Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୁଣୁପୁରରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ

ରାୟଗଡା: ଗୁଣୁପୁର ସଦର ଚଇତି ମଣ୍ଡପରେ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ଗତକାଲି ୨୫ ତାରିଖରୁ ଆରମ୍ଭ ହୋଇ ଏହି ମେଳା ଆଜି ଦୁଇ ଦିନ ଧରି ଗୁଣୁପୁର ଚଇତି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ପ୍ରଥମ ଦିନ ଗୁଣୁପୁର ଉପଜିଲ୍ଲାପାଳ ଲଳିତ…

ମିଶନ ଶକ୍ତି ଗୋଷ୍ଠୀକୁ ବ୍ୟାଙ୍କ ଲିଙ୍କ୍ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁକ୍ତ (MUKTA) ପ୍ରକଳ୍ପର କାର୍ଯ୍ୟକାରିତାକୁ ଶୃଙ୍ଖଳିତ କରିବା ପାଇଁ ମିଶନ ଶକ୍ତି ଗୋଷ୍ଠୀକୁ ବ୍ୟାଙ୍କ ଲିଙ୍କ୍ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ। ମିଶନ ଶକ୍ତି ଗୋଷ୍ଠୀ ପାଇଁ ୫ଲକ୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ମାଧ୍ୟମରେ ରାଜ୍ୟ ସରକାର ମହିଳା ଏସଏଚଜିର…

ପୋଲିସକୁ ଚକମା ଦେଇ ଥାନାରୁ ଫେରାର ହେଲା ଅଭିଯୁକ୍ତ

ବଲାଙ୍ଗିର: ଥାନାରୁ ଚମ୍ପଟ ମାରିଲା ଗିରଫ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅଧୀନ ଟିକ୍ରାପାଡା ଫାଣ୍ଡିରେ । ଫେରାର ଅଭିଯୁକ୍ତ ଜଣଙ୍କ ହେଉଛି ଟିକ୍ରାପଡ଼ା ଗ୍ରାମର ବୁଲୁ ରାଜପାଲିଆ । ମୋବାଇଲ ଚୋରି ମାମଲାରେ ଉକ୍ତ ଅଭିଯୁକ୍ତ କୁ ଗିରଫ କରିଥିଲା…

ହରିଣ ଶିକାର ବେଳେ ୫ ତସ୍କର ଗିରଫ, ବିପୁଳ ପରିମାଣର ମାଂସ ଜବତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ ହରିଣକୁ ହତ୍ୟା କରୁଥିବା ସମୟରେ ମାଡିବସିଲା ବନବିଭାଗ । ଘଟଣାସ୍ଥଳରୁ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ହରିଣ ମାଂସ ଜବତ କରିଛି ବିଭାଗ । ସୂଚନାନୁସାରେ, ଶନିବାର ରାତିରେ ଝାଡଖଣ୍ଡ ସୀମାବର୍ତତ୍ତୀ ଜିଲ୍ଲାର କୋଇଡା…

ଟଲିଉଡ଼ରେ ଓଡ଼ିଆ ଝିଅ; ମାଲକାଲନଗିରିର ମୋନିକା ତେଲୁଗୁ ଫିଲ୍ମର ମୁଖ୍ୟ ନାୟିକା

ମାଲକାନଗିରି: ତେଲୁଗୁ ସିନେମାର ନାୟିକା ହେବେ ମାଲକାନଗିରି ଝିଅ ମୋନିକା ସମାଦ୍ଦାର। ‘ଗାରାଗା’ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ କାଲିମେଳା ଏମଭି-୭୫ ଗାଁର ମୋନିକା। ଜୋରସୋରରେ ଚାଲିଛି ଫିଲ୍ମର ସୁଟିଂ। ତେଲୁଗୁ ସିନେମାରେ ମୁଖ୍ୟ ନାୟିକା ଭାବେ ଅଭିନୟ କରି ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ।…

