Latest Odisha News

BREAKING NEWS

Browsing Category

ଓଡିଶା

Odisha

ୱେବ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ୩ ଦିନିଆ ରିମାଣ୍ଡରେ ନେବ EOW

ଭୁବନେଶ୍ଵର: ବିଲଡରଙ୍କୁ ଏକ କୋଟି ଟଙ୍କା ଠକେଇ ଅଭିଯୋଗରେ ଗତକାଲି ଗିରଫ ହୋଇଥିବା ୱେବ୍ ପୋର୍ଟାଲ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ରିମାଣ୍ଡରେ ନେବ EOW । EOW ସୁରଜିତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା । କିନ୍ତୁ କୋର୍ଟ ୩ ଦିନିଆ ରିମାଣ୍ଡ ପାଇଁ EOWକୁ ଅନୁମତି…

ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ

ପୁରୀ: ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ନେଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ l ଦୀର୍ଘ ବର୍ଷ ପରେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ବେଶ ଖୁସି ଓ ଭାବବିହ୍ୱଳ ହୋଇଛନ୍ତି ଶ୍ରୀଯୁକ୍ତ ସ୍ୱାୱନ୍ତ । ଗୋଆର ଅର୍ଥନୀତିର ବିକାଶ ସହ ଗୋଆ ଅଧିବାସୀଙ୍କ ପାଇଁ ମହାପ୍ରଭୁଙ୍କ…

ହାତୀ ଉଦ୍ଧାର କେନ୍ଦ୍ରରେ ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳ: ହାତୀ ଉଦ୍ଧାର କେନ୍ଦ୍ରରେ ଦନ୍ତା ହାତୀର ମୃତ୍ୟୁ । ଢେଙ୍କାନାଳ କପିଳାସ ପ୍ରାଣୀ ଉଦ୍ୟାନରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଗତକାଲି ବୌଦ୍ଧରୁ ଆସିଥିଲା ଅସୁସ୍ଥ ଦନ୍ତା ହାତୀ । ମୃତ ହାତୀଟିର ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତେବେ ଦନ୍ତା ହାତୀଟିର…

ଓଡିଶା ରାଜସ୍ଵ ଅମଲା ସଂଘର ଦାବି ପୂରଣ କଲେ ରାଜ୍ୟ ସରକାର

ଭୁବନେଶ୍ଵର: ଓଡ଼ିଶା ରାଜସ୍ବ ଅମଲା ସଂଘର ୨୦୧୭ ମସିହା ଠାରୁ  ବହୁ ପ୍ରତୀକ୍ଷିତ  ପୃଥକ ପାହ୍ୟା (Separate Cadre)ଦାବି ଆଜି ରାଜ୍ଯ ସରକାର ପୂରଣ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ  ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୬୯୮ ତା ୦୬.୦ ୧.୨୦୨୪ ରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି l…

ସରକାରଙ୍କ ସହ ଆଲୋଚନା ପରେ ଓଡ଼ିଶାରେ ଧର୍ମଘଟ ପ୍ରତ୍ୟାହାର କଲେ ଡ୍ରାଇଭର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହ ଫଳପ୍ରଦ ଆଲୋଚନା ପରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆରମ୍ଭ ହୋଇଥିବା 'ଷ୍ଟିଅରିଂ ଛାଡ଼ ଆନ୍ଦୋଳନ' ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ଶନିବାର ସରକାରୀ ଅଧିକାରୀଙ୍କ ସହ ବୈଠକ କରିବା ପରେ ଏହି ନିଷ୍ପତ୍ତି ଘୋଷଣା…

ପାଣ୍ଡିଆନଙ୍କ ଗସ୍ତ ବେଳେ ବାଲେଶ୍ବର ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଚେୟାରକୁ ନେଇ ତୁ ତୁ ମେଁ ମେଁ

ବାଲେଶ୍ୱର: ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବାଲେଶ୍ୱରରେ ଶାସକ ବିଜୁ ଜନତା ଦଳ (ବିଜେଡି)ର ବିଭାଜନ ଦେଖିବାକୁ ମିଳିଛି। ୫ଟି ଅଧ୍ୟକ୍ଷ ଆସିବା ପୂର୍ବରୁ ସଭା ମଂଚ ପାଖରେ କିଏ କେଉଁଠି ବସିବ ତାକୁ ନେଇ ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ଓ ଏବେର ସଦର ବିଧାୟକ ସ୍ବରୂପ…

ଜାନୁଆରୀ ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଟ୍ରଷ୍ଟ ବୋର୍ଡ ଓ ସେବାୟତଗଣ

ଭୁବନେଶ୍ଵର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ । ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ । ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ…

ଆରମ୍ଭ ହେଲା ବିଏସକେୱାଇ ନବୀନ କାର୍ଡର ପଞ୍ଜିକରଣ, ଜାଣନ୍ତୁ କିପରି କରିବେ ଆବେଦନ…

ଭୁବନେଶ୍ଵର: ଦୂର ହେବ ଗରିବଙ୍କ ଚିକିତ୍ସା ଟେନସନ । ମେଡିକାଲରେ ହେଉଥିବା ବିପୁଳ ଖର୍ଚ୍ଚକୁ ଏଣିକି ବହନ କରିବେ ରାଜ୍ୟ ସରକାର । ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବା BSKY ହେଲ୍‌ଥ କାର୍ଡ ପରେ ବର୍ତ୍ତମାନ BSKY ନବୀନ କାର୍ଡ ଆସିଛି । ଏଥିପାଇଁ ପଞ୍ଜୀକରଣ ୬ ରୁ ୧୬ ଜାନୁୟାରୀ…

କୋଟିଏ ଟଙ୍କାର ଠକେଇ ଅଭିଯୋଗରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ବାନ୍ଧିଲା EOW

ଭୁବନେଶ୍ଵର: କୋଟିଏ ଟଙ୍କାର ଠକେଇ ଅଭିଯୋଗରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ବାନ୍ଧିଲା EOW । ଇଭୋସ ବିଲଡର କଂପାନୀଠାରୁ ଏକ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ସୁଜିତ ଧଳଙ୍କ ବାନ୍ଧିଛି ଅର୍ଥନୈତିକ ଅପରାଧ ଶାଖା । ସାମ୍ବାଦିକ ସୁଜିତ ଧଳ ବିଲଡର କଳିଙ୍ଗ…

ହାଇଟେକ ଦୁର୍ଘଟଣା: ରବିବାର ଡିଏନଏ ଟେଷ୍ଟ ପରେ ସ୍ପଷ୍ଟ ହେବ ଜ୍ୟୋତି ଓ ଦିଲୀପ ମଧ୍ୟରେ ଦ୍ବନ୍ଦ୍ବ

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ ଓ ମେଡିକାଲ କଲେଜ ଦୁର୍ଘଟଣାରେ ଦିଲୀପ ଏବଂ ଜ୍ୟୋତି ମଧ୍ୟରେ ଥିବା ଦ୍ବନ୍ଦକୁ ଦୂୂର କରିବାକୁ ରବିବାର ହେବ ଡିଏନଏ ପରୀକ୍ଷା। ଉଭୟ ମୃତ୍ୟୁ ବରଣ କରିସାରିଛନ୍ତି କିନ୍ତୁ ଶରୀରର ଅନେକ ଅଂଶ ପୋଡ଼ି ହୋଇଯାଇଥିବାରୁ ଶବ ଚିହ୍ନଟ କରିବା କାଠିକର ହୋଇପଡ଼ିଛି।…