Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଘ ଆତଙ୍କରେ ଅନ୍ତ : ଧରାପଡିଲା ମଣିଷଖିଆ ବାଘ, ଗତ ୫ ଦିନ ହେବ ଖେଳାଉଥିଲା ଆତଙ୍କ

ନୂଆପଡା : ବାଘ ଆତଙ୍କରେ ଅନ୍ତ  । ଧରାପଡିଲା ମଣିଷଖିଆ ବାଘ  । ନୂଆପଡା ରେଞ୍ଜ ଅଫିସକୁ ଆସିଲା କଲରାପତରିଆ ବାଘ । ଗତକାଲି ରାତିରେ ବନ ବିଭାଗ ଯନ୍ତା ବସା ବହୁ ଚେଷ୍ଠା କରିବା ପରେ ବାଘକୁ ଧରିବାରେ ସଫଳ ହୋଇଛି । ଗତ କିଛି ଦିନ ହେବ ନୂଆପଡା ଅଞ୍ଚଳରେ ଆତଙ୍କ ମଚାଇଥିଲା । ଲୋକେ ଭୟଭୀତ…

ଜୁଆ ଆଡ୍ଡା ଉପରେ ଚଢ଼ାଉ; ଲକ୍ଷାଧିକ ଟଙ୍କା ଜବତ, ୧୮ ଗିରଫ

ବରଗଡ: ଜିଲ୍ଲାର ବାଲିଜୋରିରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ । ଘଟଣାସ୍ଥଳରୁ ଲକ୍ଷାଧିକ ଟଙ୍କା ଜବତ ସହ ୧୮ ଜଣଙ୍କୁ ଗିରଫ କଲା ପୋଲିସ । ଖବର ମିଳିବା ପରେ ଏହି ଚଢ଼ାଉ ହୋଇଥିଲା। ଆଜି (ଶନିବାର) ସନ୍ଧ୍ୟା ସମୟରେ ଏହି ଜୁଆ ଆଡ୍ଡା ଚାଲିଥିବାର ଖବରପାଇ ଗିରଫ କରିଛି ପୋଲିସ । ବରଗଡ଼…

ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଗିରଫ

ଭୁବନେଶ୍ୱର: ବାଲିଅନ୍ତା ଥାନା ପୋଲିସକୁ ବଡ଼ ସଫଳତା। ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରି ତିନି ଜଣଙ୍କୁ ଗିରଫ କଲା ପୋଲିସ। ସୂଚନା ଅନୁସାରେ ବାଲିଅନ୍ତା ଥାନାର ଏକ ସ୍ପେଶାଲ ଟିମ ନିଜ ପରିସର ଅଞ୍ଚଳରେ ପାଟ୍ରୋଲଙ୍ଗ କରୁଥିବା ସମୟରେ ଏକ ପାସେଞ୍ଜର ଅଟୋ ଏବଂ ଏକ ମୋଟରସାଇକେଲ…

ଶୋଇଥିବାବେଳେ ଛାତ୍ରୀଙ୍କ ତଣ୍ଟି କାଟିଲା ସହପାଠୀ! ତଦନ୍ତ ଜାରି

ଅନୁଗୁଳ: ଜିଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ଲେଡିଜ ହଷ୍ଟେଲରେ ଅଭାବନୀୟ କାଣ୍ଡ । ଜଣେ ଛାତ୍ରୀଙ୍କ ତଣ୍ଟି ତାଙ୍କ ସହପାଠୀ କାଟି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି…

ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସଚେତନତା ରଥ ଶୁଭାରମ୍ଭ

ଭୁବନେଶ୍ୱର: ରାଜଧାନୀ ଉପଖଣ୍ଡ ଅନ୍ତର୍ଗତ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୪ ନିମନ୍ତେ ମତଦାତା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏକ ସଚେତନତା ରଥର ଶୁଭାରମ୍ବ କରାଯାଇଛି। ଏହି ରଥ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ସମସ୍ତ…

କେଉଁ କାରଣ ପାଇଁ ହଠାତ୍ ପୋଲିସ ମୁଖ୍ୟାଳୟକୁ ବଦଳିଲେ ମୟୂରଭଞ୍ଜ ଏସପି?