ଭୁବନେଶ୍ୱର ପହଞ୍ଚିଲେ ରାଷ୍ଟ୍ରପତି, ସ୍ୱାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି। ନିର୍ଦ୍ଧାରିତ ସମୟର ୨୦ ମିନିଟ ପୂର୍ବରୁ ପହଞ୍ଚିଲେ ରାଷ୍ଟ୍ରପତି। ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ତଥ୍ୟ ପ୍ରମାଣ ଆଧାରରେ ଓଡ଼ିଶାର ଲୁକ୍କାୟିତ ତଥ୍ୟକୁ ଲୋକଲୋଚନକୁ ଆଣିବ ଓଡ଼ିଶା ଗବେଷଣା କେନ୍ଦ୍ର

ଭୁବନେଶ୍ଵର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ସମ୍ବିଧାନ ପ୍ରତିଷ୍ଠା ଦିବସ ଅବସରରେ ଆଜି ଭୁବନେଶ୍ୱରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ ଓ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କରକମଳରେ ଉଦଘାଟନ ହୋଇଛି ‘ଓଡ଼ିଶା ଗବେଷଣା କେନ୍ଦ୍ର’ । ଭୁବନେଶ୍ୱରର ସିଏସ୍ଆଇଆର…

ସହର ଭିତରେ ରାଜ କରୁଛି ବିଦେଶୀ ମଦ ଦୋକାନ, ପରିବେଶ ଦୂଷିତ ସହ ଦୁର୍ଘଟଣାକୁ କରୁଛି ଆମନ୍ତ୍ରଣ

ନୂଆପଡା: ନୂଆପଡା ଜିଲ୍ଲାର ଐତିହାସିକ ଓ ସଂସ୍କୃତି ସମ୍ପନ୍ନ ଖଡ଼ିଆଳ ସହରର ଜନ ଗହଳି ସ୍ଥାନରେ ରାଜ କରୁଛି ବିଦେଶୀ ମଦ ଦୋକାନ । ଏନେଇ ଦିନକୁ ଦିନ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସହ ଜନ ଅସନ୍ତୋଷ ଦେଖାଦେଉଛି । ମଦ ଦୋକାନ ଗୁଡିକ ସହରର ପ୍ରାଣକେନ୍ଦ୍ରରେ ଥିବା ହେତୁ ବିଗୁଡୁଛି ପରିବେଶ…

ଡମ୍ଫର-ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା, ପିକଅପ ଚାଳକ ମୃତ

ବଲାଙ୍ଗୀର: ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ପଥରଚେପା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡମ୍ଫର ଓ ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ପିକଅପ୍‌ ଭ୍ୟାନ୍ ଡ୍ରାଇଭର । ଏହି ଦୁର୍ଘଟଣାଟି ଆଜି (ରବିବାର)ସକାଳୁ ଘଟିଛି । ଅନ୍ୟପଟେ ଦୁର୍ଘଟଣା…

ଧର୍ମ ମାସ କାର୍ତ୍ତକରେ ପାଳନ ହୁଏ ନିଆରା ଉତ୍ସବ ‘ବାଳଭୋଗ ଅର୍ପଣ ଉତ୍ସବ’

ବରଗଡ: ବର୍ଷ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ | ଏହି ମହା କାର୍ତ୍ତିକ ମାସରେ କରାଯାଉଥିବା ପୂଣ୍ୟ କାର୍ଯ୍ୟର ଅନେକ ମହତ୍ୱ ରହିଥାଏ | ତେବେ ଅଧିକାଂଶ ଲୋକେ ମାସ ସାରା ବୁଡ ପକାଇ ପୂଣ୍ୟ ଅର୍ଜନ କରିଥାନ୍ତି |ଯେଉଁ ମାନେ ମାସ ସାରା ବୁଡ ପକାଇନଥାନ୍ତି ସେମାନେ  କାର୍ତ୍ତିକ ମାସର…