Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଦ୍ୟୁତ ବିଭାଗରେ ‘ଦୁର୍ନୀତିର ଗନ୍ଧ’, ସରକାର ବିରୋଧରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶାରେ ବିଜୁଳି ବିତରଣ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରସ ସୋମବାର ବିଜୁ ଜନତା ଦଳ (ବିଜେଡି) ନେତୃତ୍ବାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ବିଦ୍ୟୁତ କ୍ଷେତ୍ରରେ ୧୫ ହଜାର କୋଟି…

ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲଟେଜ ନେଇ ବିଜେପିର ହୋହଲ୍ଲା

ଢେଙ୍କାନାଳ: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପୂର୍ବାହ୍ନ ୯ଟା ପରେ ଘରୁ ବାହାରିବା ସମ୍ଭବ ହେଉନାହିଁ । ରାସ୍ତାଘାଟ ଶୂନ୍‌ଶାନ୍ ହୋଇପଡ଼ୁଛି । ଏସବୁ ଭିତରେ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର…

ରଥଯାତ୍ରା ନୀତି ନିର୍ଘଣ୍ଟ: ପୂର୍ବାହ୍ନ ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ; ଅପରାହ୍ନ ୪ଟାରେ ରଥଟଣା

ପୁରୀ : ରାତି ପାହିଲେ  ରଥଯାତ୍ରା।  ଚଳଚଞ୍ଚଳ  ଶ୍ରୀକ୍ଷେତ୍ର । ଭକ୍ତଙ୍କ ଗହଳିରେ ପଡୁଛି ଉଠୁଛି ବଡଦାଣ୍ଡ ।   ରଥଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ରଥଯାତ୍ରା ପାଇଁ ନୀତିନର୍ଘଣ୍ଟ…

ବାହାନଗା ଟ୍ରେନ ଟ୍ରାଜେଡି: ସିଲ ହେଲା ଷ୍ଟେଶନ ସିଗନାଲ ଜେଇଙ୍କ ଘର

ବାଲେଶ୍ୱର: ବାହାନଗା ଷ୍ଟେଶନ ସିଗନାଲ ଜେଇଙ୍କ ଘର ସିଲ ହୋଇଛି ।  ବାଲେଶ୍ୱର ଜିଲ୍ଲା ସୋରଠାରେ ଥିବା ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କ ଘର ସିଲ୍  କରାଯାଇଛି । ଜେଇ ଏଠାରେ ଭଡ଼ା ଘରେ ରହୁଥିଲେ । ଏହ ଭଡା ଘରକୁ ଜିଆରପି ପୋଲିସ ଉପସ୍ଥିତିରେ ସିବିଆଇ ପକ୍ଷରୁ ସିଲ୍ କରାଯାଇଛି । ସିଲ…

ସରିଲା ନବଯୗେବନ ଦର୍ଶନ; ମହାବାହୁଙ୍କ ଅପେକ୍ଷାରେ ସିଂହଦ୍ୱାରରେ ଉଭା ତିନି ରଥ

ପୁରୀ:ରାତି ପାହିଲେ ରଥଯାତ୍ରା । ସଜେଇ ହୋଇ ରହିଛି ତିନି ରଥ । ବଡ ଦାଣ୍ଡରେ ବଢିଲାଣି ଭକ୍ତଙ୍କ ଗହଳଚହଳ ।  ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଥିଲା ।   ଆଜ୍ଞାମାଳ  ଧରି ରଥଖଳାକୁ ଆସିଥିଲେ ସେବାୟତ । ରଥଖଳାରେ ତିନି…

ଆସୁଛି ମୌସୁମୀ; ୨ରୁ ୩ ଦିନ ମଧ୍ୟରେ ଛୁଇଁପାରେ ଓଡ଼ିଶା ଉପକୂଳ

ଭୁବନେଶ୍ବର:ଖୁବ ଆସୁଛି ମୌସୁମୀ । ମାତ୍ର ୨ରୁ ୩ ଦିନ ମଧ୍ୟର ଓଡ଼ିଶା ଛୁଇଁବ । ଭିଜିବ ମାଟି । ତାତିରୁ ମିଳିବ ତ୍ରାହି । ଏମିତି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସିମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର କରିବା ପାଇଁ…

ମୁମ୍ବାଇରେ ଧୁମଧାମର ସହ ରଜପର୍ବ ପାଳିଲେ ପ୍ରବାସୀ ଓଡ଼ିଆ

ମୁମ୍ବାଇ: ମୁମ୍ବାଇରେ ପାଳିତ ହୋଇଯାଇଛି ଓଡ଼ିଶାର ଗଣପର୍ବ ରଜପର୍ବ। ସ୍ୱାଭିମାନୀ ଓଡିଆ ୱୋମେନ୍ସ ୱାର୍ଲ୍ଡ ସଂଗଠନ ପକ୍ଷରୁ ମୁମ୍ବାଇ ବୋରିଭଲି ସ୍ଥିତ ରହେଜା ଇଷ୍ଟେଟରେ ରଜପର୍ବକୁ ଧୁମଧାମର ସହ ପାଳନ କରାଯାଇଛି। ରବିବାର ଦିନ ୧୧ଟାରୁ ଆରମ୍ଭ ହୋଇଥିଲା ବିଶେଷ କାର୍ଯ୍ୟକ୍ରମ। ଯୁବ ଓ ବୃଦ୍ଧଙ୍କ…

ବିଦ୍ୟୁତକାଟ ପ୍ରତିବାଦରେ ଗ୍ରୀଡକୋ ଅଫିସ ଘେରିଲା କଂଗ୍ରେସ; ପୋଲିସ-କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ଅଘୋଷିତ ବିଦ୍ୟୁତ କାଟକୁ ନେଇ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଡାକରା ଦିଆଯାଇଛି । ରାଜଧାନୀର ଗ୍ରୀଡକୋ ଅଫିସ ସମ୍ମୁଖରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶହଶହ କଂଗ୍ରେସ କର୍ମୀ ଗ୍ରୀଡକୋ ଅଫିସ ସମ୍ମୁଖରେ…

ନବୀନ ନିବାସରେ ମହିମା ସାଧୁ; ଅନୁଦାନ ପାଇଁ ଜଣାଇଲେ କୃତଜ୍ଞତା

ଭୁବନେଶ୍ବର: ନବୀନ ନିବାସରେ ମହିମା ସାଧୁ । ନବୀନ ନବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିମା ସାଧୁ ଓ ଯୋରନ୍ଦାବାସୀ । ମହିମା ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଥିବାରୁ ମହିମା ସାଧୁ ଓ ଯୋରନ୍ଦାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି…