Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଛା ହେବେ ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ, ଗଠିତ ହେଲା ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର: ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ। ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ବେଷ୍ଟ ଲେଜିସ୍ଲେଟର ଆୱାର୍ଡ ରୁଲ୍ସ-୨୦୦୨ ଅନୁଯାୟୀ ଏହି…

ଓଡ଼ିଶା ପୋଲିସ୍‌ରେ ବଡ଼ ନିଯୁକ୍ତି ଘୋଷଣା, ପୂରଣ ହେବ ୭,୬୬୪ ପଦବୀ

ଭୁବନେଶ୍ୱର: ଓଡ଼ିଶା ସରକାର ପୋଲିସ ଏବଂ ୟୁନିଫର୍ମ ସେବାର ବିଭିନ୍ନ ବର୍ଗରେ ୭,୬୬୪ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାରୀ ସୂତ୍ର ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OUSSSC) ଦ୍ୱାରା ପରିଚାଳିତ ହେବ।…

ପାଇଖାନା ଭିତରେ ମା-ପୁଅଙ୍କୁ ଥାନା ଅଧିକାରୀଙ୍କ ