Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଓଡ଼ିଶା ପାଇବ ବନ୍ଦେ ମେଟ୍ରୋ ଟ୍ରେନ, ମୋଦୀଙ୍କ ନେତୃତ୍ୱରେ ରେଲଓ୍ବେ ଭିତ୍ତିଭୂମି ସୁଦୃଢ଼ ହେଉଛି’

ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ବନ୍ଦେ ଭାରତ, ଅମୃତ ଭାରତ ଏକ୍ସପ୍ରେସ୍ ଭଳି ନୂଆ ଟ୍ରେନ୍ ବନ୍ଦେ ମେଟ୍ରୋ ଟ୍ରେନ୍ ଓଡ଼ିଶା ପାଇବ। ଦଶପଲ୍ଲା ରେଲଓ୍ବେ ଷ୍ଟେସନର ଉଦଘାଟନ କରିବା ପୂର୍ବରୁ ଭୁବନେଶ୍ବର ରେଲଓ୍ବେ ଷ୍ଟେସନର ସମୀକ୍ଷା କରିବା ପରେ ଏହା କହିଛନ୍ତି ରେଳମନ୍ତ୍ରୀ…

ଦ୍ଵନ୍ଦ ଭିତରେ ଡ୍ରାଇଭର ସଂଘ ଆନ୍ଦୋଳନ, ପରିବହନ ବିଭାଗର ହଁ କିନ୍ତୁ ଡ୍ରାଇଭର କହୁଛନ୍ତି କିଛି ଅଲଗା କଥା

ଭୁବନେଶ୍ଵର: ଦ୍ଵନ୍ଦ ଭିତରେ ଡ୍ରାଇଭର ସଂଘ ଆନ୍ଦୋଳନ । ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ଘୋଷଣାରେ ଟ୍ୱିଷ୍ଟ । ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଥିବାବେଳେ ସ୍ଥଗିତ ରଖାଯିବା ସମ୍ପର୍କରେ ଆମେ କିଛି ଜାଣିନୁ ଓ ଆନ୍ଦୋଳନ ଜାରି ରହିବ…

ଡ୍ରାଇଭରଙ୍କ ଧର୍ମଘଟ ଯୋଗୁ ରାଜ୍ୟରେ ତେଲ, କ୍ଷୀର ଯୋଗାଣ ଓ ପରିବହନ ପ୍ରଭାବିତ

ଭୁବନେଶ୍ୱର: ଓଡ଼ିଶା ଡ୍ରାଇଭର୍ସ ମହାସଂଘ ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ବିକ୍ଷୋଭରେ ପେଟ୍ରୋଲ ଓ ଡିଜେଲ ପରିବହନ ସମେତ ବିଭିନ୍ନ ସେବା ବାଧାପ୍ରାପ୍ତ ହୋଇଛି। ଧର୍ମଘଟ ପ୍ରଭାବରେ ଗ୍ରାହକଙ୍କ ମଧ୍ୟରେ ଆଶଙ୍କା ଥିବାରୁ ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ବିକ୍ରି ପ୍ରାୟ ୨୦% ବୃଦ୍ଧି ପାଇଛି। ତେବେ…

‘ଓଡ଼ିଶା ବାହାର ଲୋକଙ୍କ ଦ୍ବାରା ପରିଚାଳିତ’ କହି ବିଜେଡି ନେତୃତ୍ବକୁ କଟାକ୍ଷ କଲେ ନୂଆ କଂଗ୍ରେସ…

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ପ୍ରଭାରୀ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଁଚିଛନ୍ତି। ନିର୍ବାଚନ ପୂର୍ବରୁ ନୂଆ ପ୍ରଭାରୀଙ୍କୁ ଉତ୍ସାହିତ ଥିବା ଦଳର ବରିଷ୍ଠ ନେତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶା ବାହାର ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛି ଏବଂ ଲୋକମାନେ ଚାହୁଁଛନ୍ତି…

ବିନା ପ୍ରେସକ୍ରିପସନ ରେ ଆଉ ମିଳିବନି ପ୍ରେଷ୍ଟିସାଇଡ: କୃଷି ସଚିବ

ଭୁବନେଶ୍ବର: ବିନା ପ୍ରେସକ୍ରିପସନ ରେ ମିଳିବନି ପ୍ରେଷ୍ଟିସାଇଡ । ପରିବେଶ, କୃଷି ଓ ଲୋକଙ୍କ ସୁରକ୍ଷାକୁ ନେଇ ଏହି ପଦକ୍ଷେପ ନେବାରେ ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା । କୃଷି ଓ କୃଷି ସହ ଅନୁବନ୍ଧିତ କ୍ଷେତ୍ର ସମେତ ବୈଜ୍ଞାନିକ, ଓୟୁଏଟି ପରି ଶାଖାରୁ ପ୍ରେସକ୍ରିପସନ ଆସିବ । ତେବେ ଖୁବ ଶୀଘ୍ର…

