Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଟିଆକୁ ସ୍ଥାନାନ୍ତର ହେବ କ୍ୟାପିଟାଲ ହସ୍ପିଟାଲ୍, ପ୍ରଶାସନ ବିଭାଗ ଯୋଗାଇ ଦିଆଯିବ ପକ୍ଷରୁ ୩୫ ଏକର ଜାଗା

ଭୁବନେଶ୍ଵର: ବଦଳିବ କ୍ୟାପିଟାଲ ହସ୍ପିଟାଲ ଠିକଣା । ବଢ଼ୁଥିବା ଲୋକସଂଖ୍ୟା ଓ ସଂପ୍ରସାରିତ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସରକାର କ୍ୟାପିଟାଲ ହସ୍ପିଟାଲକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଛି । ଚନ୍ଦ୍ରଶେଖରପୁର-ପଟିଆ ଅଞ୍ଚଳରେ ଏହି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାପନ କରାଯିବ…

ଦୁବାଇ ଗସ୍ତରେ ମିଶନଶକ୍ତି ମହିଳା, ବିଶ୍ଵସ୍ତରରେ ପରିଚିତ ହେବେ ଓଡ଼ିଶାର ମହିଳା ଉଦ୍ୟୋଗୀ

ଭୁବନେଶ୍ଵର: ଓଡ଼ିଶାର ପରିବର୍ତ୍ତନ  ସ୍ବରର ଏକ ପ୍ରମୁଖ ଦିଗ ହେଲା ମହିଳା ସଶକ୍ତିକରଣ ।  ଓଡ଼ିଶାର ସାମାଜିକ  ଓ ଆଞ୍ଚଳିକ ରୂପାନ୍ତରଣରେ ମହିଳାମାନଙ୍କ ଭୂମିକାକୁ ହୃଦୟଙ୍ଗମ କରି ଓଡ଼ିଶା ସରକାର ମହିଳା କେନ୍ଦ୍ରୀୟ ନୀତି ଓ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇ ଆସିଛନ୍ତି । ୬ ଲକ୍ଷ ସ୍ୱୟଂ ସହାୟକ…

ସି ଫୁଡ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା

ଭୁବନେଶ୍ଵର: ସି ଫୁଡ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ । ପଟିଆ ସ୍ଥିତ ସାଇ ଆନନ୍ଦମ୍ କମ୍ପ୍ଲେକ୍ସରେ ଥିବା ଶ୍ରିରାଗମ୍ ଏକ୍ସପୋର୍ଟସ୍ ପ୍ରାଇଭେଟ ଲିମିଟେଡ୍ ନାଁରେ ଥିବା ସି ଫୁଡ୍ ଅଫିସରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ବାହିନୀ ପକ୍ଷରୁ ନିଆଁ ଆୟତ୍ତ ପାଇଁ ଉଦ୍ୟମ ଜାରିରଖିଛି ।…

ଥମୁନି ମୃତ୍ୟୁ ସଂଖ୍ୟା, ତେଲକୋଇ ରେଞ୍ଜରୁ ଆଜି ପୁଣି ଏକ ହାତୀର ମୃତଦେହ ଉଦ୍ଧାର

କେନ୍ଦୁଝର: ରାଜ୍ୟରେ ଥମିବାର ନାଁ ନେଉନାହିଁ ହାତୀ ମୃତ୍ୟୁ ସଂଖ୍ୟା । ଦିନ କି ଦିନ ଯେଉଁଭଳି ଭାବରେ ହାତୀ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ଯଦି ଏହା ଉପରେ ସଠିକ ରୋକ ଲଗାନଯାଏ ତେବେ ବହୁତ ଶୀଘ୍ର ରାଜ୍ୟରେ ହାତୀ ଲୋପ ପାଇଯିବେ । ତେବେ ଏହାରୀ ଭିତରେ ଆଜି ପୁଣି ଏକ ହାତୀର ମୃତ ଦେହ ଉଦ୍ଧାର…

ଭାରତର ବିଜୟ ପାଇଁ ସବୁଠି ପୂଜାର୍ଚ୍ଚନା, ପ୍ରାର୍ଥନା

ନୂଆପଡା : ଆଜି ଦିନକିଆ ବିଶ୍ବକପର ଫାଇନାଲ ମ୍ୟାଚ୍  । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାଲଢେଇ  । ଏଥିଲାଗି ସାରା ବିଶ୍ୱବାସୀ ସେହି ସୁବର୍ଣ୍ଣ ମୁହୁର୍ତ୍ତକୁ ଉତ୍କଣ୍ଠାର ସହ ଅନାଇ ବସିଛନ୍ତି । ଭାରତୀୟ ଟିମର ବିଜୟ ମନାସୀ ବିଭିନ୍ନ ଦେବାଦେବୀ…

