Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ବିହୀନ କୋଠା: ନିୟମ ଉଲ୍ଲଂଘନକାରୀ ମାଲିକଙ୍କ ବିରୋଧରେ ରୁଜୁ ହେବ ଫୌଜଦାରୀ ମାମଲା?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବହୁତଳ ପ୍ରାସାଦ, ଆପାର୍ଟମେଣ୍ଟ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ। ତେବେ ଏହି ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ଅଗ୍ନିଶମ ବ୍ୟବସ୍ଥା ରହୁଛି କି ନାହିଁ, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି…

୪ ଜିଲ୍ଲାରେ କୋଇଲା ଓ ପାଉଁଶ ଗାଡ଼ି ପରିବହନ ଉପରେ ଲାଗିଲା କଟକଣା

ଭୁବନେଶ୍ବର: ୪ ଜିଲ୍ଲାରେ କୋଇଲା ଓ ପାଉଁଶ ଗାଡ଼ି ପରିବହନ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର । ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲା ଗୁଡିକରେ ଦୁର୍ଘଟଣା ଏବଂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ…

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଲାଇ ଡିଟେକ୍ସନ ଟେଷ୍ଟରେ ସତ ପ୍ରମାଣିତ ହେଲା ସାଙ୍ଗ ଓମ୍ ପ୍ରକାଶଙ୍କ ବୟାନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାରେ ମୃତ ସୌମ୍ୟଙ୍କ ସାଙ୍ଗ ଓମ୍ ପ୍ରକାଶଙ୍କ ଉପରେ କରାଯାଇଥିବା 'ଲାଇ ଡିଟେକ୍ସନ' ବା ମିଛ ଧରା ପରୀକ୍ଷା ରିପୋର୍ଟ ଓଡ଼ିଶା କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି। ପରୀକ୍ଷା…

ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ନେଇ ସରକାରଙ୍କ ବଡ଼ ପ୍ରସ୍ତୁତି, ଏଣିକି ମାଟିତଳେ ବିଦ୍ୟୁତ ତାର

ଭୁବନେଶ୍ବର: ବିପର୍ଯ୍ୟୟ ସମୟରେ ବିଦ୍ୟୁତ ଭିତ୍ତିଭୂମିକୁ ବଞ୍ଚାଇବାକୁ ନୂଆ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଣିକି ମାଟିତଳେ ବିଦ୍ୟୁତ ତାର ବିଛାଇବା ପାଇଁ ମୋଡାଲିଟି ପ୍ରସ୍ତୁତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ଯେ, DPR…

ସୌମ୍ୟ ରଞ୍ଜନ ହତ୍ୟା ମାମଲା:ଫେରାର ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ ଜାରି କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବାଲିଅନ୍ତା ଭିଡ଼ ହିଂସା ମାମଲା । ଏହି ମାମଲାରେ ୫ରୁ ୬ ଜଣ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଏହି ମାମଲାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ ହେବ ଚାର୍ଜସିଟ । ଫେରାର ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ ପାଇଁ…

ସ୍ୱାମୀଙ୍କୁ ସ୍ତ୍ରୀ ଓ ପ୍ରେମିକ ହତ୍ୟା କରିବା ଘଟଣା; ପତ୍ନୀ ଓ ପୁରୁଷ ବନ୍ଧୁଙ୍କ ସମେତ ୮ ଜଣଙ୍କୁ ପୋଲିସର ଜେରା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣା । ମୃତ ରଶ୍ମିରଞ୍ଜନ ସେଠୀଙ୍କ ଦାଦା ହତ୍ୟା ଅଭିଯୋଗ ଆଣିବା ପରେ ପତ୍ନୀ ରଶ୍ମିରେଖା ଭୂୟାଁ ଓ ତାଙ୍କର ପୁରୁଷ ବନ୍ଧୁଙ୍କ ସମେତ ୮ରୁ ୧୦…

ବାଲେଶ୍ୱର ଇଞ୍ଜିନିୟର ମୃତ୍ୟୁ ମାମଲା ନେଲା ନୂଆ ମୋଡ଼: ଫୋରେନ୍ସିକ୍ ଲ୍ୟାବ୍ ଗଲା ଉଦ୍ଧାର ହୋଇଥିବା ‘ସୁଇସାଇଡ୍…

ବାଲେଶ୍ୱର: ବାଲେଶ୍ୱରର ଯୁବ ଇଞ୍ଜିନିୟର ରଶ୍ମିରଞ୍ଜନ ସେଠୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିବା ପରେ ପୋଲିସ ନିଜ ତଦନ୍ତକୁ ଜୋରଦାର କରିଛି। ଏହି କ୍ରମରେ ଘଟଣାସ୍ଥଳରୁ ପୋଲିସକୁ ମିଳିଥିବା ଏକ…

ରଥଯାତ୍ରା ଦଳାଚକଟା ଘଟଣାରେ ତେଜିଲା ରାଜନୀତି: ବିଚାର ବିଭାଗୀୟ ତଦନ୍ତ ସହ ୨ ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା…

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଘଟିଥିବା ଦଳାଚକଟା ଓ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଦଳାଚକଟା ଘଟଣାରେ ପ୍ରଶାସନିକ ବିଫଳତାକୁ ଦାୟୀ କରି ଏହାର ଏକ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)।…

ବହୁଡ଼ାରେ ଭିଜିବ ଶ୍ରୀକ୍ଷେତ୍ର, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୨୨ରେ ଘୂର୍ଣ୍ଣିବଳୟ ଓ ୨୪ରେ ଲଘୁଚାପ

ଭୁବନେଶ୍ୱର: ପବିତ୍ର ବହୁଡ଼ା ଯାତ୍ରାରେ ଭିଜିବ ଶ୍ରୀକ୍ଷେତ୍ର। ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଆଗାମୀ ଦିନରେ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇବାକୁ ଯାଉଛି। ବିଶେଷ କରି ଆସନ୍ତା ୨୨ ତାରିଖରେ ଏକ ଘୂର୍ଣ୍ଣିବଳୟ ଏବଂ ୨୪ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି…

ଲିଫ୍ଟ ଦେବା ଆଳରେ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ; ଫିଲ୍ମ ଷ୍ଟାଇଲରେ ଉଦ୍ଧାର କଲା ପୋଲିସ୍

ଭୁବନେଶ୍ୱର: ରବିବାର ସନ୍ଧ୍ୟାରେ ତିନି ଘଣ୍ଟାର ପ୍ରୟାସ ପରେ ଓଡ଼ିଶା ପୋଲିସ ଭୁବନେଶ୍ୱର ଉପକଣ୍ଠ ପିତାପାଲି ନିକଟସ୍ଥ ରତନପୁର ସଂରକ୍ଷିତ ଜଙ୍ଗଲ ଭିତରେ ଫସି ରହିଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି। ଜଣେ ବାଇକ୍ ଚାଳକ ଜଣେ ମହିଳା ଜଣକ ଲିଫ୍ଟ ଦେଇ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।…