Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷିବ

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା। ଉତ୍ତର ଓଡିଶା ସମେତ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାଂଲାଦେଶ ଠାରୁ ଗାଙ୍ଗେୟ ଉପତ୍ୟକା ଦେଇ ଉତ୍ତର ଓଡିଶା ପର୍ଯ୍ୟନ୍ତ ବାୟୁମଣ୍ଡଳର ୦.୯ କିଲୋମିଟର ଉପରେ…

ପ୍ଲଟ୍ ଓ ଫ୍ଲାଟ୍ ଦେବା ନାଁରେ ୪କୋଟି ଟଙ୍କା ଠକେଇ, ବିଲଡର ଗିରଫ

ଭୁବନେଶ୍ବର: ପ୍ଲଟ୍ ଏବଂ ଫ୍ଲାଟ୍ ଦେବା ନାଁରେ ୪ କୋଟି ଟଙ୍କା ଠକେଇ ଅଭିଯୋଗ । ବିଲ୍ଡର କମ୍ପାନୀ GLF ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ର ଏମ୍ଡି ଦୀପକ କୁମାର ଛୋଟରାୟ ଗିରଫ । ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଦୀପକକୁ ଭୁବନେଶ୍ୱରରୁ ଇଓଡବ୍ଲୁ ଗିରଫ କରିଛି । EOW କେସ ନମ୍ବର ୨, ଦଫା…

ରାଜଧାନୀର ଆପାର୍ଟମେଣ୍ଟରୁ ପୁଣି ଚୋରି, ତାଲା କାଟି ଲୁଟିନେଲେ

ଭୁବନେଶ୍ବର: ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ଚୋରି। ପୋଲିସ ଆଖିରେ ଧୂଳି ଦେଇ ପୁଣି କଳାକନା ବୁଲାଇଲେ ଲୁଟେରା । ମଞ୍ଚେଶ୍ୱର ଥାନା ପଦ୍ମକେଶରୀପୁର ନିକଟରେ ଥିବା ସତ୍ୟବାଦୀ ରେସିଡେନ୍ସିର ୨ଟି ଫ୍ଲାଟରୁ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା, ଦାମୀ ଘଣ୍ଟା ଓ ଅନ୍ୟ ଆସବାବପତ୍ର…

ଏଟିଏମ୍ ଲୁଟ ଘଟଣାରେ ୫ ଆନ୍ତଃରାଜ୍ୟ ଲୁଟେରା ଗିରଫ 

ନବରଙ୍ଗପୁର: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏସ୍‌ବିଆଇ ଏଟିଏମ୍ ଲୁଟ୍‌ ଘଟଣାର ପର୍ଦ୍ଦାଫାସ। ଏହି ଲୁଟ୍‌ ଘଟଣାରେ ପୋଲିସ ୫ ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୧୫ ଲକ୍ଷ ୯୭ ହଜାର ୨୦୦ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ନକଲି ନମ୍ବର ପ୍ଲେଟ ଥିବା କାର…

ଗିରଫ ହେଲେ ମାଲକାନଗିରିର କୁବେର କନିଷ୍ଠ ଯନ୍ତ୍ରୀ

ମାଲକାନଗିରି: ଗିରଫ ହେଲେ ମାଲକାନଗିରି କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯାନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ସେ ନିଜ ଆୟର ୨୩୬ ପ୍ରତିଶତ ସମ୍ପତ୍ତି ଠୁଳ କରିଥିବା ଜଣାଯାଇଛି । ମାଲକାନଗିରିର କନିଷ୍ଠ ଯନ୍ତ୍ରୀ…

କାଳିଆ ଛାତ୍ରବୃତ୍ତି ଯୋଜନାରେ ପଞ୍ଜିକରଣ ତାରିଖ ବଢ଼ାଇଲେ ରାଜ୍ୟ ସରକାର, ଯୋଡ଼ିହେଲା ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ

ଭୁବନେଶ୍ୱର: ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିବା 'କାଳିଆ ସ୍କଲାରସିପ୍' ଯୋଜନାରେ ଆବେଦନ କରିବା ପାଇଁ ଚାଷୀ ପରିବାରର ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଅଧିକ ସମୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଅନଲାଇନ୍ ଆବେଦନର ଶେଷ ତାରିଖ ପୂର୍ବରୁ…

ଖାଉଟିଙ୍କ ଉପରେ ପୁଣି ଦରବୃଦ୍ଧି ଅତ୍ୟାଚାର, ଆକାଶ ଛୁଆଁ ରସୁଣ ଦର

ଭୁବନେଶ୍ୱର: ଖାଉଟିଙ୍କ ଉପରେ ମହଙ୍ଗା ମାଡ । ଆକାଶ ଛୁଆଁ ହୋଇଛି ରସୁଣ ଦର । ଫଳରେ ରୋଷେଇଶାଳର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବ୍ୟବହୃତ ହେଉଥିବା ରସୁଣ ରେ ହାତ ମାରି ହେଉନି । ବର୍ତ୍ତମାନ ଏହାର କିଲୋଗ୍ରାମ ପିଛା ଦର ୫ ଶହ ଟଙ୍କା ରହିଛି । ୧୦୦ ଗ୍ରାମ ରସୁଣ ଆଣିବାକୁ ହେଲେ ଏବେ ୫୦ ଟଙ୍କା…

ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ଆୟୋଜିତ ୫-ଟି କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା କ୍ଷେତ୍ରର ବିଭିନ୍ନ ଅଂଶୀଦାରଙ୍କୁ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ ଓ ଅନୁଷ୍ଠାନିକ…

ଡିଜିପି ଦୌଡ଼ ଭିତରେ ସ୍ୱେଚ୍ଛାକୃତ ଅବସର ନେଲେ ବରିଷ୍ଠ ଆଇପିଏସ୍ ଅଫିସର ବି ରାଧିକା

ଭୁବନେଶ୍ୱର: ଓଡ଼ିଶାରେ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ପଦପାଇଁ ପ୍ରମୁଖ ଦାବିଦାର ଥିବା ବରିଷ୍ଠ ଆଇପିଏସ୍ ଅଫିସର ବି ରାଧିକା ସ୍ବେଚ୍ଛାକୃତ ଭାବେ ଚାକିରିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାର ତାଙ୍କ ଅନୁରୋଧକୁ ଗ୍ରହଣ କରି ବୁଧବାର ଏକ ବିଜ୍ଞପ୍ତି ଜାରି କରି ୨୦୨୪…

ଡିଭାଇଡରରେ ପିଟି ହୋଇ ଓଲଟିପଡିଲା ବସ୍, ୨୧ ଯାତ୍ରୀ ଆହତ

କଟକ: କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ରାସ୍ତାରେ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨୧ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଯାତ୍ରୀଙ୍କ ମଧ୍ୟରେ ମହିଳା ଓ…