ଭୁବନେଶ୍ୱର: ନବରଙ୍ଗପୁର ଏବଂ ମୟୂରଭଞ୍ଜ ଏସପି ବଦଳିଲେ। ଏହି ଦୁଇ ସ୍ଥାନରେ ସାମାନ୍ୟ ଅଦଳବଦଳ କରି ଓଡ଼ିଶା ସରକାର ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାର ନୂଆ ଏସପିଙ୍କୁ ନିଯୁକ୍ତି ଦେଇଛନ୍ତି। ଶନିବାର ଗୃହ ବିଭାଗର ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନର ମୟୂରଭଞ୍ଜ ଏସପି ବି ଗଙ୍ଗାଧରଙ୍କୁ ରାଜ୍ୟ…

ବିଜେପିର ‘ରାମ’ ବାଣକୁ ରୋକିବ ଜଗନ୍ନାଥଙ୍କ ‘ଶଙ୍ଖ’ !

ଭୁବନେଶ୍ୱର: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦି ମନ୍ଦିର ଉଦଘାଟନ କରିବେ। ଯାହାକୁ ନେଇ ସାରା ଦେଶରେ ଏକ ବଡ଼ ବାତାବରଣ ତିଆରି କରିବା ପାଇଁ ବିଜେପି ବଡ଼ ଯୋଜନା କରୁଛି। ଦେଶର ପ୍ରତ୍ୟେକ ପ୍ରାନ୍ତରୁ ରାମ…

‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ବଦଳିଲା ପିଲାଙ୍କ ପରୀକ୍ଷା ସମୟ

ସମ୍ବଲପୁର: ଏକ ସରକାରୀ ସ୍କୁଲରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' ପ୍ରକଳ୍ପ ଅଧୀନରେ ସରକାରୀ କାର୍ଯ୍ଯକ୍ରମକୁ ସୁବିଧା କରିବା ପାଇଁ ଏହାର ଷାଣ୍ମାସିକ ପରୀକ୍ଷାର ସମୟ ପରିବର୍ତ୍ତନ କରାଯାଇଛି। ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ମାଲତୀଗୁଣ୍ଡେରପୁର ହାଇସ୍କୁଲରେ ଶନିବାର ଏହି ଘଟଣା…

‘ଆଉ ୬ରୁ ୭ ମାସ ଅଳିଆ ଦୁର୍ଗନ୍ଧ ସହିବେ ରାଜଧାନୀବାସୀ’

ଭୁବନେଶ୍ୱର: ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ଥିବା ଅଳିଆର ପାହାଡ଼କୁ ସଫା କରିବା ପାଇଁ ଆଉ ୬ରୁ ୭ ମାସ ସମୟ ଲାଗିବ ବୋଲି ଶନିବାର ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଘରୋଇ ଲୋକେ ବର୍ଜ୍ୟବସ୍ତୁକୁ ଅଲଗା କରିନଥିବାରୁ ଏଭଳି ସମସ୍ୟା ଉପୁଜୁଛି…

କଲେଜରୁ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ବେଳେ ଧରାପଡିଲା ଯୁବକ

ପାରାଦୀପ: କଲେଜରୁ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ । ଏଭଳି ଅଭାବନୀୟ ଘଟଣା ଘଟିଛି ପାରାଦୀପ କଲେଜରେ । ଜୈନିକା ଛାତ୍ରୀଙ୍କୁ ଜଣେ ବାହାର ଯୁବକ ଅପହରଣ କରିବାକୁ ଉଦ୍ୟମ କରୁଥିବା ନେଇ ଥାନାରେ ଅଭିଯୋଗ । ସୂଚନା ଅନୁଯାଇ, ଛାତ୍ରୀ ଜଣଙ୍କ ପରୀକ୍ଷା ସାରି ହଲ୍ ବାହାରକୁ ଫେରୁଥିବା ବେଳେ ସ୍ଥାନୀୟ…