Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଇଏଏସ୍ ସ୍ତରରେ ଅଦଳବଦଳ, ରଞ୍ଜନ କୁମାର ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୦୭ ବ୍ୟାଚର ଆଇଏଏସ୍ ରଞ୍ଜନ କୁମାର ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ଶ୍ରୀ ଦାସ ଓଡ଼ିଆ ଭାଷା,…

କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଛାତ୍ରୀ ଜେଇଇ ଓଡ଼ିଶା ଟପ୍‌ପର

ଭୁବନେଶ୍ୱର: କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଛାତ୍ରୀ ପ୍ରିୟଙ୍କା ସର ଜେଇଇ ମେନ୍‌ରେ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ଜେଇଇ ମେନ୍‌ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ପ୍ରିୟଙ୍କା ଏଥିରେ ୯୯.୯୮୫ ପ୍ରତିଶତ ନମ୍ବର ରଖି ଓଡ଼ିଶା ଟପ୍‌ପର ହେବାର ଗୌରବ ଅର୍ଜନ…

ରୋଜ୍ ଭ୍ୟାଲି ଗ୍ରୁପର ୨୫୦ କୋଟିର ସମ୍ପତ୍ତି ଆଟାଚ୍ କଲା ଇଡି

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚିଟଫଣ୍ଡ କମ୍ପାନୀ ରୋଜ୍ ଭ୍ୟାଲି ଗ୍ରୁପର ୨୫୦ କୋଟି ସମ୍ପତ୍ତି ଆଟାଚ୍ କରିଛି । ଚିଟଫଣ୍ଡ କମ୍ପାନୀ ରୋଜ୍ ଭ୍ୟାଲିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଇଡି ଆଟାଚ୍ କରିଥିବା ବେଳେ ଏହାର ବଜାର ମୂଲ୍ୟ ୨୫୦ କୋଟି ହେବ । ଶନିବାର ଆଟାଚ୍…

ସୋଆ କୁଳାଧିପତି ପ୍ରଫେସର ଡି.ପି. ରାୟଙ୍କ ପରଲୋକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା କୃଷି ବିଶେଷଜ୍ଞ ପ୍ରଫେସର ଡି.ପି. ରାୟଙ୍କର ଶନିବାର ସକାଳେ ପରଲୋକ ହୋଇଯାଇଛି । କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ପ୍ରଫେସର ରାୟଙ୍କୁ ୭୩ ବର୍ଷ ବୟସ ହୋଇଥିଲା । କିଛି ଦିନ ହେବ ସେ ଅସୁସ୍ଥ ହୋଇ…

କାଳବୈଶାଖୀ ଓ ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ମେ ୫ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ଥିବା ବେଳେ ରାଜ୍ୟରେ କାଳବୈଶାଖୀ ଆଉ ୪ରୁ ୫ ଦିନ ଲାଗି ରହିବ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ୪ ତାରିଖ ସକାଳ ଯାଏ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି…

ସ୍ଥାନ ଭିତ୍ତିରେ ଅଧିକ ଦରମା ପାଇବେ ମେଡିକାଲ କଲେଜ ଓ ହସ୍ପିଟାଲରେ ଶିକ୍ଷାଦାନ କରୁଥିବା ଡାକ୍ତର

ଭୁବନେଶ୍ୱର: ସ୍ୱାସ୍ଥ୍ୟ କ୍ଷେତ୍ର ସହ ରାଜ୍ୟ ସରକାର ମେଡିକାଲ୍ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଶିକ୍ଷାଦାନ କରୁଥିବା ଜୁନିଅର ରେସିଡେଣ୍ଟ ଓ ସିନିଅର୍ ରେସିଡେଣ୍ଟଙ୍କୁ ସ୍ଥାନ (ଜିଲ୍ଲା) ଅନୁସାରେ ଇନସେଣ୍ଟିଭ୍ ମିଳିବ । ଏନେଇ ବିଭାଗୀୟ…

