Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ଆତଙ୍କ ଖେଳାଇଲା ଅବସରପ୍ରାପ୍ତ ଯବାନ: ଗିରଫ କରିବାକୁ ଯାଇଥିବାବେଳେ ବାଙ୍କୀ ଥାନା ଏସଆଇଙ୍କୁ ଆକ୍ରମଣ

ବାଙ୍କୀ : ପୁଣି ଆତଙ୍କ ଖେଳାଇଲା ହରିରାଜପୁରର ଅବସରପ୍ରାପ୍ତ ଯବାନ ସରୋଜ ଦାସ । ଗିରଫ କରିବାକୁ ଯାଇଥିବାବେଳେ ସରୋଜ ବାଙ୍କୀ ଥାନା ଏସଆଇଙ୍କୁ ଆକ୍ରମଣ କରିଛି । ସରୋଜ ଆଜି ସକାଳେ କାତି ଧରି ଆଦିମାତା ଛକ ନିକଟରେ ଆତଙ୍କ ଖେଳାଇଥିବା ବେଳେ ତାଙ୍କୁ କାବୁ କରିବାକୁ ଯାଇଥିଲେ ଏସ୍‌ଆଇ ସମ୍ବିତ…

ଅଟୋରେ ଘରକୁ ଫେରୁଥିଲେ , ଗାଁ ରାସ୍ତାରେ ଦୁଇ ଜଣଙ୍କୁ ଖଣ୍ଡାରେ ହାଣିଲେ !

ଗଞ୍ଜାମ : ଖଲ୍ଲିକୋଟ ରମ୍ଭା ଥାନା ବଡରାମପଲ୍ଲୀ ଗାଁ ନିକଟରେ  ଅଭାବନୀୟ ଘଟଣା ଘଟିଛି । ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି  । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଗାଁ ରାସ୍ତାରେ ଖଣ୍ଡାରେ ହାଣିଛନ୍ତି ଦୁର୍ବୁତ୍ତ ।…

ପୁଣି ରକ୍ତ ରଞ୍ଜିତ ହେଲା ମା ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଚଳଚଞ୍ଚଳ ପୁରା କଳାହାଣ୍ଡି

କଳହାଣ୍ଡି : ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରା କଳାହାଣ୍ଡି ସହର । ମାଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ହଜାର ହଜାର…

ଫିକା ପଡିପାରେ ଦଶହରା : ଅବପାତର ରୂପ ନେଲା ଲଘୁଚାପ; ୨୭ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ବର୍ତ୍ତମାନ ପାରଦୀପଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି । ମଧ୍ୟାହ୍ନଠାରୁ ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବକୁ…

ଚାଲିଛି ପୂଜା , ଲାଗୁଛି ଗହଳି : ଶକ୍ତିପୀଠରେ ଆଜି ମହାନବମୀ, ମଣ୍ଡପରେ ମହାଷ୍ଟମୀ ପୂଜା; ଭକ୍ତିମୟ ପରିବେଶରେ ଚାଲିଛି…

ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ମହାନବମୀ ପୁଜା ଚାଲିଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହାଷ୍ଟମୀ ପୂଜା । ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମହାଷ୍ଟମୀ ପୂଜା କରିବା…

ସରିଲା ‘ସାଥିଆ ପ୍ରଶିକ୍ଷଣ’ : କିଶୋର ଯୌନ ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱ

କଳିଙ୍ଗନଗର : ସରିଲା ସୁକିନ୍ଦା ବ୍ଲକ ସମ୍ମିଳନୀ କକ୍ଷରେ ଟାଟା ଷ୍ଟିଲ୍ ଫାେଉଣ୍ଡସନର ରିସ୍ତା ପ୍ରକଳ୍ପ ପକ୍ଷରୁ ତିନି ଦିନିଆ ‘ସାଥିଆ ପ୍ରଶିକ୍ଷଣ' କାର୍ଯ୍ୟକ୍ରମ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାଲ୍ୟ ବିବାହ ହାର ହ୍ରାସ ଏବଂ କିଶୋର  ଯୌନ ସ୍ୱାସ୍ଥ୍ୟ ବିଷୟରେ ସେଚତନତା ସୃଷ୍ଟି କରିବାକୁ…

ରମାଦେବୀ ଯୁକ୍ତ ୨ ହଷ୍ଟେଲରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ, ତଦନ୍ତ ଲାଗି ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରମାଦେବୀରେ ରାଗିଂ ହୋଇଥିବା ଅଭିଯୋଗ ଆସିଛି। ଅଭିଯୋଗ ଆଣିଛନ୍ତି ଯୁକ୍ତ ୨ ହଷ୍ଟେଲ ଛାତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ। ସେପଟେ ଅଭିଯୋଗକୁ ଖଣ୍ଡନ କଲେ ଅଧ୍ୟକ୍ଷା। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ,…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ହ୍ୱାଟସଆପ୍ ଜରିଆରେ ଟିକେଟ ବୁକ୍ କରିପାରିବେ ପର୍ଯ୍ୟଟକ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଏଣିକି ନନ୍ଦନକାନନ ଗଲେ ଆଉ ଧାଡିରେ ଛିଡା ହେବାକୁ ପଡିବନି। କାରଣ ଏବେଠାରୁ ଆରମ୍ଭ ହୋଇଯାଇଛି ଡିଜିଟାଲ୍ ବୁକିଂ। ତାହା ପୁଣି ଗୋଟିଏ ମିନିଟରେ। ହ୍ବାଟସ୍ ଆପ୍ ଜରିଆରେ ଟିକେଟ କାଟିପାରିବେ ପର୍ଯ୍ୟଟକ। ଶନିବାର ଏକ କାର୍ଯ୍ୟକ୍ରମରେ ଅନଲାଇନ୍…

ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ସିଂହଦ୍ଵାର ସମ୍ମୁଖରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ…

ନୌସେନା ଜାହାଜରେ କ୍ରିୟୁ ମେମ୍ବର ଅସୁସ୍ଥ, ପାରାଦୀପ ବନ୍ଦରରେ ଆଇଏନଏସ ଦର୍ଶକର ଏମର୍ଜେନ୍ସି ବାର୍ଥିଂ

ଜଗତସିଂହପୁର: ପାରାଦୀପ ବନ୍ଦରରେ ନୌସେନା ଜାହାଜର ଏମର୍ଜେନ୍ସି ବାର୍ଥିଂ ହୋଇଛି। ସୂଚନାନୁସାରେ, ଭାରତୀୟ ନୌସେନାର ସର୍ବେ ସିପ୍, ଆଇଏନଏସ ଦର୍ଶକରେ ଥିବା ଜଣେ କ୍ରିୟୁ ସଦସ୍ୟଙ୍କର ଦେହ ଅସୁସ୍ଥ ହେବାରୁ ଜରୁରୀକାଳୀନ ବାର୍ଥିଂ ହୋଇଥିବା ସୂଚନା ରହିଛି। ପାରାଦୀପ ବନ୍ଦରର ଏମପିଭି ବାର୍ଥରେ…