Latest Odisha News

BREAKING NEWS

Browsing Category

ଓଡିଶା

Odisha

କ’ଣ ଏହି ସିକେଲ ସେଲ୍ ରୋଗ, ଯାହା ସାରା ଦେଶରୁ ଓଡ଼ିଶାର ୨୦ଟି ଜିଲ୍ଲା ପ୍ରଭାବିତ

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭାରତ ୨୦୪୭ ସୁଦ୍ଧା ସିକେଲ ସେଲ୍ (ରକ୍ତ ଶିକୁଳି) ରୋଗକୁ ଦୂର କରିବା ଉଦ୍ଦେଶ୍ୟରେ ଏକ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ନ୍ୟାସନାଲ ସିକଲ୍ ସେଲ୍ ଆନିମିଆ ଏଲିମିନେସନ ମିଶନ ନାମରେ ପରିଚିତ ଏହି…

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ: ସଂପୃକ୍ତ ବିଭାଗ ସମନ୍ବୟ ରକ୍ଷା କରି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ । ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ସମ୍ମିଳନୀ ଆୟୋଜନ କରାଯିବ । ଏଥି ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା…

ହାଇଓ୍ବା ଚଢିଯିବାରୁ ଦୁଇ ସ୍କୁଟି ଆରୋହୀ ମୃତ, ଡ୍ରାଇଭର ଫେରାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଟ୍ରାଫିକ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ଚାପାରେ ଦୁଇ ସ୍କୁଟି ଆରୋହୀ ମୃତ । ସହର ପଟୁ ସ୍କୁଟିରେ ଯାଉଥିବା ବେଳେ ସମ୍ବଲପୁର ମହାନଦୀ ସେତୁ ପଟୁ ଆସୁଥିବା ଏକ ହାଇୱା ଦୁଇ ସ୍କୁଟି ଆରୋହୀକୁ ଚାପି ଦେଇ ଫେରାର ହୋଇଛି ।…

ଆଦିବାସୀ ଏମିତିକା ନାଚି ପ୍ରତିବାଦ କଲେ ଯେ ଜିଲ୍ଲାପାଳ ବି ଶୁଣିଲେ! ଜାଣନ୍ତୁ କ’ଣ ରହିଛି ମାମଲା

କେନ୍ଦୁଝର: ସାଧାରଣତଃ ଅଧିକାଂଶ ଲୋକ ଖୁସି ଜାହିର କରିବାକୁ ଯାଇ ଆତ୍ମବିଭୋର ହୋଇ ନାଚି ପକାନ୍ତି। କିନ୍ତୁ ଏଭଳି କ'ଣ ହେଲା ଯେ ଲୋକେ ନାଚି ନାଚି ପ୍ରତିବାଦ କରିଛନ୍ତି? ହଁ ତାପୁଣି କେନ୍ଦୁଝରରେ। କିନ୍ତୁ ବଡ଼ ପ୍ରଶ୍ନ ହେଲା ଯେଉଁ ପ୍ରସଙ୍ଗରେ ଏହି ପ୍ରତିବାଦ କରିଛନ୍ତି ତାହା ଚିନ୍ତାଜନକ…

ନାମଲେଖା ବେଳେ ଛାତ୍ରଛାତ୍ରୀ ଦେବେ ଆଣ୍ଟି ଡ୍ରଗ୍ ଡିକ୍ଲାରେସନ

ନୂଆଦିଲ୍ଲୀ: ଏଣିକି ନାମଲେଖା ବେଳେ ଛାତ୍ରଛାତ୍ରୀ ଦେବେ ନିଶାମୁକ୍ତି ଘୋଷଣାନାମା ବା ଆଣ୍ଟି-ଡ୍ରଗ୍‌ ଡିକ୍ଲାରେସନ। ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ନାମଲେଖାବେଳେ ଛାତ୍ରଛାତ୍ରୀ ଘୋଷଣାନାମା ଦାଖଲ କରିବେ। ନିଶାଠାରୁ ଛାତ୍ରୀଛାତ୍ରଙ୍କୁ ଦୂରେଇ ରଖିବା ପାଇଁ ୟୁନିଭରସିଟି ଗ୍ରାଣ୍ଟ କମିଶନ ଏକ ବଡ…

