Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫାଇଭ ଟି ସଚିବଙ୍କ ବିରୋଧରେ ବର୍ଷିଲେ ପିସିସି ସଭାପତି, ଇସ୍ତଫା ଦେବାକୁ କଲେ ଆହ୍ବାନ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ସଭାପତି ଶରତ ପଟ୍ଟନାୟକ ଭି. କେ. ପାଣ୍ଡିଆନଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି। ଯେଉଁ ଅଫିସର ମାନେ ୫-ଟି ସଚିବଙ୍କ ପରି ବିଜେଡି ଓ ବିଜେପିର ଦଳୀୟ କର୍ମୀଙ୍କ ଭଳି କାମ କରିବାକୁ ଚାହୁଁଛନ୍ତି ପ୍ରଥମେ ସେମାନେ ନିଜ ପଦରୁ ଇସ୍ତଫା…

ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ଏଜୁକେସନାଲ୍ ଇ-ଷ୍ଟୁଡିଓ

ବାରିପଦା: ରାଜ୍ୟର ପ୍ରଥମ ଶିକ୍ଷା ଷ୍ଟୁଡିଓ (ଏଜୁକେସନାଲ୍ ଇ-ଷ୍ଟୁଡିଓ) ବାରିପଦା ଡିପିଇପି କାର୍ଯ୍ଯାଳୟରେ ଆରମ୍ଭ ହୋଇଛି । ଆଜି ଶିକ୍ଷା ଷ୍ଟୁଡିଓର ଉଦଘାଟନ କରି ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି  । ଜିଲ୍ଲା…

ପୁରୀ ରଥ ଯାତ୍ରାରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୋଜନ ସେବା, ସୁନା ବେଶ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପୁରୀର ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ରଥ ଯାତ୍ରା ସମୟରେ ଏହାର ମିଶନ ଜିରୋ ହଙ୍ଗର କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦,୦୦୦ରୁ ଅଧିକ ଭକ୍ତଙ୍କୁ ସତେଜ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ଏହାର…

ଲିଙ୍ଗରାଜ ମନ୍ଦିରର ୪ ସେବାୟତ ଗିରଫ, ସେବାୟତଙ୍କୁ କରିଥିଲେ ଦୁର୍ବ୍ୟବହାର

ଭୁବନେଶ୍ୱର: ଶୁକ୍ରବାର କମିଶନରେଟ୍ ପୋଲିସ ଲିଙ୍ଗରାଜ ମନ୍ଦିରର ୪ ଜଣ ସେବାୟତଙ୍କୁ ଗିରଫ କରିଛି । ଭକ୍ତଙ୍କୁ ଦୁର୍ବ୍ୟବହାର, ଜୋର ଜବରଦସ୍ତି ଟଙ୍କା ଆଦାୟ ଓ ଅଳଙ୍କାର ଛଡ଼ାଇ ନେଇଯିବା ଅଭିଯୋଗରେ ଲିଙ୍ଗରାଜ ମନ୍ଦିରର ୪ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।…

ଆବାସ ଦୁର୍ନୀତିର ହେବ ତଦନ୍ତ କହିଲେ ନଡ୍ଡା, କେନ୍ଦ୍ରର ବିଭାଗୀୟ ମନ୍ତ୍ରୀ ରଖିଲେ ଜବାବ

ଭୁବନେଶ୍ୱର: ରାଜ୍ୟ ସରକାର ଦୁର୍ନୀତିରେ ବୁଡିଛି। ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଘର ପାଇନାହାନ୍ତି। ଏହା ଏକ ଦୁର୍ନୀତି ଏହାର ତଦନ୍ତ ହେବ । ଭବାନୀପାଟଣାରେ ବିଜେପି ସଭାପତି ଜେ.ପି ନଡ୍ଡା ଏହା କହିଛନ୍ତି। ଏହାର ତଦନ୍ତ ହେବା ଦରକାର ଏଥିପାଇଁ ସେ କେନ୍ଦ୍ରର ବିଭାଗୀୟ ମନ୍ତ୍ରୀଙ୍କୁ…

