Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହୁଆ କାହା ସମର୍ଥନରେ ବେଆଇନ କାମ କରିଥିଲେ କହି ପିନାକୀଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର: ପ୍ରଶ୍ନ ପାଇଁ ଟଙ୍କା ନେବା ମାମଲାରେ ଟିଏମସିର ଫାୟାର ବ୍ରାଣ୍ଡ ନେତ୍ରୀ ମହୁଆ ମୈତ୍ର ସଂସଦରୁ ବହିଷ୍କୃତ ହୋଇଛନ୍ତି। ଏବେ ଏହା ସାରା ଦେଶରେ ଏକ ରାଜନୀତିକ ମୁଦ୍ଦା ପାଲଟିଥିବା ବେଳେ ଓଡ଼ିଶା ବିଜେପି ଏହି ପ୍ରସଙ୍ଗରେ ପୁରୀର ବିଜେଡି ନେତା ତଥା ସାଂସଦ ପିନାକି ମିଶ୍ରଙ୍କୁ…

ବିଜେପି ଏବେ ଯାହା ଚିନ୍ତା କରୁଛି ତାହା ପୂର୍ବରୁ ବିଜେଡି କରି ସାରିଛି: ଦେବୀ ମିଶ୍ର

ଭୁବନେଶ୍ୱର: ଲୋକଙ୍କ ସହ ରହିଲେ ନିର୍ବାଚନ ଜିତିହେବ। କ୍ଷମତାରେ ଯିଏବା ଥାଉନା କାହିଁକି। ତେଣୁ ଗାଁ ଲୋକଙ୍କ ସହ ନିରନ୍ତର ଯୋଗାଯୋଗରେ ରହିବାକୁ ଦିଲ୍ଲୀର କେନ୍ଦ୍ର ନେତୃତ୍ୱ ରାଜ୍ୟ ବିଜେପି ସଭାପତିଙ୍କୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ଫେରି ଏହା କହିଛନ୍ତି ମନମୋହନ ସାମଲ। ଏହାପରେ…

ଏଠି ଅଣଓଡ଼ିଆ ଠିକାଦାର ପାଉଛନ୍ତି ବଡ ବଡ ପ୍ରକଳ୍ପ କାମ, ଓଡ଼ିଆ ଯାଉଛନ୍ତି ଦାଦନ-‘ମୋ ଦଳ’

ଭୁବନେଶ୍ଵର: ରାଜ୍ୟରେ ଅଣଓଡ଼ିଆଙ୍କ ପ୍ରାଦୁର୍ଭାବ ବଢୁଛି ।  ଅଣ ଓଡ଼ିଆ ଠିକାଦାରଙ୍କ ରାଜ ଚାଲିଛି । ଏହି ଅଣଓଡ଼ିଆ ଠିକାଦାରଙ୍କ ହାତରେ ବଡ ବଡ ବିକାଶମୂଳକ କାମ ଟେକି ଦିଆଯାଉଛି । ବିକାଶ ନାମରେ ରାଜ୍ୟରେ ଏକ ମହାଲୁଟ ଚାଲିଛି । ଏମିତି କହି ବିଜେଡି ସରକାର ଏବଂ ନବୀନ   ଓଡ଼ିଶାର ଅଧ୍ୟକ୍ଷ…

ମିସାଇଲ ଟେଷ୍ଟ ଉପରେ ସାମୟିକ ରୋକ୍, ମନେ ପକାଇଦେଲା ଠେକୁଆ-କଇଁଛ କାହାଣୀ

ବାଲେଶ୍ୱର: କଇଁଛ-ଠେକୁଆ ଗପ ପ୍ରାୟତଃ ଶୁଣିଥିବେ। ଯେଉଁଥିରେ ମନ୍ଥର ଗତିରେ ଯାଉଥିବା କଇଁଛ କିଭଳି ଠେକୁଆଠୁ ଆଗେଇ ଯାଇ ଲକ୍ଷ୍ୟସ୍ଥଳରେ ପହଞ୍ଚଥିଲା। ସେହିପରି ଏକ ନିଆରା ଘଟଣା ଦେଖିବାକୁ ମିଳିଛି ଏବେ ଭଦ୍ରକ ଏପିଜେ ଅବଦୁଲ କଲାମ ଦ୍ବୀପରେ। ଆଉ ଏ ଲଢେଇ ଥିଲା କଇଁଛର ସୁରକ୍ଷା ବନାମ ଡିଆରଡିଓର…

