Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଳି ଡଙ୍ଗା ବୁଡ଼ି ଘଟଣା; ମିଳିଲା ନାଉରିଆଙ୍କ ମୃତଦେହ

କେନ୍ଦ୍ରାପଡ଼ା : ଆଳିର ମାଣିଆ ଘାଟରେ ଡଙ୍ଗା ବୁଡ଼ି ଘଟଣା । ଆଜି ନିଖୋଜ ନାଉରିଆ ସୁଦର୍ଶନ ସ୍ୱାଇଁଙ୍କ ମୃତଦେହ ମିଳିଛି । ଗତକାଲି ୧୬ ବର୍ଷିୟ ନାବାଳକ ଦେବେନ୍ଦ୍ର ବେହେରାଙ୍କ ମୃତଦେହ ମିଳିଥିଲା । ସୂଚନା ଅନୁଯାୟୀ, ଗତକାଲି ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀରେ ଓଲଟିଥିଲା ଡଙ୍ଗା ।…

ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ତ୍ରାହି ନାହିଁ, ମାସକୁ ୧୪ କୋଟି ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଉ ରାସ୍ତାରେ ଗାଡି କିମ୍ବା କାର ଚଳାଇବା ବେଳେ ନିୟମ ଭାଙ୍ଗିଲେ ତ୍ରାହି ନାହିଁ। କାରଣ ଭୁଲ୍ କଲେ ଜରିମାନାରୁ ମିଳିବନି ଛାଡ଼।  ଦୁର୍ଘଟଣା ହ୍ରାସ କରିବାକୁ ଯାଇ ଲୋକଙ୍କ ଉପରେ ଜରିମାନା ଲଗାଇବା ଓ ଧରପଗଡ କରିବାକୁ ଜୋର ଦେଇଛନ୍ତି ପରିବହନ କମିଶନର। ପରିବହନ କମିଶନର ବିଭିନ୍ନ…

ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ସୋଆ

ଭୁବନେଶ୍ୱର: ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତ ର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଉଚ୍ଚ ଶିକ୍ଷା ବିଭାଗର ସଚିବ କେ ସଞ୍ଜୟ ମୂର୍ତିର୍ ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍କୁ…

ଶ୍ରୀ ବଳଦେବଜୀଉ, ଦଧିବାମନ ମନ୍ଦିର ଓ ରାମଚଣ୍ଡୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ

କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ…

ଦୁର୍ଘଟଣା ପରେ ପୋଲ ନିର୍ମାଣ ଦାବି: ହାତ ଟେକି ଦେଲେ ଶକ୍ତି ମନ୍ତ୍ରୀ; କହିଲେ ମନ୍ତ୍ରୀଙ୍କ ପାଖ ଲୋକଙ୍କୁ କୁହ

କେନ୍ଦ୍ରାପଡା: ଏକମାଣିଆରୁ ରାଜନଗର ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଗୁରୁବାର ସକାଳେ ଏକ ଡଙ୍ଗା ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ପାଖାପାଖି ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ଏହି ଡଙ୍ଗା। ତେବେ ଏହି ଦୁର୍ଘଟଣାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ…

ରତ୍ନଭଣ୍ଡାର ପ୍ରସଙ୍ଗରେ ପୁଣିଥରେ ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି, କମିସନ ରିପୋର୍ଟ ସାର୍ବଜନୀନ ଦାବି

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ବିରୋଧରେ ବିଜେପି ଓ କଂଗ୍ରେସ ଗୁରୁବାର ଜୋରଦାର ଆକ୍ରମଣ କରିଛନ୍ତି। ଯେଉଁସବୁ ପ୍ରସଙ୍ଗ ଉଠାଯାଇଥିଲା ତାହା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ଥିଲା ଏବଂ ଉଭୟ ପକ୍ଷ ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିସନ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି…

ୟୁପିରୁ ବରଗଡ଼କୁ ଯୋଗାଣ କରୁଥିଲେ ନକଲି ଔଷଧ, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ବରଗଡ଼: ନକଲି ଔଷଧର ଚେର ବାହାର ରାଜ୍ୟରୁ ଓଡ଼ିଶାକୁ ଲମ୍ବିଛି । ୟୁପି ଭଳି ରାଜ୍ୟରୁ ବିପୁଳ ନକଲି ଔଷଧ ଓଡ଼ିଶାକୁ ସପ୍ଲାଏ ହେଉଥିବା ଅଭିଯୋଗ ହେଉଥିବା ବେଳେ ବରଗଡ଼ ପୋଲିସକୁ ସଫଳତା ମିଳିଛି । ନକଲି ଔଷଧ ସପ୍ଲାଏ କରୁଥିବା ୟୁପିର ବାରଣାସୀରୁ ୫ ଜଣଙ୍କୁ ଗିରଫ କରିଛି ବରଗଡ଼ ପୋଲିସ । ଏସଟିଏଫ୍…

ନୂଆ ପିସିସି କମିଟିକୁ ନେଇ ବାହିନୀପତିଙ୍କ ପରେ ସୁର ଜାହିର କଲେ ଅସନ୍ତୋଷ ପ୍ରକାଶ

ଭୁବନେଶ୍ୱର: ମିଶନ ୨୦୨୪ ପାଇଁ ପ୍ରଦେଶ କଂଗ୍ରେସ କମିଟି ନୂଆ ଟିମ୍ ଗଠନ କରିଛି। କିନ୍ତୁ ଏହି ନୂଆ ଟିମରେ ଏବେ ମୁହଁ ଫୁଲାଉଥିବା ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଅଧୀର ରଞ୍ଜନ ପାଣିଗ୍ରାହୀଙ୍କ ପରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ…

ଢେଙ୍କାନାଳ ବିଜେଡି ସାଂସଦ ଓ ଜିଲ୍ଲାପାଳ ମୁହାଁମୁହିଁ, ‘ରବର ଷ୍ଟାମ୍ପ’ କି ବୋଲି ପ୍ରଶ୍ନ କଲେ ଆଇଏଏସ

ଢେଙ୍କାନାଳ: ଜିଲ୍ଲାପାଳ ଓ ସାଂସଦ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ଫଣ୍ଡକୁ ନେଇ ମୁହାଁମୁହିଁ। ଏଥର କିନ୍ତୁ ବିରୋଧୀ ଦଳର ସାଂସଦଙ୍କ ସହ ଜିଲ୍ଲାପାଳ ମୁହାଁମୁହିଁ ହୋଇନାହାନ୍ତି ବରଂ ଖୋଦ୍ ଖାସକ ଦଳର ସାଂସଦଙ୍କ ସହ ହୋଇଛନ୍ତି। ବୁଧବାର ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ…

ଏରସମା ବିଡିଓଙ୍କୁ ୩ ବର୍ଷ ଜେଲ୍, ରାଉରକେଲା ତହସିଲଦାର ଥିବାବେଳେ ନେଇଥିଲେ ଲାଞ୍ଚ

କଟକ: ଜଗତସିଂହପୁର ଜିଲ୍ଲା ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଅନୁଗୁଳ କୈଳାସଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜପିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୨ ମାସ ଜେଲ୍ ଦଣ୍ଡ ଭୋଗିବାକୁ…