ଭିଜିଲାନ୍ସ ଜାଲରେ ଆରଆଇ ବାବୁ, ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍

କେନ୍ଦୁଝର: ବର୍ଷ ଆରମ୍ଭରୁ ଆକ୍ସନ ମୋଡରେ ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ଜାଲରେ ପଡିଲେ ଆରଆଇ ବାବୁ । ଜମି ମ୍ୟୁଟେସନ ପାଇଁ ୨୦ ହଜାର ଲାଞ୍ଚ ନେବାବେଳେ ବିଲେଇପଦା ଆରଆଇ ମୀର୍ ମହମ୍ମଦ ଖାନ୍‌ଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବର୍ତ୍ତମାନ ମୀର୍…

ପୋଖରୀରେ ବୁଡି ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ଯାଜପୁର: ପୋଖରୀରେ ବୁଡି ଚାଲିଗଲା ଭାଇ ଭଉଣୀଙ୍କ ଜୀବନ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଲାଲବାଗ କୁଳସାହି ଗ୍ରାମରେ ଘଟିଛି ଏଭଳି ଅଘଟଣ। ମୃତକ ଦୁଇ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି । ସମ୍ପର୍କରେ ଉଭୟେ ଭାଇ ଭଉଣି ବୋଲି ସୂଚନା ମିଳିଛି । ଗ୍ରାମର ମାନସ ଜେନାଙ୍କ ୩ବର୍ଷ ର ପୁଅ…

ସର୍ବସାଧାରଣଙ୍କ ପାଇଁ ଆଜି ଖୋଲିଲା ରାଜଭବନ ଉଦ୍ୟାନ, ଏକାମ୍ର କାନନରେ ୧୩ ରୁ ଦୁଇ ଦିନିଆ ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ୱର: ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଆଜି ଖୋଲିଲା ରାଜଭବନ ଉଦ୍ୟାନ । ପ୍ରଥମ ଦିନରେ ରାଜଭବନ ଉଦ୍ୟାନରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏହା ଭିତରେ ବୁଲି ବିଭିନ୍ନ ରକମର ଫୁଲ ଦେଖି  ଆନନ୍ଦ ନେଉଛନ୍ତି ଲୋକେ । ଆଜି ଠାରୁ ଆସନ୍ତା ୨୦ ଜାନୁଆରୀ ଯାଏଁ ଉଦ୍ୟାନ ବୁଲି ପାରିବେ…

ହାଇଟେକ ହସ୍ପିଟାଲ ଟ୍ରାଜେଡି: ମୃତଦେହ ପରିଚୟ ଦ୍ବନ୍ଦ ଦୂର ପାଇଁ ହେବ ଡିଏନଏ ଟେଷ୍ଟ

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ ଓ ମେଡିକାଲ କଲେଜ ଦୁର୍ଘଟଣାରେ ଜ୍ୟୋତି ଓ ଦିଲୀପଙ୍କ ମୃତ୍ୟୁ କୁ ନେଇ ଏବେ ଅନେକ ଦ୍ବନ୍ଦ ଦେଖାଦେଇଛି । ଆଉ ସମସ୍ତ ଦ୍ବନ୍ଦ ଦୂର କରିବାକୁ ଡିଏନଏ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି କମିଶନରେଟ ପୋଲିସ୍‌ ଅଧିକାରୀ । ପ୍ରଥମେ ଦିଲୀପ ସାମନ୍ତରାୟ ଙ୍କ ମୃତ୍ୟୁ…

କଟକ ବିଷ୍ଣୁପୁରରେ ଝାଡ଼ାବାନ୍ତି ଆତଙ୍କ, ୧୫ ଜଣ ମେଡିକାଲରେ ଭର୍ତ୍ତି

କଟକ: ରାଜ୍ୟରେ ଥମୁନି ଝାଡ଼ାବାନ୍ତି ଆତଙ୍କ । ପ୍ରଥମେ ରାଉରକେଲା ପରେ ବଲାଙ୍ଗୀର ର କଣ୍ଟାବାଞ୍ଜିରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଥିବାବେଳେ, ଏବେ କଟକ ଜିଲ୍ଲା ତିଗିରିଆ ଥାନା ଅଧୀନ ବିଷ୍ଣୁପୁର ଗାଁରେ ୧୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ କିଛି ଆଠଗଡ଼ ଓ ତିଗିରିଆ…