Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶରଧାବାଲି ଛାଡିଲେ ତିନି ଦିଅଁ: ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆରମ୍ଭ ହେଲା ରଥଟଣା

ପୁରୀ: ଶରଧାବାଲି ଛାଡିଲେ ତିନି ଠାକୁର । ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଶେଷ ହୋଇଥିଲା ନୀତିକାନ୍ତି । ସଅଳ ସଅଳ ଶ୍ରୀମନ୍ଦିର ଅଭିମୁଖେ ବାହାରି ପଡିଥିଲେ ତିନି ଦିଅଁ । ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳକୁ ଆରମ୍ଭ ହୋଇଥିଲା ରଥଟଣା । ପ୍ରଥମେ ତାଳଧ୍ୱଜ ଶରଧାବାଲି ଛାଡି ସିଂହଦ୍ୱାର…

୫ ଦିନିଆ ରିମାଣ୍ଡରେ ଗଲେ ଅତିରିକ୍ତ ଉପ ଜିଲ୍ଲାପାଳ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଧରାପଡିଥିବା ନବରଙ୍ଗପୁରର  ଅତିରକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ୫ ଦିନିଆ ରିମାଣ୍ଡ ପାଇଁ ବୁଧବାର ଅନୁମତି ଦେଇଛନ୍ତି ସୁନ୍ଦରଗଡ ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ କୋର୍ଟ । ପ୍ରଶାନ୍ତ ତାଙ୍କ…

ଓଡ଼ିଶା ହାଇକୋର୍ଟର ୫ ଆଇନଜୀବୀଙ୍କୁ ମିଳିଲା ବରିଷ୍ଠ ଆଇନଜୀବୀର ମାନ୍ୟତା

କଟକ: ଓଡ଼ିଶା ହାଇକୋର୍ଟର ୫ ଜଣ ଆଇନଜୀବୀ ବରିଷ୍ଠ ଆଇନଜୀବୀ ପଦକୁ ପଦୋନ୍ନତି ପାଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଆଇନଜୀବୀ ମଧ୍ୟ ଅଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୂରଲିଧର ଏମାନଙ୍କୁ ପଦୋନ୍ନତି ଦେଇଛନ୍ତି । ବରିଷ୍ଠ ଆଇନଜୀବୀ ପଦୋନ୍ନତି ପାଇଥିବା…

ରୋଗୀଣା ଝିଅକୁ ସାହାଯ୍ୟର ହାତ ବଢ଼ାଇଲେ କିନ୍ନର ସଂଘ

ଅନୁଗୁଳ: ଦୁଃଖିର ଦୁଃଖକୁ କେବଳ ଜଣେ ଦୁଃଖି ମଣିଷ ହିଁ ବୁଝିପାରେ। ଚିରା ଫଟା ପାଲ ତଳେ ତିନି ବର୍ଷ ହେଲାଣି କଟୁଛି ମାଆ ଓ ରୋଗୀଣା ଝିଅର ଜୀବନ। ଏଥିପ୍ରତି କୌଣସି ପ୍ରଶାସନ ବାବୁମାନଙ୍କର ପଡୁନି ଦୃଷ୍ଟି। ଏ ଦୃଶ୍ୟ ଦେଖି ସାହାଯ୍ୟର ହାତ ବଢ଼ାଇଲେ କିନ୍ନର ସଂଘ। ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା…

ଦଶମ ଶ୍ରେଣୀ ଇତିହାସ ବହିରେ ଓଡ଼ିଆ ଭାଷାର ବିକୃତ ବନାନ; ତାତିଲେ ଅଞ୍ଚଳବାସୀ

ପାରାଦ୍ଵୀପ:ସ୍ୱାଧୀନତା ସଂଗ୍ରାମର ଇତିହାସରେ  ଏକ ସ୍ୱର୍ଣ୍ଣିମ ଚିହ୍ନ ଛାଡି ଯାଇଥିଲା ଏହି ଅଞ୍ଚଳ । ହେଲେ ଇତିହାସରେ ଏହାକୁ ବିକୃତ କରି ଉଦ୍ଧୃତ କରାଯାଇଛି । ଆମର ଦୁର୍ବଳ ଭାଷାପ୍ରୀତି ହେଉ ବା ଜ୍ଞାନର ଅଭାବ ଯୋଗୁ ହେଉ, ଲବଣ ସତ୍ୟାଗ୍ରହବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଗତସିଂହପୁର…

