Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ନବୀନଙ୍କ ଦୃରଦୃଷ୍ଟିକୁ ରୂପାନ୍ତରଣ କରୁଛନ୍ତି ପାଣ୍ଡିଆନ୍, ଯାହା ପୁଅ କରିପାରିବନି ତାହା ଶିଷ୍ୟ କରୁଛି’

ଯାଜପୁର: ଆଇଏଏସ ଚାକିରିରୁ ଭିଆରଏସ ନେବା ପରେ ଏବେର 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବିଜେଡ଼ିରେ କେବେ ଯୋଗ ଦେବେ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଜେଡି ସୁପ୍ରିମୋଙ୍କ ପରେ ଦୁଇ ନମ୍ବର ନେତା କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ଯେଉଁଭଳି ଭାବେ ତାଙ୍କୁ ପ୍ରଶଂସା କରିଛନ୍ତି ତାକୁ ନେଇ…

ଗଞ୍ଜାମରେ ଦମ୍ପତିଙ୍କୁ ଆକ୍ରମଣ ସହ ଲୁଟ, ସୁନା ଚେନ ସହ ଲୁଟିନେଲେ ନଗଦ ୧୦ ହଜାର ଟଙ୍କା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର-ଦଶପଲା ରାସ୍ତାରେ ଦମ୍ପତିଙ୍କୁ ଲୁଟ ଅଭିଯୋଗ । କିଛି ଦୁର୍ବୁତ୍ତ ବାଇକରେ ଆସି ଆକ୍ରମଣ କରିବା ସହ ଦମ୍ପତ୍ତିଙ୍କ ଠାରୁ ଟଙ୍କା, ମୋବାଇଲ ଓ ସୁନା ଚେନ ଲୁଟି ନେଇଛନ୍ତି । ଲୁଟର ଶିକାର ହୋଇଥିବା ଦମ୍ପତ୍ତି ଗରୁଡ ପଥର ଗାଁର ସୁଶାନ୍ତ ସେଠୀ ଏବଂ ତାଙ୍କ…

ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗଦେବା ଚର୍ଚ୍ଚା, ସରଗରମ ହେଲା ଗଞ୍ଜାମ ରାଜନୀତି

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଗଞ୍ଜାମ ଜିଲ୍ଲା ରାଜନୀତି ସରଗରମ ହୋଇଛି। ନିକଟରେ ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଥିବା ଏହି ନେତା ଖୁବଶୀଘ୍ର ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ରାଜ୍ୟପାଳ ରଘୁବର ଦାସଙ୍କ ଶପଥ ଗ୍ରହଣ ଉତ୍ସବରେ…

ଶିକ୍ଷକଙ୍କ ଦ୍ୱାରା ନାବାଳିକା ଦୁଷ୍କର୍ମ ମାମଲା: ପୀଡିତାଙ୍କୁ ଭେଟିଲେ ବିଜେପି-କଂଗ୍ରେସ ଟିମ

ନବରଙ୍ଗପୁର: ଶିକ୍ଷକଙ୍କ ଦ୍ୱାରା ନାବାଳିକା ଦୁଷ୍କର୍ମ ଘଟଣାର ତଦନ୍ତ କରିଛି କଂଗ୍ରେସ ର ଟିମ ।  ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଏକ ମହିଳା ପ୍ରତିନିଧି  ଟିମ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ପୀଡିତାଙ୍କୁ ଭେଟିଥିଲେ ।…

ବାରହା ଧରିବାକୁ ବସାଇଥିବା ଜାଲରେ କିଭଳି ହାତୀ ପଡି ପ୍ରାଣ ହରାଇଥିଲା, ଅଭିଯୁକ୍ତ ଖୋଲିଲେ ଗୁମର

କେନ୍ଦୁଝର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ଘଟଣାରେ ୫ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି ବନବିଭାଗ କର୍ମଚାରୀ। ଜିଲ୍ଲାର ତେଲକୋଇ ରେଞ୍ଜ ଅନ୍ତର୍ଗତ ସାଲିକିନା ଗ୍ରାମର ଗଦିମେରା ଜୁଆଙ୍ଗ ସାହି ନିକଟ ଜଙ୍ଗଲରେ ଜଙ୍ଗଲୀ ବାରହାକୁ ମାରିବା ପାଇଁ ୧୧ କେଭି ଲାଇନରେ ହୁକ ସହିତ…

