Latest Odisha News

BREAKING NEWS

Browsing Category

ଓଡିଶା

Odisha

କିଟ୍‍ ଓ ଜର୍ଜ ୱାଶିଂଟନ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷର

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ଓ ଆମେରିକାର ଜର୍ଜ ୱାଶିଂଟନ୍‍ ବିଶ୍ୱବିଦ୍ୟାଳୟ ସ୍କୁଲ୍‍ ଅଫ୍‍ ବିଜିନେସ୍‍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ଏବଂ ଜର୍ଜ ୱାଶିଂଟନ୍‍…

ଚୋରକୁ ଗୋଡାଉଥିବା ବେଳେ ଧକ୍କା ଦେଲା ଡମ୍ପର, ୩ ମୃତ

ସୁନ୍ଦରଗଡ: ବିଲେଇମୁଣ୍ଡା ଛତାବର ନିକଟରେ ଦୁର୍ଘଟଣା, ୩ ମୃତ। ଟ୍ରଲର ଧକ୍କାରେ ଏକ ସଂସ୍ଥାର ୨ କର୍ମଚାରୀଙ୍କ ସମେତ ୩ ଜଣ ମୃତ୍ୟୁ ବରଣ କରିଛନ୍ତି। ସୋମବାର ରାତିରେ ସୁନ୍ଦରଗଡର ହେମାଗିରି ପୋଲିସ୍ ସୀମା ଅନ୍ତର୍ଗତ ବିଲେଇମୁଣ୍ଡା ନିକଟରେ ଘଟିଥିଲା ଏହି ସଡକ ଦୁର୍ଘଟଣା। ମୃତ ବ୍ୟକ୍ତିଙ୍କ ନାମ…

୧୯ ବର୍ଷ ପରେ ବଦଳିବ ବୋଟ୍ ନିୟମ, ଚିଲିକାରେ ଖୁବଶୀଘ୍ର ଚାଲିବ ସୋଲାର ବୋଟ୍

ଭୁବନେଶ୍ୱର: ଚିଲିକାର ଜଳ ରାଶିରେ ଚାଲିବ ସୋଲାର ବୋଟ୍ । ବୋଟ୍ ସେବାକୁ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଚିଲିକାର ନୀଳ ଜଳ ରାଶିରେ ସୋଲାର ବୋଟ୍ ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ କରିବେ । ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ, ତୈଳ ଇନ୍ଧନ ପରିଚାଳିତ ମୋଟର ବୋଟ୍ ସ୍ଥାନରେ ସୋଲାର…

ରାଜମହଲ ଛକରେ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ କାରକୁ ଧକ୍କା ଦେଲା ମୋ ବସ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ରାଜଭବନ ଛକ ନିକଟରେ ମୋ ବସର ଧକ୍କାରେ ଗୋଟିଏ ବଡ ବିପଦରୁ ବର୍ତ୍ତିଯାଇଛନ୍ତି ଆଇଏଏସ ଅଧିକାରୀ। ଯଦିଓ ତାଙ୍କ କାରଟି ଧକ୍କା ହୋଇଛି ଆଉ ଗାଡିଟିର ପଛ ସାଇଡ ଚେପା ହୋଇଯାଇଛି କିନ୍ତୁ ଆଇଏଏସ ଅଧିକାରୀ ଏବଂ ତାଙ୍କ ଡ୍ରାଇଭର ସୁରକ୍ଷିତ ରହିଛନ୍ତି, ସାମାନ୍ୟ ଆହତ…

ଗରିଆ ବନ୍ଧରେ ସିଆରପିଏଫ ଯବାନଙ୍କ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ବିଳାଶପୁର: ଛତିଶଗଡ ଦନ୍ତେଓ୍ବାଡା ମାଓ ଆକ୍ରମଣ ପରେ ସିଆରପିଏଫ ଯବାନ ଓ ଗରିଆବନ୍ଧ ପୋଲିସର ମିଳିତ ଅପରେସନ ଜୋରଦାର ହୋଇଛି। ଛତିଶଗଡ଼ ଜୁଗାଡ଼ ଥାନା କର୍ଲାଗୁଡ଼ା ଜଙ୍ଗଲରେ ସିଆରପିଏଫ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଅପରେସନ ବେଳେ ହୋଇଥିବା ଏହି ଗୁଳିବିନିମୟରେ କୋବରା…