ମହାପ୍ରଭୁଙ୍କ ପୂଜା ନାଁରେ ଅନଲାଇନ୍ ଠକେଇ, ପଶ୍ଚିମବଙ୍ଗରୁ ହେଉଛି ପରିଚାଳିତ

ପୁରୀ: ଲୋକଙ୍କ ଧାର୍ମିକ ଭାବନାର ସୁଯୋଗ ନେଇ ପୁରୀ ଜଗନ୍ନାଥ ମନ୍ଦିରରେ ଅନଲାଇନରେ ପୂଜାର୍ଚ୍ଚନାର ସୁଯୋଗ। ଏକ ଡିଜିଟାଲ୍ ପ୍ଲାଟଫର୍ମ ଭକ୍ତଙ୍କ ଭାବାବେଗ ସହ ଖେଳି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ରଥଯାତ୍ରା ସମୟରେ ପୁରୀକୁ ଆସି ପାରୁ ନ ଥିବା ଭକ୍ତଙ୍କୁ ମନ୍ଦିର ଓ…

ଆପଣ ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇଛନ୍ତି ତ? ଜାଣନ୍ତୁ ଆଜି ଯାଞ୍ଚ ବେଳେ କ’ଣ ହେଲା

ଭୁବନେଶ୍ୱର: ପୂର୍ବରୁ ଘୋଷଣା କରାଯାଇଥିବା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ଏସ୍ଆରପି) ଲଗାଇ ନଥିବା ଗାଡ଼ି ମାଲିକଙ୍କ ବିରୋଧରେ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଅନୁପାଳନକୁ କଡ଼ାକଡ଼ି କରିବା ପାଇଁ ଶୁକ୍ରବାର ରାଜ୍ୟବ୍ୟାପୀ ବ୍ୟାପକ ଅଭିଯାନ…

କୋଭିଡ୍ ପ୍ରେସମିଟରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୭୦ ଲକ୍ଷ

ଭୁବନେଶ୍ୱର: ୨୦୨୦ରେ କୋଭିଡ୍ ପାଇଁ ସରକାର ନିୟମିତ ପ୍ରେସମିଟ୍ କରୁଥିଲେ । ଆଉ ଏହି ପ୍ରେସମିଟରେ ରାଜ୍ୟ ସରକାର ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । କୋଭିଡ୍ ସମୟରେ ପ୍ରେସମିଟ୍ ମାଧ୍ୟମରେ ଅଧିକାରୀ ଓ ଡାକ୍ତର କୋଭିଡ୍ ସମ୍ବନ୍ଧୀୟ ସୂଚନା ଓ ତଥ୍ୟ ଦେଉଥିଲେ । ଓଡ଼ିଶା…

ହୋଟେଲରୁ ଉଦ୍ଧାର ହେଲା ଏସବିଆଇ ମ୍ୟାନେଜରଙ୍କ ମୃତଦେହ, ଚାରି ଦିନ ତଳେ ବଦଳି ହୋଇ ଆସିଥିଲେ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କର ଜଣେ ମ୍ୟାନେଜରଙ୍କ ମୃତଦେହ ଦେବଗଡ଼ ଜିଲ୍ଲାର ଏକ ହୋଟେଲରୁ ଉଦ୍ଧାର ହେବା ଘଟଣା ଏବେ ରହସ୍ୟ ଘେରରେ ରହିଛି। ମୃତକ ଜଣକ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅଞ୍ଚଳର ସୁବାସ ଅଗ୍ରଓ୍ବାଲ ବୋଲି ଜଣାପଡ଼ିଛି। ଏହାର ଠିକ୍ ୪ ଦିନ ପୂର୍ବରୁ ଏସବିଆଇରେ ମ୍ୟାନେଜର…

ନା ନଧରି ବିଜେଡି ସୁପ୍ରିମୋଙ୍କୁ ବିଜେପି ସଭାପତିଙ୍କ ଟାର୍ଗେଟ, ରଣନୀତି ନା ବାଧ୍ୟବାଧକତା?

ଭୁବନେଶ୍ୱର: ପ୍ରସଙ୍ଗ ଉଠାଇ ସିଧା ରାଜ୍ୟ ସରକାର ତଥା ଶାସକ ଦଳ ବିଜୁ ଜନତା ଦଳକୁ ଟାର୍ଗେଟ କରୁଛି ବିରୋଧୀ ବିଜେପି। କିନ୍ତୁ ଯାହାଙ୍କୁ ନେଇ ଏହି ପ୍ରସଙ୍ଗ ତାଙ୍କ ନା ନେବାକୁ ବିଜେପି କାହିଁକି ପଛଘୁଞ୍ଚା ଦେଉଛି ତାହା ହେଉଛି ଏବେ ବଡ ପ୍ରସଙ୍ଗ। ଦଳର ରାଷ୍ଚ୍ରୀୟ ସଭାପତି ଜେ.ପି ନଡ୍ଡା…