ଏଟିଏମରେ ଫେସିଆଲ ବାୟୋମ୍ୟାଟ୍ରିକ ଲଗାଇବା ଆବଶ୍ୟକ: ହାଇକୋର୍ଟ

କଟକ: ଏଟିଏମରୁ ଯେଉଁଭଳି ଭାବେ ଦୁର୍ବୃତ୍ତମାନେ ମୁହଁରେ କପଡା କିମ୍ବା ହେଲମେଟ ଲଗାଇ ଟଙ୍କା ନେଇଯାଉଛନ୍ତି ବା ତାଡି ଦେଉଛନ୍ତି ତାକୁ ନେଇ ହାଇକୋର୍ଟ ଚିନ୍ତାବ୍ଯକ୍ତ କରିଛନ୍ତି। ଏବେ ଏହି ସବୁ ବ୍ଯକ୍ତିଙ୍କୁ କାବୁ କରିବାକୁ ହେଲେ ଟଙ୍କା ଉଠାଇବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଠାବ କରିବା…

କାଲି ଯାହାକୁ ଚୋର କହୁଥିଲେ, ଆଜି ତାକୁ କୋଳେଇ ନେଉଛନ୍ତି: ପ୍ରଦୀପ ପାଣିଗ୍ରାହୀଙ୍କ ବିଜେପିରେ ମିଶିବା ନେଇ ମୁହଁ…

ବ୍ରହ୍ମପୁର:ବିଜେପି ନେତା ତିଆରି କରୁପାରୁନି । ତେଣୁ ଜନବିରୋଧୀ କାର୍ଯ୍ୟ ପାଇଁ ଯେଉଁମାନେ ବିଜେଡିରୁ ତଡା ଖାଉଛନ୍ତି ସେମାନଙ୍କୁ କୋଳେଇ ନେବା ପାଇଁ  ଆଗଭର ହେଉଛି । ପ୍ରଦୀପ ପାଣିଗ୍ରାହୀଙ୍କ ବିଜେପିରେ ମିଶିବା ପ୍ରସଙ୍ଗକୁ ନେଇ ଏମିତି କହିଛି ବିଜେଡି । ଆଜି ଏକ ସାମ୍ବାଦିକ…

ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ପୁତୁରା କହି ୫୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ, ଅଭିଯୁକ୍ତ ଗିରଫ

କଟକ: ଭାରତୀୟ ରେଳବାଇ ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍)ରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଅନେକ ଯୁବକଙ୍କଠାରୁ ୫୯ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ କଟକ ସାଇବର୍ ଥାନା ପୁଲିସ ବାଲେଶ୍ୱରର ସନ୍ତୋଷ ମହୁରୀ ଓରଫ୍ ସନ୍ତୋଷ ମହାନ୍ତି ନାମକ ଜଣେ…

ବାଲୁକା କଳାରେ ଦୀପାବଳୀର ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରାତି ପାହିଲେ ଆଲୋକର ପର୍ବ ଦୀପାବଳୀ । ଏହି ଉପଲକ୍ଷେ ବାଲୁକା କଳା ମାଧ୍ୟମରେ ସାରା ଦେଶବାସୀଙ୍କୁ ପବିତ୍ର ଦୀପାବଳୀର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିର ନୀଳାଦ୍ରି ବିଚ୍ ରେ ବିଶ୍ଵର ସବୁଠାରୁ ବଡ ବାଲିର ଦୀପ ତିଆରି କରି…

ବିଜେଡିର ୨୪ ବର୍ଷ ଶାସନ ଭିତରେ ଓଡ଼ିଆଙ୍କ ସ୍ୱାଭିମାନ ଭାଙ୍ଗିଛି, ଅଣଓଡ଼ିଆଙ୍କ ପ୍ରାଧାନ୍ୟ ବଢିଛି-କଂଗ୍ରେସ

ଭୁବନେଶ୍ୱର: ନିର୍ବାଚନୀ ରାଜନୀତି ଏବେ ବେଶ ସରଗରମ  । ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳର ପରସ୍ପରକୁ ଆକ୍ଷେପ, ସମାଲୋଚନା ସେତେ ବଢୁଛି । ଆଜି କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡି ସରକାର ଉପରେ ବର୍ଷିଛି । ୨୪ବର୍ଷର ବିଜେଡି ଶାସନ ଭିତରେ ଓଡ଼ିଶାର ବିକାଶ ତ ହୋଇପାରିନି…