ବରଗଡ ଓ କଳାହାଣ୍ଡି ସମେତ ୫ ଜିଲ୍ଲାରେ ହାଇ ଆଲର୍ଟ ଜାରି

ଭୁବନେଶ୍ୱର: ଛତିଶଗଡର ଦନ୍ତେଓ୍ୱାଡା ଆରାନପୁର ରାସ୍ତାରେ ମାଓବାଦୀଙ୍କ ଦ୍ୱାରା ହୋଇଥିବା ମାରାତ୍ମକ ଆଇଇଡି ବିସ୍ଫୋରଣ ପରେ ଓଡିଶା ସରକାର ସତର୍କ ହୋଇଛନ୍ତି। ମଙ୍ଗଳବାର ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ଛତିଶଗଡ ସୀମାବର୍ତ୍ତୀ ଆଉ ଦୁଇଟି ଜିଲ୍ଲାକୁ ଏହି ସତର୍କ ସୂଚନା…

କୋଟିଆର ସୀମା ନିର୍ଦ୍ଧାରଣ ଦାବି କଲା ବିଜେପି, ସମାଧାନ ପାଇଁ କେନ୍ଦ୍ରକୁ ଆହ୍ୱାନ କଲା ବିଜେଡି

ଭୁବନେଶ୍ୱର: କୋଟିଆକୁ ଓଡ଼ିଶା ସରକାରଙ୍କ ଅଧିକାରୀ ଯାଉନାହାନ୍ତି। ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ହୋଇ ଏହାର ସୀମା ନିର୍ଦ୍ଧାରଣ କରାଯାଉ। ଆଉ ଏଠିକାର ଲୋକଙ୍କୁ ନିଜର ହକ ମିଳୁ। ଏହା ଦାବି କରିଛି ବିଜେପି। ସୋମବାର କୋଟିଆ ଗସ୍ତରେ ଆସି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା ଆନ୍ଧ୍ର…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ଵ ଗ୍ରହଣ କଲେ ଆଇଏଏସ ରଞ୍ଜନ ଦାସ 

ପୁରୀ: ଶ୍ରୀମନ୍ଦିର ନୂତନ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଆଇଏଏସ ରଞ୍ଜନ କୁମାର ଦାସ  । ସେ  ପୂର୍ବତନ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଠାରୁ  ଦାୟିତ୍ଵ ଗ୍ରହଣ କରିଛନ୍ତି। ଦାୟିତ୍ଵ ଗ୍ରହଣ କରିବା ପରେ ସେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ,ଉପଜିଲ୍ଲାପାଳ ଓ…

ଫ୍ରଡ୍ ୱେବସାଇଟରେ ୪ ମାସରେ ୩୯ କୋଟିର କାରବାର, ସତର୍କ କଲା ଇଓଡବ୍ଲୁ

ଭୁବନେଶ୍ୱର: ରାଜ୍ୟରେ ସାଇବର କ୍ରାଇମ୍ ବଢ଼ୁଥିବା ବେଳେ ଇଓଡବ୍ଲୁ ଲୋକଙ୍କ ପାଇଁ ଆଡଭାଇଜରି ଜାରି କରିଛି । ଠକ୍ ଫ୍ରଡ୍ ୱେବସାଇଟ୍ ଜରିଆରେ ଲୋକଙ୍କୁ ଠକୁଛନ୍ତି । www.smsmvip.com ୱେବସାଇଟ୍ ଜରିଆରେ ପ୍ରାୟ ୩୭୦୦ ଜଣ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି । ଆମେରିକାରେ ତିଆରି ହୋଇଥିବା…

ଗ୍ରୀଷ୍ମ ଋତୁ ବାତ୍ୟାର ଗତି ଜଟିଳ, ଆଗୁଆ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ଓ ପରବର୍ତ୍ତୀ ସମୟରେ ବାତ୍ୟା ସୃଷ୍ଟି ହେବା ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ଣରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ଗ୍ରୀଷ୍ମ ଋତୁ ବାତ୍ୟାର ଗତି ଜଟିଳ । ଫନି ବାତ୍ୟା ସମ୍ପର୍କରେ ସ୍ମରଣ କରି…