ରଥଖଳା ଚଳଚଞ୍ଚଳ: ଆରମ୍ଭ ହେଲା ତୁମ୍ବ ବିନ୍ଧ କାମ

ପୁରୀ (ସନ୍ତୋଷ ଦାସ): ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ। ମହାରଣା ସେବକମାନେ ଶନିବାର ବିନ୍ଧ ଅନୁକୂଳ ପରେ ତୁମ୍ବରେ ବିନ୍ଧ କାମ ଆରମ୍ଭ କରିଛନ୍ତି। ସେପଟେ ବାକି ତୁମ୍ବର ବୋଳା ଓ ସୂତା ବାଡ଼ିଆ କାମ ଜାରି ରହିଛି। ଆଜି ପ୍ରଥମେ ତାଳଧ୍ୱଜ ରଥରେ ତୁମ୍ବରେ ବିନ୍ଧ ଅନୁକୂଳ ହୋଇଛି।…

କୈଫ୍ ଖାନ୍ ବିରୋଧରେ ଲମ୍ବିଲା ଠକେଇ ତାଲିକା, ଏଥର ସୁନା ଇଟା ପାଇଁ ନେଇଥିଲେ ୫ ଲକ୍ଷ!

କଟକ: ଆତ୍ମଘୋଷିତ ତାନ୍ତ୍ରିକ ତଥା ମୌଲାନା କୈଫି ଖାନଙ୍କ ବିରୋଧରେ ଠକେଇର ତାଲିକା ଆହୁରି ବଢିଲା। କାରଣ କଟକରେ କମିସନରେଟ୍ ପୋଲିସ କୈଫି ଖାନଙ୍କ ବିରୋଧରେ ଆଉ ଏକ ଠକେଇ ମାମଲା ରୁଜୁ କରିଛି। ଏଥର ଭଦ୍ରକର ଜଣେ ବ୍ୟକ୍ତି ତାଙ୍କ ଘର ପଛପଟୁ ସୁନା ବିସ୍କୁଟ୍ ବାହାର କରିବାରେ ସାହାଯ୍ୟ କରିବେ…

ସମ୍ବଲପୁରର ୨ ଥାନା ଅଞ୍ଚଳରୁ ଆଜି ହଟିବ କର୍ଫ୍ୟୁ

ସମ୍ବଲପୁର: ସମ୍ବଲପୁରରେ ଶାନ୍ତି ଫେରିଥିବାରୁ ସହରରୁ ଶନିବାର କର୍ଫ୍ୟୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନେବା ଲାଗି ନିଷ୍ପତ୍ତି ନେଇଛି ପ୍ରଶାସନ । ସହରର ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ କଟକଣା ହଟାଇ ନିଆ ଯାଇଥିବା ବେଳେ ଆଉ ୨ଟି ଥାନା ଅଞ୍ଚଳରୁ ପ୍ରତିବନ୍ଧ ଆଜି ହଟିବ । ପୂର୍ବରୁ…

ନକ୍ସଲଙ୍କୁ ଚାନ୍ଦା ଦେଉଛନ୍ତି ବିଜେଡି ନେତା ଏନ୍. ଭାସ୍କର ରାଓ : କଂଗ୍ରେସ

ଭୁବନେଶ୍ୱର: ଯେଉଁ ନକ୍ସଲଙ୍କ ପାଇଁ ଛତିଶଗଡ ଦନ୍ତେଓ୍ୱାଡାରେ ଦେଶର ୧୦ ଯବାନ ସହିଦ ହୋଇଛନ୍ତି ଆଉ ଏଥିପାଇଁ ରାଜ୍ୟରେ ମଧ୍ୟ ତିନି ଜିଲ୍ଲାରେ ଯାଞ୍ଚ ପ୍ରକ୍ରିୟା ଜୋରଦାର କରାଯିବା ସହିତ ହାଇଆଲର୍ଟ ରଖାଯାଇଛି ସେହି ନକ୍ସଲଙ୍କୁ ଚାନ୍ଦା ଦିଅନ୍ତି ବିଜେଡିର ପୂର୍ବତନ ସାଂସଦ ତଥା ଦଳର ବରିଷ୍ଠ…