Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀ ପରିକ୍ରମା ପ୍ରକଳ୍ପ ସଂପର୍କରେ ଶ୍ବେତପତ୍ର ଜାରି କରିବାକୁ ସରକାରଙ୍କୁ ଆହ୍ବାନ କଲା କଂଗ୍ରେସ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ନିକଟରୁ ଶ୍ୱେତପତ୍ର ଦାବି କରିଛି ଅନ୍ୟତମ ବିରୋଧୀ ଦଳ କଂଗ୍ରେସ। ସୋମବାର ଶ୍ରୀମନ୍ଦିରର ଅବ୍ୟବସ୍ଥାକୁ ବିରୋଧ କରି ଡିସେମ୍ବର ୧ ତାରିଖରୁ ତୁଳସୀ ଯାତ୍ରା ଆରମ୍ଭ କରିବାକୁ ଯୋଜନା ଘୋଷଣା କରିଛି। ଏନେଇ…

ବିଜେଡ଼ି ସରକାର ବିରୁଦ୍ଧରେ ୧୪ ରୁ ୧୮ ଯାଏଁ ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି

ନୂଆପଡ଼ା: ରାଜ୍ୟ ବିଜେପିର ଆହ୍ୱାନ କ୍ରମେ ଆସନ୍ତାକାଲି ଅର୍ଥାତ୍ ୧୪ ରୁ ୧୮ ତାରିଖ ଯାଏଁ ସମଗ୍ର ରାଜ୍ୟରେ ବିଜେଡ଼ି ସରକାର ବିରୁଦ୍ଧରେ ଆନ୍ଦୋଳନ। ବିଭିନ୍ନ ପ୍ରସଙ୍ଗ ଉଠାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି ବିଜେପି। ଏନେଇ ନୂଆପଡା ଜିଲ୍ଲା ଖଡ଼ିଆଳ ଶ୍ରୀଜି…

ଆଇନ ତା ବାଟରେ କାମ କରୁନି ବରଂ ନ୍ୟସ୍ତ ସ୍ୱାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେପିରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯୋଗ ଦେବା ନେଇ ଚର୍ଚ୍ଚା ଭିତରେ ସେ ଆଜି ପୁଣିଥରେ ରାଜ୍ୟ ସରକାର ତଥା ସିଏମଓ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିଜେଡି ଟିକେଟରୁ ନିର୍ବାଚିତ ହୋଇ ବିଧାୟକ ହୋଇଥିବା ଏହି ନେତା ଜନବିରୋଧୀ ବୋଲି କହି ଦଳ ତାଙ୍କୁ…

ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା’ ଦକ୍ଷିଣକାଳୀ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିରଗୋବିନ୍ଦପୁର ଗ୍ରାମରେ କାହିଁ କେଉଁ ଆବହମାନ କାଳରୁ ପୂଜା ପାଇଆସୁଛନ୍ତି ମା’ ଦକ୍ଷିଣକାଳୀ । କୁହାଯାଏ ମାଆ ଦକ୍ଷିଣକାଳୀ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିକ । ତାଙ୍କର ସମସ୍ତ ନୀତିକାନ୍ତି ମାଆଙ୍କର ନୀତିକାନ୍ତି ସହ ଓତଃପ୍ରୋତ ଭାବେ…

ଜୟନାରାୟଣ ମିଶ୍ରଙ୍କୁ ନେଇ ଚର୍ଚ୍ଚାକୁ ଆସିଥିବା ଆଇଆଇସି ଅନିତାଙ୍କ ନାଁରେ ଥାନାରେ ଏତଲା

ସମ୍ବଲପୁର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମହିଳାଙ୍କୁ ଆକ୍ରମଣ କରିବା ଅଭିଯୋଗ ପ୍ରସଙ୍ଗରେ ଚର୍ଚ୍ଚାକୁ ଆସିଥିବା ସେତେବେଳର ସମ୍ବଲପୁର ଜିଲ୍ଲା ଧନୁପାଲି ଆଇଆଇସି ଅନିତା ପ୍ରଧାନଙ୍କ ନାଁରେ ଏତଲା ଦିଆଯାଇଛି। ଏବେ ତାଙ୍କର ଚାରି ମାସ ହେବ ବଲାଙ୍ଗୀର ଜିଲ୍ଲାକୁ ବଦଳି ହୋଇଛି। କିନ୍ତୁ…

