Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗିରଫ ହେଲେ କୋଟିପତି ଯନ୍ତ୍ରୀ, ରେଡ୍‌ରୁ ମିଳିଲା ଆୟଠାରୁ ୩୩୬ ପ୍ରତିଶତ ସମ୍ପତ୍ତି

ଭୁବନେଶ୍ୱର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ‌ରେ ଗିରଫ ହେଲେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷକ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ବୁଧବାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ‌ରେ ଅଧୀକ୍ଷକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ…

ନକଲି ଘିଅ କମ୍ପାନୀ ଠାବ; ବିପୁଳ ପରିମାଣର ପ୍ରସ୍ତୁତି ସାମଗ୍ରୀ ଜବତ, ମାଲିକ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ବଡ ବଜାରର ମାଧବନଗର ଅଞ୍ଚଳରେ ନକଲି ଘିଅ ପ୍ରସ୍ତୁତି ୟୁନିଟ ଉପରେ ପୋଲିସର ଚଢ଼ାଉ । ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । ଶ୍ରୀ ମାଆ ଦୁର୍ଗା ନାମରେ ଚାଲିଥିଲା ନକଲି ଘିଅ ପ୍ରସ୍ତୁତି । ଚଢାଉବେଳେ ବିପୁଳ ପରିମାଣର ନକଲି ଘିଅ ସହ ପ୍ରସ୍ତୁତି ସାମଗ୍ରୀ ମଧ୍ୟ ଜବତ…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜିଆରଏସ; ଇନ୍ଦିରା ଆବାସ ଘର କରାଇଦେବାକୁ କହି ନେଉଥିଲେ ୫ ହଜାର ଲାଞ୍ଚ

ଭୁବନେଶ୍ୱର: ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଲେଇପୁର ପଞ୍ଚାୟତର ଜିଆରଏସ ଦିଲୀପ କୁମାର ଦିକ୍ଷୀତଙ୍କୁ ଲାଞ୍ଚ ନେବା ବେଳେ ଧରିଲା ଯାଜପୁର ଦୁର୍ନୀତି ନିବାରଣ ବିଭାଗ। ଦିଲ୍ଲୀପ କୁମାର ଇନ୍ଦିରା ଆବାସ ଘର ଯୋଗାଇଦେବାକୁ…

ଆସୁଛି ଲଘୁଚାପ ! ନଭେମ୍ବର ୧୫ରୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିପାରେ

ଭୁବନେଶ୍ୱର: ନଭେମ୍ବର ୧୪ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଚକ୍ରବାତି ଘୂର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି । ପରେ ଏହି ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ…

ଓଡ଼ିଶାରେ ଟାଟା ଷ୍ଟିଲର ଡାଉନ୍ ଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ ପ୍ରକଳ୍ପ ପାଇଁ ସୁଯୋଗ ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଅର୍ଥନୈତିକ ଅଭିବୃଦ୍ଧି ତଥା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ଅନେକ ସକ୍ରିୟ ପଦକ୍ଷେପ ନେଇଛି। ଏହାକୁ ବ୍ୟବସାୟୀ ତଥା ଉଦ୍ୟୋଗୀମାନଙ୍କ ପାଇଁ ପ୍ରଥମ ଆକର୍ଷଣରେ ପରିଣତ କରିଛି। ଷ୍ଟିଲ୍ କ୍ଷେତ୍ରରେ…

ବାଣ ଦୋକାନରେ ରହିବ ଅଗ୍ନି ନିର୍ବାପକ ଯନ୍ତ୍ର, ଓଦା ବସ୍ତା ଓ ପାଣି ଡ୍ରମ୍: ଆସିଲା ଗାଇଡଲାଇନ

ଭୁବନେଶ୍ୱର:  ଆସୁଛି ଦୀପାବଳି । ବାଣ ଦୋକାନୀଙ୍କ ପାଇଁ ଜାରି ହୋଇଛି ଗାଇଡଲାଇନ । ଅଗ୍ନିଶମ ଓ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ସ୍ଥାୟୀ ଓ ଅସ୍ଥାୟୀ ବାଣ ଦୋକାନ ପାଇଁ ଅଲଗା ଅଲଗା ଗାଇଡ ଲାଇନ ଜାରି କରାଯାଇଛି । କୌଣସି ପ୍ରକାର ଅଘଟଣ ଯେପରି ନ ଘଟେ ତାହାକୁ ଦୃଷ୍ଟିରେ…

ବାଇକକୁ ପିଟିଲା ଟ୍ୟାଙ୍କର; ମା’-ପୁଅ ମୃତ, ବୋହୂ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ତେଲ ଟ୍ୟାଙ୍କର ବାଇକକୁ ଧକ୍କା ଦେବା ଫଳରେ ମା’-ପୁଅଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଜଣେ ମିହଳା ବର୍ତ୍ତି ଯାଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଗୁରୁବାର ଦିନ…

ପୋଲିସର ନିଦ ହଜେଇଥିଲା ଲୁଟେରା ପାଟୁ, ଶେଷରେ ହେଲା ଗିରଫ

ପୁରୀ: ଦିର୍ଘଦିନ ଧରି ପୁରୀ ପୋଲିସର ନିଦ ହଜେଇଥିବା ଲୁଟେରା ପାଟୁ ଓରଫ ଶାହାଜାହାନ ଖାନକୁ ଗିରଫ କରିଛି ପୁରୀ ପୋଲିସ୍ । ତା’ସହ ତାର ସହଯୋଗୀ ଆନନ୍ଦ ବିଶୋଇକୁ ମଧ୍ୟ ଗିରଫ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୁରୀ ଅତିରିକ୍ତ ଏସପି ସୁଶିଲ ମିଶ୍ର ।…

ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

କେନ୍ଦ୍ରାପଡା: ଆଗକୁ ଦୀପାବଳି ଆସୁଥିବା ବେଳେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୋଲିସ। କେନ୍ଦ୍ରାପଡାରେ ଆଜି ବେଆଇନ ବାଣ ବ୍ୟବସାୟ ଉପରେ ଚଢାଉ କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଟାଉନ ଥାନା ଅଧୀନରେ ଥିବା ସଡିପୁରରେ ଚଢାଉ କରି…

ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା: ଅଙ୍ଗନବାଡି କେନ୍ଦ୍ରରେ ତାଲା

ନୂଆପଡା: ଆଜକୁ ତିନି ଦିନ ହେବ ବନ୍ଦ ପଡିଛି ଅଙ୍ଗନବାଡି କେନ୍ଦ୍ର । ପ୍ରାକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି କୋମଳମତି ଶିଶୁ । ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା କାରଣରୁ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଛନ୍ତି ଗ୍ରାମବାସୀ । ନୂଆପଡା ଜିଲ୍ଲା ଖଡିଆଳ ସମନ୍ବିତ ଶିଶୁ ବିକାଶ ବିଭାଗ…