Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟ ସରକାରଙ୍କ ଫଣ୍ଡା କ୍ଲିୟର ନାହିଁ, ଖାଲି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି- ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଫଣ୍ଡା କ୍ଲିୟର ନାହିଁ । ସେ ଖାଲି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।୨ ହଜାର ହେକ୍ଟର ଜମି ଜଳସେଚନ ପାଇଁ କେନ୍ଦ୍ର ସରକାରଙ୍କର କୌଣସି ଆବଶ୍ୟକତା ନାହିଁ । ଛତିଶଗଡ ସରକାରଙ୍କ ପରି ଯଦି ମହାନଦୀରେ ଛାେଟ ଛୋଟ ବ୍ୟାରେଜ କରିପାରିଥାନ୍ତିେ ତା ହେଲେ ଆଜି ଏପରି…

ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଟପିଲା ତାପମାତ୍ରା; ଆହୁରି ବଢିବ

ଭୁବନେଶ୍ୱର: ସକାଳୁ ସକାଳୁ ଅସହ୍ୟ ତାତି । ତତଲା ହାୱାରେ ସାରା ରାଜ୍ୟ ଜଳୁଛି । ରାଜଧାନୀ ଅବସ୍ଥା ତ  ଅସମ୍ଭାଳ। ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୨ ଡିଗ୍ରୀ ଛୁଇଁଥିଲା ।  ହେଲେ ପରେ ପରେ ପାରଦ ଉପରକୁ ଉଠୁଛି । ଅତିଷ୍ଠ କରି ଦେଉଛି । ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ରାଜଧାନୀ…

କଂଗ୍ରେସ ଜାରି କଲା ତାରକା ପ୍ରଚାରକ ତାଲିକା; ତରୁଣଙ୍କ ପାଇଁ ପ୍ରଚାର କରିବେ କହ୍ନୖେୟା କୁମାର

ଭୁବନେଶ୍ୱର:  ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଦାଖଲ । ଏବେ ଯୁଦ୍ଧ ପାଇଁ ମୈଦାନ ପ୍ରସ୍ତୁତ । ପ୍ରଚାର ପାଇଁ ଅଣ୍ଟା ଭିଡିଲେଣି ତିନି ପ୍ରମୁଖ ରାଜନୖେତିକ ଦଳ । ପ୍ରଚାର ପାଇଁ କଂଗ୍ରେସ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି । ଉପନିର୍ବାଚନରେ କଂଗ୍ରେସ ତରୁଣ…

ଆଦିବାସୀଙ୍କ ଘରେ ପଖାଳ ଖାଇ ଟ୍ରୋଲ ହେଲେ ସମ୍ବିତ ପାତ୍ର

ଭୁବନେଶ୍ୱର: ପ୍ରଶଂସା ସାଉଁଟିବାକୁ ଯାଇ ଫସିଗଲେ ସମ୍ବିତ ପାତ୍ର । ନେତା ହେଲେ ବି ସେ ଜଣେ ସାଧାରଣ ଜନତା। ଏହା ପ୍ରମାଣ କରିବାକୁ  ଯାଇ ଏବେ ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ନିଜ ଟୁଇଟର ପେଜରେ ନିଜେ ସେୟାର କରିଥିବା ଏକ ଫଟୋକୁ ନେଇ ଖୁବ ଟ୍ରୋଲ ହୋଇଛନ୍ତି ସମ୍ବିତ । ବିଜେପି…

ପୁଣି ୨୪ ଘଣ୍ଟା ପାଇଁ ସମ୍ବଲପୁରରେ ଇଣ୍ଟରନେଟ ବନ୍ଦ; କେତେକ ସ୍ଥାନରେ ସାମାନ୍ୟ କୋହଳ

ସମ୍ବଲପୁର: ସମ୍ବଲପୁରରେ ଉତ୍ତେଜନା ଥମିନି । ହନୁମାନ ଜୟନ୍ତୀ ହିଂସା ପ୍ରତିବାଦରେ ଆଜି  ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସମ୍ବଲପୁର ସମେତ ୧୪ଟି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ବନ୍ଦକୁ ବିଜେପି ମଧ୍ୟ ସମର୍ଥନ କରିଛି । ତେଣୁ…

ଅତିଷ୍ଠ କରୁଛି ତାତି; ଦୁଇ ଦିନ ପାଇଁ ବନ୍ଦ ହେଲା ସ୍କୁଲ, ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: କଲବଲ କରୁଛି ତାତି । ପ୍ରବଳ ଗ୍ରୀଷ୍ମପ୍ରବାହରେ ଅତିଷ୍ଠ ରାଜ୍ୟବାସୀ । ଗତକାଲି ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ତାପମାତ୍ର ୪୦ ଉପରେ ଥିଲା । ଟ୍ୱିନ ସିଟିରେ ୪୨ ଅତିକ୍ରମ କରିଥିଲା । ଭୁବନେଶ୍ୱର ତାପମାତ୍ରା ୪୨.୭ ଡିଗ୍ରୀ ସେଲସିୟସ ଥିବାବେଳେ କଟକରେ ୪୨.୫ ଡିଗ୍ରୀ ଥିଲା ।…

ପଶ୍ଚିମ ଓଡ଼ିଶା ସମେତ ୧୪ ଜିଲ୍ଲାରେ ଭିଏଚପିର ବନ୍ଦ ଡାକରା; ସନ୍ଧ୍ୟାରେ ବିଜେଡିର ଶାନ୍ତି ଶୋଭାଯାତ୍ରା

ସମ୍ବଲପୁର/ସୁବର୍ଣ୍ଣପୁର:ହନୁମାନ ଜୟନ୍ତୀରେ ହିଂସାକାଣ୍ଡକୁ ନେଇ ତେଜୁଛି ପଶ୍ଚିମଓଡ଼ିଶା ରାଜନୀତି । ଘଟଣାର ପ୍ରତିବାଦରେ ଆଜି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବିଶ୍ୱ ହିନ୍ଦୁ ପରିଷଦର ଏହି ବନ୍ଦ ଡକରାକୁ ସମର୍ଥନ ଜଣାଇଛି ଭାରତୀୟ ଜନତା ପାର୍ଟି । ବନ୍ଦର…

ଗ୍ରୀଷ୍ମ ପ୍ରବାହ ପାଇଁ ପୁଣି ଦୁଇଦିନ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଆସନ୍ତା ଦୁଇଦିନ ପୁଣି ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲଗୁଡ଼ିକ ଛୁଟି ରହିବ । ଏଥି ସହିତ ଅଙ୍ଗନବାଡ଼ିଗୁଡ଼ିକ ମଧ୍ୟ ବନ୍ଦ ରଖାଯିବ । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ…

ଆଗାମୀ ନିର୍ବାଚନରେ ପୋଲସରାରୁ ବାଦ ପଡିବେ କି ଶ୍ରୀକାନ୍ତ ?

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଚର୍ଚ୍ଚାରେ ରହିଛି ପୋଲସରା ନିର୍ବାଚନ ମଣ୍ଡଳୀ। ପୋଲସରା ବିଧାୟକ ତଥା ରାଜ୍ୟର ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଏହି ଚର୍ଚ୍ଚା ଜୋର ଧରିଛି। ପୁଣି ଖୋଦ ନିଜ ଦଳର ଜଣେ ମହିଳା ନେତ୍ରୀ ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି।…

ଆଗାମୀ ୨ ଦିନ ପାଇଁ ଆଭ୍ୟନ୍ତରୀଣ ୮ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ! ୨୧ରୁ ମିଳିବ ତାତିରୁ ଆଶ୍ୱସ୍ତି

ଭୁବନେଶ୍ୱର : ଆଗାମୀ ଦୁଇ ଦିନ ପାଇଁ ରାଜ୍ୟର ୮ଟି ଆଭ୍ୟନ୍ତରୀଣ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ୮ଟି ଜିଲ୍ଲା ହେଲା ସୁନ୍ଦରଗଡ, ମୟୁରଭଞ୍ଜ, କେଉଁଝର, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବଲାଙ୍ଗୀର ଓ ବୌଦ୍ଧ । ବାୟୁମଣ୍ଡଳ ଉପରି ଭାଗରେ ଏକ ଗୁରୁଚାପ ବଳୟ…