ମାତିଛନ୍ତି ମୁଖାପିନ୍ଧା ଲୁଟେରା, ଲୁଟିନେଲେ ଆଠଗଡର ଫ୍ଲିପକାର୍ଟ ଗୋଦାମ ଅଫିସ

କଟକ: ଦୁଇ ଦିନ ତଳେ ସ୍ପଷ୍ଟ ଦିବାଲୋକରେ ଏଟିଏମ୍ ଭ୍ୟାନ୍ରୁ ଲୁଟ୍ ହୋଇଥିବା ବେଳେ ସୋମବାର ଦିନ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ସଶସ୍ତ୍ର ଦୁର୍ବୃତ୍ତମାନେ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଅଫିସ୍ ଓ ଗୋଦାମ ଉପରେ ଆକ୍ରମଣ କରି ବିପୁଳ ପରିମାଣର ଟଙ୍କା ଲୁଟି ନେଇଛନ୍ତି। ଆଠଗଡ଼ ଥାନା ଅନ୍ତର୍ଗତ…

ବ୍ୟାକ୍ ଗିୟର ପାଇଁ ଦୁର୍ଘଟଣା ! ଲିଙ୍ଗରାଜ ମନ୍ଦିର ନିକଟରେ ଦୁର୍ଘଟଣା ଘଟାଇଥିବା କାର୍ ଡ୍ରାଇଭର ଗିରଫ

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ନିକଟରେ ସ୍ବାମୀ ସ୍ତ୍ରୀଙ୍କ ଉପରେ କାର୍ ଚଢିଯିବା ଘଟଣା  । ଦୁର୍ଘଟଣା ଘଟାଇଥିବା କାର୍ ଡ୍ରାଇଭରଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଡ୍ରାଇଭର ଜଣକ ମଦ ପିଇ ଫୋନରେ କଥା ହୋଇ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି…

ପିଣ୍ଡି ଆବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି ସିଏମସି ବୈଠକରେ ବିରୋଧୀଙ୍କ ହଙ୍ଗାମା

କଟକ: ସହରର ଛତ୍ରବଜାର ଅଞ୍ଚଳରେ ଥିବା ସହରାଞ୍ଚଳ ହାଟରେ 'ପିଣ୍ଡି' ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସୋମବାର କଟକ ମହାନଗର ନିଗମ (ସିଏମସି) କାଉନସିଲ ବୈଠକରେ ବିରୋଧୀ କର୍ପୋରେଟରମାନେ ଅଭିଯୋଗ ଆଣିବା ସହିତ ହୋ ହାଲ୍ଲା କରିଛନ୍ତି। ସହରାଞ୍ଚଳ ହାଟରେ ସ୍ପଟ୍ ଆଲଟମେଣ୍ଟରେ ବଡ଼ ବଡ଼…

ଅଭିନେତ୍ରୀ ମୈାସୁମୀ ନାୟକ ଗିରଫ, ଲେଖିକା ଆଣିଥିଲେ ମର୍ଯ୍ୟାଦା ହାନି ଅଭିଯୋଗ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ତଥା ମଡେଲ୍ ମୈାସୁମୀ ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସ ସୋମବାର ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଛି। ଉଭୟ ସମ୍ପର୍କରେ ଗୁରୁ-ଶିକ୍ଷ୍ୟା ଥିଲେ ବୋଲି ବନସ୍ମିତାଙ୍କ ଓକିଲ…

ବାଣ ଧୂଆଁରେ ରେକର୍ଡ କଲା ଟ୍ବିନ ସିଟିର ପ୍ରଦୂଷଣର ମାତ୍ରା

ଭୁବନେଶ୍ବର : ବାଣ ଧୂଆଁରେ ରେକର୍ଡ କଲା ଟ୍ବିନ ସିଟିର ପ୍ରଦୂଷଣ ମାତ୍ରା । ଗତକାଲି ରାତି ୧ଟାରେ ପ୍ରଦୂଷଣର ମାତ୍ରା ରେକର୍ଡ ଛୁଇଁଛି । ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ପ୍ରଦୂଷଣର ମାତ୍ରା ୯୯୯ ଥିବାବେଳେ ପଟିଆ ଅଞ୍ଚଳରେ ପ୍ରଦୂଷଣର ମାତ୍ରା ୬୭୬ ଥିଲା । ସେହିପରି କଟକରେ ରାତି ୧ଟାରେ…