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ସମ୍ମାନରେ ଜାରି ହେବ ସ୍ମାରକୀ ମୁଦ୍ରା

ଭୁବନେଶ୍ୱର: ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ। ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଡକ୍ଚର ହରେକୃଷ୍ଣ ମହତାବଙ୍କ ଫଟୋ ଥିବା କଏନ ବା ମୁଦ୍ରା ଜାରି ହେବ ବୋଲି ଜଣାପଡିଛି। ଯାହାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ କେନ୍ଦ୍ର ସରକାର ତାଙ୍କ ଫଟୋ…

କଳିଙ୍ଗନଗର ଗୁଳିକାଣ୍ଡ ପାଇଁ ବିଜେଡି ଓ ବିଜେପି ସରକାର ଦାୟୀ: କଂଗ୍ରେସ

ଭୁବନେଶ୍ୱର: କଳିଙ୍ଗ ନଗର ଆଦିବାସୀ ଗଣହତ୍ୟା କୁ ଆଜି ୧୮ ବର୍ଷ ପୁରିଛି । ଏନେଇ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ନେତୃବର୍ଗମାନେ କ୍ୟାଣ୍ଡେଲ ଶୋଭାଯାତ୍ରାରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ…

ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ପ୍ରଥମ ଦିନରେ ପୁରୀ, କେନ୍ଦୁଝର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପାଠ୍ୟ ପୁସ୍ତକ ବିତରଣ କରାଯାଇଛି।ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସରକାରୀ ଓ…

ଆସନ୍ତା ୧୮ରୁ ଦୁଇଦିନିଆ ପ୍ରତିରକ୍ଷା ପେନସନ୍ ଅଭିଯୋଗ ସମାଧାନ ଶିବିର

ଭୁବନେଶ୍ଵର: ଆସନ୍ତା ଜାନିଆରୀ ୧୮ ଏବଂ ୧୯ ତାରିଖରେ ଭୁବନେଶ୍ଵର ନୟାପଲ୍ଲୀ ବିସ୍ୟୁତ ମାର୍ଗ ସ୍ଥିତ ୧୨୦ ବାଟାଲିୟନ କ୍ଷେତ୍ର, ଟିଏ ବାଟାଲିୟନ ଠାରେ ପ୍ରତିରକ୍ଷା ଲେଖା ପ୍ରଧାନ ନିୟନ୍ତ୍ରକ, ନୂଆଦିଲ୍ଲୀ ପକ୍ଷରୁ ଦୁଇ ଦିନିଆ ପ୍ରତିରକ୍ଷା  ପେନସନ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯିବ ।…

ପିତାପଲ୍ଲୀ ଅଣ୍ଡର-ପାସରେ ଦୁଇ ବ୍ରାଉନସୁଗାର ମାଫିଆ ଗିରଫ

ଭୁବନେଶ୍ଵର ; ଇନଫୋଭ୍ୟାଲି ଥାନା ପୁଲିସ ଦୁଇ ବ୍ରାଉନସୁଗାର ମାଫିଆଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ଖୋର୍ଧା ଜିଲ୍ଲାର ଶ୍ରୀନିବାସ ବେହେରା ଓରଫ ପିନୁ(୨୦) ଏବଂ ସୁଧାଂଶୁ ଶେଖର ସାହୁ ଓରଫ ଅନିଲ(୨୩)। ପୁଲିସ ସେମାନଙ୍କ ନିକଟରୁ ୧୭.୬୧ ଗ୍ରାମର ବ୍ରାଉନସୁଗାର, ୨ଟି ମୋବାଇଲ୍…