Latest Odisha News

BREAKING NEWS

Browsing Category

ଓଡିଶା

Odisha

ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ନେଇ ସମ୍ମମ୍‌ରେ କର୍ମଶାଳା

ଭୁବନେଶ୍ୱର: ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ନେଇ ସମ୍ ଅଲ୍ଟିମେଟ ମେଡିକେୟାରରେ ଶନିବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ହସ୍ପିଟାଲ୍‌ର ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସମେତ ନର୍ସ, ପାରାମେଡିକ୍ସ ଓ ଲାବାରେଟୋରୀ ଟେକ୍ନିସିଆନ୍‌ମାନେ ଯୋଗ…

ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି

ଭୁବନେଶ୍ୱର: ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ (Police Recruitment Board) ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ । ଏତଦ୍‌ବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା…

ଓଡ଼ିଶାରେ ଆଉ ୨ଟି ନୂଆ ରେଳ ଲାଇନ୍ ପାଇଁ କେନ୍ଦ୍ର ଦେଲା ମଞ୍ଜୁରୀ

ଭୁବନେଶ୍ୱର: କେନ୍ଦ୍ର ସରକାର ଓଡ଼ିଶା ପାଇଁ ୨ଟି ନୂଆ ରେଳ ପ୍ରକଳ୍ପ ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟରେ ୨ଟି ନୂଆ ରେଳ ଲାଇନ୍ କାର୍ଯ୍ୟ ଆରମ୍ଭ ହେବ । ଏନେଇ ରେଳ ମନ୍ତ୍ରଣାଳୟ (ପୂର୍ବତଟ ରେଲୱେ-ନିର୍ମାଣ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱତନ୍ତ୍ର ଭାବେ ଅନୁମୋଦିତ…

ବିଜେପିର ୨୦୨୪ ପ୍ଲାନ୍, ‘ବିଜେଡି ମୁକ୍ତ ଓଡ଼ିଶା’

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ବିଜେପି ‘ବିଜେଡି ମୁକ୍ତ ଓଡ଼ିଶା’ ଗଠନ ପାଇଁ ଲକ୍ଷ୍ୟ ରଖିଛି । ଆଜି ବସିଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ୨୦୦୦ ମସିହାରୁ…

ଭଲ ଖବର! ଏସିଡ୍ ପୀଡ଼ିତା ପ୍ରମୋଦିନୀ ହେଲେ ମା’

ଭୁବନେଶ୍ୱର: ପ୍ରମୋଦିନୀ ରାଉଳ..ଖବରକାଗଜ ଓ ଟିଭି ଚ୍ୟାନେଲରେ ଜଣେ ପିରିଚିତ ନାଁ। ଯିଏକି ଏସିଡ ଆକ୍ରମଣର ଶିକାର ହୋଇ ବର୍ତ୍ତିବା ପରେ ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଥିବା ଏହି ମହିଳା ଏବେ ଜଣେ ସନ୍ତାନର ମା' ହୋଇଛନ୍ତି। ପ୍ରମୋଦିନୀ ଏକ ସୁସ୍ଥ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଏବେ ତାଙ୍କୁ…

୫ ଦିନ ଯାଏ କାଳବୈଶାଖୀ, ୪୨ ଡିଗ୍ରୀ ଉପରେ ରହିବ ପାରଦ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ବର୍ଷା ଲାଗି ରହିବ । ଏଥିସହ ଦିନର ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । https://twitter.com/mcbbsr/status/1659858927092383744 ଆଗାମୀ…

ମହାନଦୀ ଜଳ ବିବାଦ ମାମଲା: ହୀରାକୁଦ ବନ୍ଧ ବୁଲି ଦେଖିଲେ ଟ୍ରିବ୍ୟୁନାଲ୍ ସଦସ୍ୟ

ସମ୍ବଲପୁର : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ପକ୍ଷରୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ. ଏମ. ଖାନଓ୍ୱିଲକରଙ୍କ ନେତୃତ୍ୱରେ ଶନିବାର ସମ୍ବଲପୁର ଜିଲ୍ଲା ହୀରାକୁଦ ବନ୍ଧର କ୍ଷେତ୍ର ପରିଦର୍ଶନ କରିଛନ୍ତି। ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ…

ଅପରାଧୀ ସାବଧାନ! ଭୁବନେଶ୍ବର ଆକାଶରେ ପଇଁତରା ମାରିବ ଡ୍ରୋନ୍!

ଭୁବନେଶ୍ୱର: ଅପରାଧୀ ଓ ଅପରାଧୀଙ୍କ ଷଡ଼ଯନ୍ତ୍ରକୁ ଚେକ୍ ଦେବାକୁ ବ୍ୟାପକ ପଦକ୍ଷେପ ନେଉଛି କମିଶନରେଟ ପୋଲିସ। ଯେତେବେଳେ ରାଜଧାନୀରେ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ସମୟରେ ଅପରାଧୀଙ୍କୁ ଚେକ୍ ଦେବାକୁ ଭୁବନେଶ୍ବର ଆକାଶରୁ ନଜର ରଖିବାକୁ ପୋଲିସ ଡ୍ରୋନ୍ ମତୟନ କରିବ ବୋଲି…

ମାଟ୍ରିକ ପରୀକ୍ଷାର ପାସ ହାର ଦେଖି +୨ ସିଟ୍ ସଂଖ୍ୟା ବଢ଼ାଇପାରନ୍ତି ସରକାର

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ୯୬.୪ ପ୍ରତିଶତ ଉଲ୍ଲେଖନୀୟ ସଫଳତା ପରେ ରାଜ୍ଯ ସରକାର ଖୁସି ପ୍ରକଟ କରିଛନ୍ତି କିନ୍ତୁ ଏବେ ପ୍ଲସ୍ ଟୁ ବା ଯୁକ୍ତ ଦୁଇ ନାମଲେଖା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସିଟ୍ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ବିଚାର କରୁଛନ୍ତି। ପ୍ଲସ୍ ଟୁ…

ପୁରୁଣା ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେବ, ଖୁବଶୀଘ୍ର ନିଷ୍ପତ୍ତି : ମନ୍ତ୍ରୀ

ଭୁବନେଶ୍ୱର: ପୁରୁଣା ଢ଼ାଞ୍ଚା ଅର୍ଥାତ୍ ବର୍ଷକୁ ଥରେ ପରୀକ୍ଷା ଦେଇପାରନ୍ତି ମାଟ୍ରିକ ପରୀକ୍ଷାର୍ଥୀ। ଏହି ସୂଚନା ଦେଇଛନ୍ତି ନୂଆ କରି ଗଣଶିକ୍ଷା ମନ୍ତ୍ରୀ ହୋଇଥିବା ପ୍ରମିଳା ମଲ୍ଲିକ। କୋଭିଡ ପରଠୁ ବିଦ୍ୟାର୍ଥୀଙ୍କ ପରୀକ୍ଷାକୁ ସରଳ କରିବାକୁ ସମ୍ମେଟିଭ୍ ଓ୍ୱାନ, ଟୁ ପରୀକ୍ଷା ବ୍ୟବସ୍ଥା…