ପାରିବାରିକ କଳହର କରୁଣ ପରିଣତି, ପୁଅର ଖଣ୍ଡା ଆକ୍ରମଣରେ ବାପା ଗୁରୁତର

ଭୁବନେଶ୍ୱର : ପାରିବାରିକ କଳହର କରୁଣ ପରିଣତି । ସାନପୁଅର ଖଣ୍ଡା ଆକ୍ରମଣରେ ବାପା ଓ ଭାଉଜ ଗୁରୁତର । ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରବି ନାୟକ ତାଙ୍କ ବଡ଼ ପୁଅ ଓ ବୋହୁ…

ନାଚି ନାଚି ଯାଉଥିଲେ ବରଯାତ୍ରୀ ଦଳ; ଚଢିଗଲା ଟ୍ରକ

କେନ୍ଦୁଝର : କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ । ଘଟଣା ସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଟାଉନ୍ ଥାନା ପୋଲିସ ଘଟଣା…

ବାହୁଡ଼ା ପହଣ୍ଡି ଆରମ୍ଭ, ଶରଧାବାଲିରେ ଲାଗିଛି ଭକ୍ତଙ୍କ ଗହଳି

ପୁରୀ: ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ନୀତିକାନ୍ତି ସଅଳ ଚାଲିଛି । ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିବା ବେଳେ ଦର୍ପଦଳନ ରଥରେ ବିରାଜିତ ହୋଇଛନ୍ତି…

ବାହାନଗା ରେଳ ଷ୍ଟେସନରେ ୨୬ ଦିନ ପରେ ଆଜିଠୁ ପୁଣି ଟ୍ରେନ୍ ସେବା ଆରମ୍ଭ

ବାହନଗା: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ୨୬ ଦିନ ପରେ ଆଜିଠୁ ସ୍ବାଭାବିକ ହେବାକୁ ଯାଉଛି ରେଳସେବା। ଦୁର୍ଘଟଣାରେ ୨୯୨ ଜଣଙ୍କୁ ମୃତ୍ୟୁ ଘଟିଛି। ଦୁର୍ଘଟଣାର ସିବିଆଇ ତଦନ୍ତ ଚାଲିଥିବାରୁ ରେଳସେବା ସାମୟିକ ପାଇଁ ବନ୍ଦ ରହିଥିଲା।  ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ କୁହାଯାଇଛି ଯେ,…

‘ମହିମା ମଠ ରାଜନୈତିକ ରଣକ୍ଷେତ୍ର ନୁହେଁ, ଟଙ୍କା ଦେଇ ସ୍ୱାଭିମାନୀ ଢେଙ୍କାନାଳବାସୀଙ୍କୁ କିଣିପାରିବେନି’

ଗଁନ୍ଦିଆ/ଢେଙ୍କାନାଳ: ରାଜ୍ୟ ଆଜି ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାବାବେଗକୁ ବୁଝୁନଥିବା ଦୁର୍ନୀତିଖୋର ଲୋକଙ୍କ ହାବୁଡରେ ପଡିଛି । ଏଠି ବାବୁମାନେ ପ୍ରତିନିଧି । ବାବୁ ମାନଙ୍କ ଚୌକି ପକାଇବା ପାଇଁ ଜନପ୍ରତିନିଧି ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି ବୋଲି ମଙ୍ଗଳବାର ଢେଙ୍କାନାଳର ଗଁନ୍ଦିଆ…