ବାଲୁକା କଳାରେ ବିଶ୍ୱକପ୍ ଶୁଭେଚ୍ଛା, ଗୁଡ୍ ଲକ୍ ଟିମ୍ ଇଣ୍ଡିଆ

ପୁରୀ :  ଆଜି ରହିଛି ୨୦୨୩ ଦିନକିଆ ବିଶ୍ବକପର ଫାଇନାଲ ମ୍ୟାଚ୍ । ଗୁଜୁରାଟ୍ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ହାଇଭୋଲଟେଜ ଟକ୍କର । ଯାହାକୁ ସାରା ବିଶ୍ବବାସୀ ଉତ୍ସୁକତାର ସହ ଚାହିଁ ବସିଛନ୍ତି…

ଚାଷ ଜମିକୁ ହାତୀ ଘଉଡାଇବାକୁ ଯାଇ ଗୁରୁତର ହେଲେ ଯୁବକ

ଗଞ୍ଜାମ : ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ଭିତରେ କେତେବେଳେ ମଣିଷ ତାର ଜୀବନ ହାରୁଛି ତ ଆଉ କେତେବେଳ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା  । ଜଗନ୍ନାଥପ୍ରସାଦ ରେଞ୍ଜ ପାଲପଡ଼ା ଵୋଡା ନଦୀ ନିକଟରେ ୧୩ ଟିକିଆ ହାତୀପଲଙ୍କ ଉତ୍ପାତ୍ତ…

ପୋଲରୁ ୨୦ ଫୁଟ ତଳକୁ ଖସିଲା କାର୍ , ୩ ଆହତ

ବଣାଇ : ବଣାଇ ମହୁଲପଦା ଫୁଲଝର ନିକଟରେ ଅଭାବନୀୟ ଘଟଣା ଘଟିଛି  । ଏକ କାର୍ ପୋଲରୁ ୨୦ ଫୁଟ ତଳକୁ ଖସିପଡିଛି । ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ୩ ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ରାଉରକେଲା ମେଡିକାଲକୁ  ସ୍ଥାନାନ୍ତର କରାଯାଇଛି । କେନ୍ଦୁଝରରୁ ରାଉରକେଲାକୁ ଆସୁଥିବାବେଳେ ଏଭଳି…

ଥମୁନି ଧଳା ଜହର କାରବାର : ଅନୁଗୁଳରୁ ୭୪ ଗ୍ରାମ ବ୍ରାଉନସୁଗାର ସହ ୪ ଗିରଫ

ଅନୁଗୁଳ : ଥମୁନି ଧଳା ଜହର କାରବାର  । ବ୍ରାଉନ ସୁଗାର ବିକ୍ରି ପାଇଁ ଡିଲ ବେଳେ ୭୪ ଗ୍ରାମ ବ୍ରାଉନସୁଗାର ସହ ୪ ଜଣଙ୍କୁ ଗିରଫ କରିଛି ଅନୁଗୁଳ ଅବକାରୀ ବିଭାଗ  । ସୂଚନା ମୂତାବକ ନାଲକୋନଗର ଥାନା କନ୍ୟାବେଡା ଓ କେନ୍ଦୁପାଟଣା ଗାଁ ମୁଣ୍ଡରେ ଥିବା ବ୍ରିଜ ନିକଟରେ ବ୍ରାଉନସୁଗାର ବିକ୍ରି ପାଇଁ…

କଲେଜ ଛାତ୍ରଙ୍କୁ ସିଗାରେଟ ଟାଣିବାକୁ ବାଧ୍ୟ କଲା ପୂର୍ବତନ ଛାତ୍ର, କାର୍ଯ୍ୟାନୁଷ୍ଠାନ ଭୟରେ ଫେରାର

କଳାହାଣ୍ଡି: କେସିଙ୍ଗା ଉତ୍କେଲା କନିଷ୍ଠ ମହାବିଦ୍ୟାଳୟର ୪ଜଣ ଛାତ୍ରଙ୍କୁ ଜଣେ ପୂର୍ବତନ ଛାତ୍ର ରାସ୍ତାରେ ଚାପୁଡ଼ା ମାରିବା, ମାଡ଼ ମାରିବା, ଗାଳିଗୁଲଜ କରିବା, ସିଗାରେଟ ଟାଣିବାକୁ ବାଧ୍ୟ କରିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଶନିବାର ଏକ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା…