Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାମୁଘର ଯାତ୍ରା ଦେଖିବାକୁ ଆସି ସମୁଦ୍ରରେ ଭାସିଗଲେ ଦୁଇ ଛାତ୍ରୀ

ବ୍ରହ୍ମପୁର :ବେଳାଭୂମିରେ ଚାଲିଗଲା ଛାତ୍ରୀଙ୍କ ଜୀବନ । ସମୁଦ୍ରରେ ଗାଧୋଇବାକୁ ଆସି ଭାସିଗଲେ ଦୁଇ ଜଣ ଛାତ୍ରୀ । ଆଜି ସକାଳୁ ସକାଳୁ ଏମିତି ଅଘଟଣ ଘଟିଛି   ଗଞ୍ଜାମ ଆର୍ଯ୍ୟପଲ୍ଲି ଗ୍ରାମରେ । ଏମାନଙ୍କ ମଧ୍ୟରୁ  ଜଣଙ୍କର ମୃତ୍ୟୁ ଦେହ ଉଦ୍ଧାର କରାଯାଇଥିବାବେଳେ  ଅନ୍ୟଜଣେ ଏବେ ବି ନିଖୋଜ…

ପୂର୍ବତନ ବିଧାୟକଙ୍କ ଘରେ ଆୟକର ଚଢାଉ

କେନ୍ଦୁଝର: ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କ ଘରେ IT ଚଢାଉ। ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘର ଉପରେ ଆଜି ସକାଳୁ ଆୟକର ବିଭାଗ ପକ୍ଷରୁ  ଚଢାଉ କରାଯାଇଛି।  ଖାଲି ଘର ନୁହେଁ, ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଆୟକର ବିଭାଗର ଚଢାଉ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ,…

ରାଜଧାନୀରେ ତିନୋଟି ଫୁଟବଲ ଟ୍ରେନିଂ ସେଣ୍ଟରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୦୨୩ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ଫୁଟବଲ ଟ୍ରେନିଂ ସେଣ୍ଟରର ଉଦଘାଟନ କରିଛନ୍ତି। ରାଜଧାନୀରେ ଖୋଲା ହୋଇଥିବା ଏହି ତିନୋଟି ଫୁଟବଲ ଟ୍ରେନିଂ ସେଣ୍ଟର ହେଲା ଓଡ଼ିଶା ଫୁଟବଲ ଏକାଡେମି, ଭୁବନେଶ୍ୱର ଫୁଟବଲ…

ଯୁକ୍ତ ଦୁଇ କମର୍ସ ଟପ୍ପରଙ୍କୁ ସହାୟତା ପ୍ରଦାନ କଲା ଜିଲ୍ଲା ପ୍ରଶାସନ

ମାଲକାନଗିରି : ୨୦୨୨ ମସିହାରେ ମାଲକାନଗିରି ଜିଲ୍ଲାରୁ ଯୁକ୍ତ ଦୁଇରେ କମର୍ସ ଟପ୍ପର ହୋଇଥିବା କର୍ମା ମୁଦୁଲି ବୁଧବାର ମାଲକାନଗିରି ଡିଡବ୍ଲ୍ୟୁଓ ପ୍ରଫୁଲ କୁମାର ଭୁଜବଳଙ୍କ ଠାରୁ ୩୦ ହଜାର ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି। ଯାହା ତାଙ୍କ ପାଠପଢା ପାଇଁ ଅତ୍ୟନ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ…

ପତ୍ନୀଙ୍କ ପରକୀୟା ପ୍ରତି ସହିନପାରି ହତ୍ୟା କରିଥିବା ଅଭିଯୋଗ, ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର:  ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ପତ୍ନୀ ମଧୁସ୍ମିତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅନା ଗ୍ରାମର ପ୍ରଦୀପ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ପ୍ରଦୀପଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ…

ମା’କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲା ପୁଅ ନବୀନ

ନବରଙ୍ଗପୁର: ୨୦୨୨ ମସିହା ମାର୍ଚ୍ଚ ମାସରେ ନବରଙ୍ଗପୁର ଦରୁଆବନ୍ଧ ସାହିରେ ଟଙ୍କା ପାଇଁ ମା'କୁ ହତ୍ୟା କରିଥିବା ଅଭିଯୋଗରେ ପୁଅ ନବୀନ ଅମନ୍ତ୍ୟା ନାମକ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବୁଧବାର କୋର୍ଟରେ ନବୀନଙ୍କ ପୁଅ ତଥା ମୃତ ମହିଳାଙ୍କ ନାତି ରାଜା ଅମନ୍ତ୍ୟାଙ୍କ ବିରୋଧରେ…

ଅଧିକ ରିଟର୍ଣ୍ଣ ପାଇବା ଆଶାରେ ହରାଇଲେ ୧୪ ଲକ୍ଷ ୫୩ ହଜାର ଟଙ୍କା, ସାଇବର ଥାନାରେ ମାମଲା ପରେ ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଚିନ୍ତାମଣେଶ୍ୱରୀ ଅଞ୍ଚଳର ପ୍ରମୋଦ ସାହୁ ନାମକ ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇ ୧୪ ଲକ୍ଷ ୫୩ ହଜାର ଟଙ୍କାର କ୍ଷତି ସହିଛନ୍ତି। ପ୍ରମୋଦ ଏନେଇ ଅଭିଯୋଗ କରିବା ପରେ ସାଇବର ଥାନା ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏହି ଠକେଇରେ…

ବାଲିଗୁଡ଼ାରେ ବାଘ ନୁହେଁ, କ୍ୟାମେରାରେ କଏଦ ହେଲା ପ୍ରକୃତ ଜନ୍ତୁର ଫଟୋ

ବାଲିଗୁଡ଼ା: ଗତ ତିନିଦିନ ଧରି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଡ଼ଗାଁ କନ୍ୟାଶ୍ରମ ପଛପଟ ଖଡଗ ନଦୀ କୂଳରେ ବାଘ ବୁଲୁଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଖପାଖ ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ । ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ ଉଦିତ୍…

ଜୁନ ୮ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ପ୍ଲସ୍-୨ କଳା ପରୀକ୍ଷା ଫଳ ଜୁନ୍ ୮ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ବୁଧବାର ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାୟକ କହିଛନ୍ତି, ଜୁନ୍ ୮…

+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‍ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ରାଜ୍ୟର ବିଜ୍ଞାନରେ ପାସ ହାର ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ୮୧.୧୨…