Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୁଡ୍ଡୁ ମୁସଲିମ୍ ଓଡ଼ିଶା ଆସିବାକୁ ନେଇ ସୁଶାନ୍ତ ସିଂଙ୍କୁ ଟାଣିଲେ ଲେଖାଶ୍ରୀ

ଭୁବନେଶ୍ୱର: ଅତିକର ସହଯୋଗୀ ଗୁଡ୍ଡୁ ମୁସଲିମ୍ ଓଡ଼ିଶାରେ ବୁଲୁଛି । ଓଡ଼ିଶା ପୋଲିସ କଣ କରୁଛି ? କଣ କରୁଛି ଗୁଇନ୍ଦା ବିଭାଗ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତ । ଗୁଡ୍ଡୁ ମୁସଲିମ ବରଗଡ଼ ଯିବାକୁ ନେଇ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଟାଣିଛନ୍ତି…

ବିଳମ୍ବିତ ରାତିରେ ଜଳିଗଲା ୬ ବାଇକ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଏକା ସାଙ୍ଗରେ ଜଳିଗଲା ୬ ବାଇକ ।  ଜଳିଗଲା  ନା ଜାଳି ଦିଆଗଲା ଜଣାପଡିନି । କେମିତି ଜଳିଲା ବି ସ୍ପଷ୍ଟ ହୋଇନି । କମିଶନରେଟ ପୋଲିସ ଘଟଣା ଉପରେ ନଜର ରଖିଛି । ଏମିତି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳର ଅନ୍ଧାରୁଆା ଗାଁରେ  ।…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ତଥା ପୂର୍ବତନ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦାଖଲ ହେଲା ଚାର୍ଜସିଟ୍  । ୩ ହଜାର ପୃଷ୍ଠାର ଚାର୍ଜସିଟ୍ କ୍ରାଇମବ୍ରାଞ୍ଚ ସ୍ପେଶାଲ କୋର୍ଟରେ ଦାଖଲ କରିଛି ଭିଜିଲାନ୍ସ ।  ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଚାର୍ଜସିଟ୍…

ଆଜି ଇଦ ଉଲ ଫିତର; ସମ୍ବଲପୁରରେ ୪୬ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର: ଆଜି ଇଦ ଉଲ ଫିତର । ସାରା ଦେଶ ଉତ୍ସବ ମୁଖର । ମୁସଲମାନ ସଂପ୍ରଦାୟର ଏହି ସ୍ୱତନ୍ତ୍ର ପର୍ବ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛ। ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଛି । ମାସ ସାରା କରିଥିବା ରୋଜା ବା ଉପବାସ ଆଜି ଭାଙ୍ଗିବେ ମୁସଲମାନ ଭାଇଭଉଣୀ। ଏହି…

ଶୌଚାଳୟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା ; ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର : ସତ୍ୟନଗର କୋଚିଂ ୟାର୍ଡ଼ରେ ଧାନବାଦ ଏକ୍ସପ୍ରେସର ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା । ଜିଆରପି ପୋଲିସକୁ ମିଳିଛି ମୃତ ମହିଳାଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ । ମୃତ ମହିଳାଙ୍କ ବେକରେ ରହିଛି କ୍ଷତ ଚିହ୍ନ । ମହିଳାଙ୍କୁ ହତ୍ୟା କରାଯାଇଥିବା ଅନୁମାନ । ଆଜି…

ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଭୁବନେଶ୍ୱର : ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର । ସହିଦଙ୍କ ମରଶରୀର ଜନ୍ମ ମାଟିରେ ପହଞ୍ଚିବା ପରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ । ପ୍ରଶାସନ ପକ୍ଷରୁ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଗାଁ…

ପିଲାଙ୍କ ଖରା ଛୁଟିର କିଭଳି ସଦ ଉପଯୋଗ ହେବ, ଏକାଠି ଆଲୋଚନା କଲେ ଅଭିଭାବକ-ଶିକ୍ଷକ

ଭୁବନେଶ୍ୱର: ଗ୍ରୀଷ୍ମ ଅବକାଶ ପୂର୍ବରୁ ଛୁଟି ଘୋଷଣା ହୋଇଛି। ତେଣୁ ଛାତ୍ରଛାତ୍ରୀମାନେ ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ ଉପରେ ଅଧିକ ଗୁରୁତ୍ୱ ଦେବାର ସମ୍ଭାବନା ରହିଛି। ଯାହାକୁ ନେଇ ସରକାର ଉଦବେଗ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ମୁକାବିଲା କରିବା ପାଇଁ ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ…

ଶ୍ରୀମନ୍ଦିର ଫାଇଲ ହଜିନି, ସୁରକ୍ଷିତ ଅଛି: ସ୍ପଷ୍ଟୀକରଣ ଦେଲା ଆଇନ ବିଭାଗ

ପୁରୀ: ହଜିଯାଇଥିବା ଫାଇଲ ମିଳିଲା । ସୁରକ୍ଷିତ ଅବସ୍ଥାରେ ମିଳିଲା । ଏକଥା ସ୍ପଷ୍ଟ କରିଛନ୍ତି ରାଜ୍ୟ ଆଇନ ବିଭାଗ । ଫାଇଲ ହଜିବା ଘଟଣାରେ ଆଜି ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ଆଇନ ବିଭାଗ ପକ୍ଷରୁ ଏକଥା କୁହାଯାଇଛି । ଆଜି ବିଳମ୍ବିତ ରାତ୍ରିରେ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ…

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ବଦଳି ସୁପାରିସକୁ ପ୍ରତ୍ଯାହାର କଲେ କଲେଜିୟମ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି ପାଇଁ ସୁପାରିସକୁ ସୁପ୍ରିମକୋର୍ଟ କଲେଜିୟମ ପ୍ରତ୍ୟାହାର କରିନେଇଛନ୍ତି। ୬ ମାସ ହେଲା କେନ୍ଦ୍ର ସରକାର ଏହି ସୁପାରିସ ଉପରେ କୌଣସି ନିଷ୍ପତ୍ତି ନେଇ ନଥିଲେ। ଏପ୍ରିଲ ୧୯ରେ ପ୍ରଧାନ…

ମ୍ୟାଲେରିଆ ଓ ଡାଇରିଆ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କଲେ ସରକାର

ଭୁବନେଶ୍ୱର: ବର୍ଷା ଋତୁ ପୂର୍ବରୁ ମ୍ୟାଲେରିଆ ଓ ଡାଇରିଆ ରୋଗର ସମ୍ଭାବ୍ୟ ବୃଦ୍ଧି ନେଇ ଓଡ଼ିଶା ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏସବୁ ରୋଗକୁ ରୋକିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିର…