Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଆଗୁଆ ଗ୍ରୀଷ୍ମ ଅବକାଶ ଘୋଷଣା କରି ପିଲାଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି…

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକର ଗ୍ରୀଷ୍ମ ଅବକାଶ (ଖରା ଛୁଟି) ଚଳିତ ଏପ୍ରିଲ ୨୧ରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ…

୧୨ ଓଏଏସଙ୍କ ସହିତ ବଦଳିଲେ କୋଇଡା ବିଡିଓ

ଭୁବନେଶ୍ୱର: ଗତକାଲି ରାଜ୍ୟ ସରକାର ୧୨ ଓଡ଼ିଶା ପ୍ରସାସନିକ ଅଧିକାରୀ ବା ଓଏଏସ ଅଧିକାରୀଙ୍କ ବଦଳି କରିଛନ୍ତି। ଯେଉଁଥିରେ ନିକଟରେ ବିବାଦୀୟ ହୋଇପଡିଥିବା ସୁନ୍ଦରଗଡର କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜ ରହିଛନ୍ତି। ତାଙ୍କୁ କୋଇଡାରୁ ସମ୍ବଲପୁର ବଦଳି କରାଯାଇଛି। ସଂପୃକ୍ତ ବିଡିଓ ନିକଟରେ…

ପ୍ରବଳ ଖରା: ଅସୁସ୍ଥ ହୋଇପଡ଼ିଲେ ୩୨ ଛାତ୍ରୀ

ସୁନ୍ଦରଗଡ: ୩୨ ଜଣ ଛାତ୍ରୀ ଅସୁସ୍ଥ। ସୁନ୍ଦରଗଡ ଜିଲ୍ଲା କୋଇଡା ସୋୟେମ୍ବା ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା ହଷ୍ଟେଲର ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏବେ ସେମାନେ ସ୍ଥାନୀୟ କେ ବଲାଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି।…

ସ୍ୱାଭାବିକ ହେଉଛି ସମ୍ବଲପୁର ସ୍ଥିତି; ତଥାପି ମିଳିନି ମୋବାଇଲ ଇଣ୍ଟରନେଟ ସେବା

ସମ୍ବଲପୁର: ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର । କିନ୍ତୁ ଆଜି ବି ଲୋକଙ୍କୁ ମିଳିନି ମୋବାଇଲ ଇଣ୍ଟରନେଟ ।  ଯଦିଓ ଜିଲ୍ଲାରେ   ଇଣ୍ଟରନେଟ୍ ସେବା ମିଳିଲାଣି ତେବେ ତାହା କେବଳ ବ୍ରୋଡବ୍ୟାଣ୍ଡ ଓ ଲିଜ୍ ଲାଇନ୍ ପାଇଁ ଉପଲବ୍ଧ ।  ତାହା ପୁଣି  ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ  ।…

ଆଜିବି ଜଳୁଛି ଓଡ଼ିଶା, ୬ ଜିଲ୍ଲାକୁ ହିଟ୍‌ ଓ୍ୱେଭ୍‌ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିବି ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ଅସହ୍ୟ ଗ୍ରୀଷ୍ମ ଲହରୀ । ତାତିରୁ ମିଳୁନି ତ୍ରାହି । ଆଜି ବି ଗ୍ରୀଷ୍ମକୋପ ଜାରି ରହିଥିବା ବେଳେ ପାରଦ ଛୁଇଁପାରେ ୪୫ ଡିଗ୍ରୀ । ଆଜି ପାଇଁ ୬ ଜିଲ୍ଲାକୁ ହିଟ୍‌ ଓ୍ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।…

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଆସନ୍ତାକାଲିଠୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ସରକାର । ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ସରକାରୀ ବେସରକାରୀ ସ୍କୁଲ ଛୁଟି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌କୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର  । ଗ୍ରୀଷ୍ମ…

ସ୍ୱାସ୍ଥ୍ୟପାଇଁ ଉପକାରୀ ବାସି ପଖାଳ…

ଆମେ ଜାଣିଛେ ବାସି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଆଦୌ ଗ୍ରହଣୀୟ ନୁହେଁ । ପଖାଳ ଖାଇବାକୁ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ପେଟ ପାଇଁ ମଧ୍ୟ ଖୁବ ଉପକାରୀ। ସେହିପରି ବାସି ପଖାଳ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ପଖାଳ ସମସ୍ତଙ୍କ ପ୍ରିୟ । ପଖାଳର ବିଶେଷ ଗୁଣ କାରଣରୁ ପଖାଳ ଦିବସ ମଧ୍ୟ ପାଳନ…

ଅଧ୍ୟାପକ ଓ ପ୍ରିନସିପାଲଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କ ନିକଟରେ ଛାତ୍ରଛାତ୍ରୀ ଫେରାଦ

ନୟାଗଡ: ଶରଣକୁଳ କଲେଜର କିଛି ଛାତ୍ର ଓ କଲେଜ ଅଧ୍ୟାପକଙ୍କ ବିରୋଧରେ ନିର୍ଯାତନା ବା ରାଗିଂ ଅଭିଯୋଗ ଆଣି ଯୁକ୍ତ ଦୁଇ ଛାତ୍ରମାନେ ବୁଧବାର ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି। କଲେଜର ଅଧ୍ୟାପକମାନେ ଏକ ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରରେ ନାମ ଲେଖାଇବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଏବଂ…

ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ସାଇବର ସୁରକ୍ଷା ଦିଗରେ ଆସିବ ଗାଇଡଲାଇନ୍

ଭୁବନେଶ୍ୱର: ରାଜ୍ୟ ସରକାର ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ସାଇବର ସୁରକ୍ଷା ଦିଗରେ ଏକ ନିର୍ଦ୍ଦେଶାବଳୀ ଜାରି କରିବାକୁ ଯୋଜନା କରୁଛନ୍ତି। ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି (ଓସେପା) ପକ୍ଷରୁ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସାଇବର ସୁରକ୍ଷା ପାଇଁ…

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ଅଭିଯୋଗ, ଭୁବନେଶ୍ୱର ଜିଲ୍ଳା କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ୱର: ମୋଦୀ ସରକାର ସମୟରେ ଦେଶର ଗଣତନ୍ତ୍ର ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି । ଗଣତନ୍ତ୍ର, ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଏପରିକି ସଂସଦୀୟ ପରମ୍ପରାର ଭାବମୂର୍ତ୍ତି ଖରାପ ହୋଇଛି। କେନ୍ଦ୍ରରେ ବିଜେପି ସରକାର ଭାରତବର୍ଷର ଗଣତନ୍ତ୍ରକୁ ନିଜ କାର୍ଯ୍ୟଧାରା ମାଧ୍ୟମରେ ଦୁର୍ବଳରୁ ଦୁର୍ବଳତର…