Latest Odisha News

BREAKING NEWS

Browsing Category

ଓଡିଶା

Odisha

କିଟରେ ୪ର୍ଥ ଲୋକ ସମ୍ପର୍କ ସମ୍ମିଳନୀ

ଭୁବନେଶ୍ୱର: ବ୍ୟକ୍ତିଗତ ହେଉ ଅବା ଆନୁଷ୍ଠାନିକ, ରାଜ୍ୟ ଓ ଦେଶର ଦୈନନ୍ଦିନ କାର୍ଯ୍ୟ ଓ ଭାବମୂର୍ତ୍ତି ତିଆରିରେ ଲୋକ ସମ୍ପର୍କର ଭୂମିକା ରହିଛି । କିଟ୍ ସ୍କୁଲ୍ ଅଫ୍ ମାସ୍ କମ୍ୟୁନିକେସନ୍ ପକ୍ଷରୁ ଆୟୋଜିତ ୪ର୍ଥ ଲୋକ ସମ୍ପର୍କ ସମ୍ମିଳନୀକୁ ଉଦଘାଟନ କରି ଏକଥା କହିଛନ୍ତି କିଟ୍ ଓ କିସ୍…

ବାତ୍ୟା ମୋଚାର ପ୍ରଭାବ, ଆସନ୍ତା ୫ ଦିନ ଯାଏ ଦେଶକୁ ହିଟ୍ ଓ୍ବେଭରୁ ମୁକ୍ତି

ନୂଆଦିଲ୍ଲୀ: ସାରା ଦେଶରେ ହିଟ୍ ଓ୍ବେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଗାମୀ ପାଞ୍ଚ ଦିନ ପାଇଁ କିନ୍ତୁ ଆଶ୍ବସ୍ତି ଆଣିଦେଇଛି ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଭାରତର କୌଣସି ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ବା ହିଟ୍…

ବ୍ରିଟେନରେ ନିର୍ବାଚନ ଲଢ଼ୁଛନ୍ତି ଓଡ଼ିଆ ମହିଳା

ଭୁବନେଶ୍ୱର: ଆଗାମୀ ବ୍ରିଟେନ୍ ନିର୍ବାଚନରେ ପାର୍ଥୀ ହୋଇଛନ୍ତି ଜଣେ ଓଡ଼ିଆ ମହିଳା । ସମାଜସେବୀ ତଥା ଉଦ୍ୟୋଗୀ ସସ୍ମିତ ରାଜହଂସ ୨୦ ବର୍ଷ ହେଲା ବଥର ଓଲ୍ଡଫିଲ୍ଡ ପାର୍କ ଏରିଆରେ ରହୁଛନ୍ତି । ବ୍ରିଟେନର ଲିବେରାଲ୍ ଡେମୋକ୍ରାଟ୍ସ ଦଳ ଆଗାମୀ ନିର୍ବାଚନରେ ସସ୍ମିତାଙ୍କୁ କାଉନସିଲର ପ୍ରାର୍ଥୀ…

ନିଯୁକ୍ତି ପାଇବାକୁ ଅପେକ୍ଷା ନକରି ଚାକିରି ଦେବାକୁ ପ୍ରୟାସ କର: ରାଷ୍ଟ୍ରପତି

ବାରିପଦା: ଶନିବାର ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇବାକୁ ଅପେକ୍ଷା କରିବା ଅପେକ୍ଷା ନିଯୁକ୍ତି ସୃଷ୍ଟିକାରୀ ହୋଇ ଦେଶର ଉନ୍ନତି ପାଇଁ ଉଦ୍ୟମ…

ନିମନ୍ତ୍ରଣ ସତ୍ବେ ଦେଖା କରିବାକୁ ମିଳିଲାନି ସୁଯୋଗ, ଚିରି ଫୋଫାଡି ଦେଲେ ପୂର୍ବତନ ମନ୍ତ୍ରୀ

ବାରିପଦା: ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ବେଳେ ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ ଅଭିଯୋଗ କରିଛନ୍ତି ଯେ, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିବା ପରେ ହଲ୍ ଭିତରକୁ ଯିବାକୁ ଅନୁମତି ନଦେଇ…

‘ରାତି ଅଧରେ ପ୍ରାର୍ଥୀଙ୍କ ପ୍ରଚାର’, ‘ଟଙ୍କା ବାଣ୍ଟୁଛନ୍ତି ସରକାରୀ କର୍ମଚାରୀ’;…

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ବିଜେପି-ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଉପନିର୍ବାଚନରେ ବିଜେଡି, ମହିଳା ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କରିବା ସହ ଜନତାଙ୍କୁ ଟଙ୍କା ବାଣ୍ଟି ନିର୍ବାଚନ ଆଇନ୍ ଉଲଘଂନ…

ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ, ରଥ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଗୁରୁତ୍ୱ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଦ୍ୱିତୀୟ ସମନ୍ୱୟ ବୈଠକ ବସିଥିଲା । ଆଇନ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ବିଭିନ୍ନ ବିଭାଗର ସେବା ଭଳି ୨୧ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ସହ…

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ କାହିଁକି କଟିଲା ବିଦ୍ୟୁତ୍ ? ତଦନ୍ତ କରିବ ୩ ଜଣିଆ କମିଟି, ଜଣେ ନିଲମ୍ବିତ

ବାରିପଦା: ବର୍ଷା କି ଘଡ଼ଘଡ଼ି ନଥିଲା, ହେଲେ କାହିଁକି ରାଷ୍ଟ୍ରପତି ବକ୍ତବ୍ୟ ରଖିବା ବେଳେ ୯ ମିନିଟ୍ ଧରି ବିଜୁଳି ଲୁଚକାଳି ଖେଳିଲା । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍ ବିଭ୍ରାଟକୁ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ…

ଆସନ୍ତା ୯ ତାରିଖରେ ନବୀନଙ୍କୁ ଭେଟିବେ ନୀତିଶ କୁମାର

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ଆସନ୍ତା ୯ ତାରିଖରେ ଓଡ଼ିଶା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତିଶ ବିରୋଧୀଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଥିବା ବେଳେ ନବୀନଙ୍କୁ ଭେଟିବାକୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୮ ସୁଦ୍ଧା ଲଘୁଚାପ

ବାରିପଦା: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ ଘନୀଭୂତ ହୋଇ ୯ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହାପରେ ଅବପାତ ବାତ୍ୟାର ପରିଣତ ହୋଇ ଉତ୍ତରପଶ୍ଚିମ…