Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆନିମେଟେଡ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ବିବାଦ: ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ମୋହର ମାରିଲେ…

କଟକ: ଆନିମେଟେଡ୍ ଫିଲ୍ମ 'ମହାପ୍ରଭୁ ଜଗନ୍ନାଥ'ର ପ୍ରଦର୍ଶନକୁ ନେଇ ଦେଖାଦେଇଥିବା ବିବାଦ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ଓଡ଼ିଶା ହାଇକୋର୍ଟ ଏହି ଫିଲ୍ମର ରିଲିଜ୍ ଉପରେ ଲଗାଇଥିବା ରହିତାଦେଶକୁ ସର୍ବୋଚ୍ଚ ନ୍ୟାୟାଳୟ କାଏମ ରଖିଛନ୍ତି। ବର୍ତ୍ତମାନ ଚାଲିଥିବା…

ମହାପ୍ରଭୁଙ୍କ ୪୦ ଟନ୍‌ର ବିଶାଳ ରଥରେ ଲାଗିଛି ଅତ୍ୟାଧୁନିକ ବ୍ରେକ୍, ଜାଣନ୍ତୁ କେମିତି କାମ କରେ ଏହି ନୂଆ ଜ୍ଞାନକୌଶଳ

ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ତିନୋଟି ବିଶାଳକାୟ ରଥର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ। ତେବେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ଗଡ଼ିବାକୁ ଥିବା ପ୍ରାୟ ୪୦ ଟନ୍…

କବାଟ ବନ୍ଦ କରି ୪ ବର୍ଷର ପୁଅକୁ ହାଣିଲା ବାପା

ବାରିପଦା: ବାପା ପାଖେ ଅଳି ଅଝଟ ହୁଅନ୍ତି ପିଲା। ବାପାଙ୍କ ମଧ୍ୟରେ ଥିବା ସମ୍ପର୍କ ଏକ ସ୍ନେହ ଓ ଆଦରର ପ୍ରତୀକ। ପିଲାମାନେ ନିଜର ସବୁ ଇଚ୍ଛା ଏବଂ ଅଳି ଅଝଟ କେବଳ ବାପାଙ୍କ ପାଖରେ ହିଁ ପ୍ରକାଶ କରିଥାନ୍ତି। କଥାରେ ଅଛି ବାପା ଥିଲେ ଭୟ ନାହିଁ। ହେଲେ ଏଠି ନିଜେ ବାପା ସାଜିଲା ଜହ୍ଲାଦ। କବାଟ…

ବ୍ରହ୍ମପୁର ଗୋଳନ୍ଥରା ଥାନା ସମ୍ମୁଖରେ ବୁଲିଲା ଖଣ୍ଡା: ଆକ୍ରମଣରେ ମହିଳା କର୍ମଚାରୀ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ସମ୍ମୁଖରେ ଗତକାଲି ରାତିରେ ଏକ ଅଭାବନୀୟ ତଥା ରକ୍ତାକ୍ତ ଘଟଣା ଦେଖିବାକୁ ମିଳିଛି। ଥାନା ସାମ୍ନାରେ ଥିବା ଏକ ଚା’ ଦୋକାନ ନିକଟରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ଖଣ୍ଡାରେ ହାଣି ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର…

Tahia Broke During Pahandi: ବାହୁବଳୀ ସେବାୟତ ସମ୍ଭାଳି ପାରିଲେନି ଜଗାଭାର, ଢଳିଲା କାଳିଆ, ଭାଙ୍ଗିଲା ଟାହିଆ!

ପୁରୀ: ବିଶ୍ୱନିୟନ୍ତାଙ୍କ ଲୀଳାକୁ କିଏ ବା ବୁଝିପାରିବ! କେବେ ଭକ୍ତଙ୍କୁ ହସାନ୍ତି, ତ କେବେ ଆଖିରେ ଲୁହ ଭରି ଦିଅନ୍ତି। ଚଳିତ ବର୍ଷର ରଥଯାତ୍ରାରେ ମଧ୍ୟ ଏମିତି ଏକ ଘଟଣା ଘଟିଲା, ଯାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ବ୍ୟଥିତ କରିଦେଇଛି । ପହଣ୍ଡି ବେଳେ ବିନା ଟାହିଆରେ ରଥାରୂଢ଼…

Rath Yatra 2026: ଶ୍ରୀଗୁଣ୍ଡିଚା ଅଭିମୁଖେ ଗଡ଼ିଲା ତିନି ରଥ, ହରିବୋଲ… ହୁଳହୁଳିରେ କମ୍ପୁଛି ପୁରୀ ବଡ଼ଦାଣ୍ଡ

ପୁରୀ: ଦ୍ବିତୀୟ ଦିନରେ ଆରମ୍ଭ ହେଲା ରଥଟଣା । ଶରଧାବାଲି ଅଭିମୁଖେ ରଥକୁ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ହରିବୋଲ, ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ। ମାଉସୀ ଘର ଅଭିମୁଖେ ଆଗେଇ ଚାଲିଛନ୍ତି ମହାପ୍ରଭୁ। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ…

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ; ଆହୁରି ୨ ଦିନ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ବି ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜନଜୀବନ ଅସ୍ତ ବ୍ୟସ୍ତ। ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ବର୍ଷା ଜାରି ରହିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ…

ପୁରୀ ରଥଯାତ୍ରାରେ ଅଘଟଣ ପରେ ତେଜିଲା ରାଜନୀତି: ବିନା ଟାହିଆରେ ମହାପ୍ରଭୁଙ୍କ ପହଣ୍ଡିକୁ ନେଇ କ୍ଷୁବ୍ଧ କଂଗ୍ରେସ,…

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ଘଟିଥିବା ଅଘଟଣରେ ଭକ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କ ପରିଚାଳନାଗତ ବିଫଳତା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ଆଣି ଓଡ଼ିଶା ପ୍ରଦେଶ…

ବାହାଘର ପାଇଁ ତାରିଖ ଖୋଜୁଛନ୍ତି କି? ସାବଧାନ! ଏହି ଦିନଠାରୁ ବନ୍ଦ ହୋଇଯିବ ସବୁ ଶୁଭ କାର୍ଯ୍ୟ, ଜାଣନ୍ତୁ ପୁଣି କେବେ…

ଭୁବନେଶ୍ୱର: ଯଦି ଆପଣ ଚଳିତ ବର୍ଷ ନିଜର ବା ପରିବାରର କାହାର ବିବାହ କରିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଆଗକୁ ଏମିତି ଏକ ସମୟ ଆସୁଛି, ଯେତେବେଳେ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ରୂପେ ବ୍ରେକ୍ ଲାଗିଯିବ। ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ର…

ଶ୍ରୀଲେଦର୍ସ ସୋ’ରୁମରେ ହୁତୁହୁତୁ ଜଳିଲା ନିଆଁ: ରାଜମହଲ ଛକରେ ଆତଙ୍କ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ସହରର ସବୁଠାରୁ ଜନଗହଳିପୂର୍ଣ୍ଣ ଅଞ୍ଚଳ ଭାବେ ଜଣାଶୁଣା ରାଜମହଲ ଛକ ନିକଟରେ ଥିବା ପ୍ରସିଦ୍ଧ ଜୋତା ସୋରୁମ 'ଶ୍ରୀଲେଦର୍ସ'ରେ ଆଜି ସକାଳୁ ସକାଳୁ ନିଆଁ ଲାଗିଯାଇଛି। ଭୋର ପ୍ରାୟ ୫ଟା ସମୟରେ ଏହି ଅଘଟଣ ଘଟିଥିବା…