ନବରଙ୍ଗପୁରରେ ଚାଞ୍ଚଲ୍ୟ: ଭାଲୁ ଆକ୍ରମଣରେ ଠିକାଦାର ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁରରେ ଚାଞ୍ଚଲ୍ୟ । ଭାଲୁ ଆକ୍ରମଣରେ ଠିକାଦାର ମୃତ୍ୟୁ । ମୃତକଙ୍କ ପରିଚୟ ମିଳିଥିବା ବେଳେ ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ଦେଇ ଯାଇଥିବା ବିକ୍ରମପୁର ଭତରା…

ସମାନ ଦୂରତା ପାଇଁ ଦୁଇଟି ଭିନ୍ନ ଭିନ୍ନ ଭଡ଼ା, ରେଲଓ୍ବେ ଯାତ୍ରୀଙ୍କ ପକେଟ ଉପରେ ପଡ଼ୁଛି ବୋଝ

ଭଦ୍ରକ: ଖଡଗପୁର ଓ ଭଦ୍ରକ ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନେ ଏକ ଅଜବ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଯେଉଁଠି ସେମାନେ ଯାତ୍ରା କରୁଥିବା ଦିଗ ଅନୁସାରେ ସମାନ ଦୂରତା ପାଇଁ ଅଲଗା ଅଲଗା ଭଡା ନେଉଛି ରେଲଓ୍ବେ। ଖଡ଼ଗପୁର-ଭଦ୍ରକ ପାସେଞ୍ଜର ସ୍ପେଶାଲ ଟ୍ରେନରେ ଯାତ୍ରା କରିବା ବେଳେ…

କେମିତି ହେବ ଓଡ଼ିଶା ବିଜେପିର ରଣନୀତି: କେନ୍ଦ୍ରୀୟ ନେତାଙ୍କ ସହ କଥା ହୋଇ ଫେରିଲେ ମନମୋହନ

ଭୁବନେଶ୍ୱର: ହିନ୍ଦୀ ହାର୍ଟଲ୍ଯାଣ୍ଡ ବିଜୟ ହେବା ପରେ ଖୁସିରେ ଗଦ ଗଦ ଥିବା ସମାନ ସଫଳତାକୁ ଅନ୍ୟ ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନରେ ଦୋହରାଇବାକୁ ଲକ୍ଷ୍ଯ ରଖିଛି। ଏଥିପାଇଁ ଦିଲ୍ଲୀରେ ବିଜେପି ନେତା ବୈଠକ କରୁଥିବା ବେଳେ ରାଜ୍ୟ ବିଜେପି…

ଅପରାଜିତାଙ୍କ ଟାର୍ଗେଟରେ ବିଏମସି, କହିଲେ ଆଗାମୀ ଦିନରେ ଶଙ୍ଖ ଚି଼ହ୍ନକୁ ଲିଭାଇଦେବେ

ଭୁବନେଶ୍ୱର: ପୂର୍ବତନ ବିଏମସି କମିସନର ତଥା ଏବେର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟରେ ଭୁବନେଶ୍ବର ମହାନଗରମ ନିଗମ (ବିଏମସି)। ବିଭିନ୍ନ କାନ୍ଥରେ କେହି କିଛି ଲେଖିପାରିବେ ନାହିଁ ବୋଲି ବିଏମସି ନୟମ କରିଛି। ଏପରି ନକରି ସହରକୁ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ବ ଦେଇଛି…

ଚାଲିଛି ରେଡ୍, ଥକିଗଲାଣି ମେସିନ, ପୁଣି ମିଳିଲା ୨୦ ପେଟି ଟଙ୍କା

ବଲାଙ୍ଗିର: ଚତୁର୍ଥ ଦିନରେ ଚାଲିଛି ଆୟକର ବିଭାଗର ରେଡ୍ । ଏତେ ପରିମାଣର ଟଙ୍କା ଗଣି ଗଣି ଥକିଗଲାଣି ମେସିନ । ଏହାରି ଭିତରେ ଆଉ ଜଣେ ମଦଭାଟି ମ୍ୟାନେଜରଙ୍କ ଘରୁ ପୁଣି ମିଳିଛି ୨୦ ପେଟି ଟଙ୍କା । ଜବତ ଟଙ୍କା ସ୍ଥାନୀୟ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ଗଣତି ପାଇଁ ନିଆଯାଇଛି । ବ୍ୟାଗ ଓ…

ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ‘ସରଗି ଫୁଲ୍‌’ ହେଉଛି ଉପଯୁକ୍ତ ପ୍ଲାଟଫର୍ମ

ସୁନ୍ଦରଗଡ: ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଛି ଉତ୍ତର-ଓଡ଼ିଶା ଜୋନସ୍ତରୀୟ ଶିଶୁ ମହୋତ୍ସବ ‘ସରଗି ଫୁଲ୍‌’ । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁକ୍ରବାର ଦିନ ବିଭିନ୍ନ କର୍ମଶାଳା ଓ ପ୍ରତିଯୋଗିତା ଆୟୋଜନ…