିଶନରେଟ ପୋଲିସ । ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ଚଢ଼ାଉ । ହୋଟେଲ ଗୁଡ଼ିକ ସରାଇ ଆପର ଅନୁଶରଣ କରୁଛି କି ନାହିଁ ତାର ଚେକିଂ…

ଓଟିପି ସେୟାରିଂ ମାମଲା : ଭୁବନେଶ୍ୱରରେ ଏନଆଇଏ ଓ ଏଟିଏସ ଟିମ

ଭୁବନେଶ୍ୱର: ଓଟିପି ସେୟାରିଂ ନେଇ ପାକିସ୍ତାନ ଲିଙ୍କ ମାମଲାରେ ତନାଘନା । ଓଟିପି ସେୟାରିଂ ଅଭିଯୋଗର ତଦନ୍ତ ପାଇଁ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ପହଞ୍ଚିଛି ଏନଆଇଏ ଓ ଏଟିଏସ ଟିମ । ଆଜି ଏସଟିଏଫ୍ କାର୍ଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ଜେରା କରିବ ମୁମ୍ବାଇ ଏଟିଏସ୍ ।…

୪ଦିନ ପରେ ସରିଲା ରେଡ଼୍, ଆୟକର ଫାଙ୍କିବା ଅଭିଯୋଗ ମିଛ ବୋଲି କହିଲେ ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକ

ଭୁବନେଶ୍ୱର: ଚାରି ଦିନର ଛାନଭିନ ପରେ ଶେଷ ହୋଇଛି ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ରେଡ । ତିନି ଦିନର ରେଡ ପରେ ଡିଏନ ଗ୍ରୁପ ଅଧ୍ୟକ୍ଷଙ୍କୁ ପଚରାଉଚରା କରିଥିଲା ଆୟକର ବିଭାଗ । ଡିଏନ ଗ୍ରୁପ ମାଲିକ ଜଗଦୀଶ ନାୟକ ଓ ତାଙ୍କ ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କୁ ମୁହାଁମୁହିଁ ଜେରା କରିଥିଲେ…

ଓଡିଶାର ଶିକ୍ଷାନୁଷ୍ଠାନ ମୂଲ୍ୟାୟନରେ ରାଜନୀତି ହେଉଛି: ବିଜେଡି

ଭୁବନେଶ୍ୱର: ପିଜିଆଇ ରିପୋର୍ଟରେ ଓଡିଶା ୨୪ତମ ସ୍ଥାନକୁ ହ୍ରାସ ପାଇବା ପରେ ଶାସକ ଦଳ ପ୍ରତିକ୍ରିୟା ରଖିଛି। ଓଡିଶାର ଶିକ୍ଷାନୁଷ୍ଠାନଗୁଡିକର ମୂଲ୍ୟାୟନ କ୍ଷେତ୍ରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜନୀତି କରୁଛନ୍ତି। ଗ୍ରାମୀଣ ଗୃହନିର୍ମାଣ, ମନରେଗା, ଦକ୍ଷତା ବିକାଶ, କ୍ରୀଡ଼ା ପ୍ରୋତ୍ସାହନ,…

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ମଧ୍ୟ ଆଫ୍ରିକାରୁ ଫେରିଲେ ୪ ଓଡିଆ ଯୁବକ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୪ ଓଡିଆ ଯୁବକ ଶନିବାର ସକାଳେ ନିଜର ଜନ୍ମସ୍ଥାନରେ ପହଞ୍ଚିଛନ୍ତି। ଏହି ଯୁବକମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ…

ପିଜିଆଇ ତାଲିକାରେ ୨୬ ତମ ସ୍ଥାନକୁ ଖସିଲା ଓଡ଼ିଶା, ବିରୋଧୀ କହିଲେ 5ଟିର ପରିଣାମ

ଭୁବନେଶ୍ୱର: ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ଉଭୟ ରାଜ୍ୟ ଏବଂ  କେନ୍ଦ୍ର ଶାସିତ ଅଞ୍ଚଳର ବିଦ୍ୟାଳୟମାନଙ୍କୁ ନେଇ ହୋଇଥିବା ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) ତାଲିକାରେ ଓଡ଼ିଶା ୨୬ ତମ ସ୍ଥାନକୁ ଖସି ଆସିଛି। ଶୀର୍ଷରେ ଆଣ୍ଡାମାନ ନିକୋବର ଦ୍ଵିତୀୟରେ ଆନ୍ଧ୍ର ପ୍ରଦେଶ ରହିଥିବା…

ଗାଁକୁ ଯାଇ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବ କଂଗ୍ରେସ, ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର: ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶାରେ କଂଗ୍ରେସ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଗ୍ରାମାଞ୍ଚଳ ଭୋଟ୍ ଉପରେ ଗୁରୁତ୍ୱ ଦିଆଯିବା ସହ ଗାଁ ଗାଁରେ ବ୍ୟାନର ଓ ପୋଷ୍ଟର ଲଗାଇ ବୁଥ୍ ସ୍ତରୀୟ କର୍ମୀଙ୍କୁ ଉତ୍ସାହିତ କରାଯିବ ବୋଲି ଦଳ…

ଡି.ଏନ ଗ୍ରୁପ ମାଲିକ ଜଗଦୀଶ ନାୟକଙ୍କୁ ଜେରା, ମିଳିଲା ଆହୁରି ଅଢେଇ କୋଟି

ଭୁବନେଶ୍ୱର: ଡିଏନ୍ ଗ୍ରୁପ୍ ପରିସରରେ ଆୟକର ବିଭାଗର ଚଢାଉ ଶନିବାର ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି। ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ପଚରାଉଚରା କରିଛି ଆୟକର ବିଭାଗ। ଆଜି ଚଢ଼ାଉ ବେଳେ ଟିମ୍କୁ ଅଢ଼େଇ କୋଟି ଟଙ୍କା ଅଧିକ ମିଳିଥିଲା। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩୨ କୋଟିରୁ ଅଧିକ…

ଓଡ଼ିଶାରେ ୧୪ କୋଟିର କ୍ୟୁଆର୍ କୋଡ୍ ସ୍କାମ୍, ନୋଏଡାରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏକ ବଡ଼ ଧରଣର କ୍ୟୁଆର୍ କୋଡ୍ ସ୍କାମର ପର୍ଦ୍ଦାଫାସ କରିଛି ଅର୍ଥନୈତିକ ଅପାରାଧ ଶାଖା (EOW) । ୧୪ କୋଟିର ସାଇବର ଫ୍ରଡ୍ ହୋଇଥିବା ବେଳେ ମାମଲାରେ ଇଓଡବ୍ଲୁ ଜଣେ ଅଭିଯୁକ୍ତଙ୍କୁ ୟୁପିର ନୋଏଡାରୁ ଗିରଫ କରିଛି । ଆଉ ବଡ଼ କଥା ହେଲା ଏହି ଫ୍ରଡ୍ ହୋଇଛି ଏକ ଫାଇନାନ୍ସିଆଲ୍ କମ୍ପାନୀ…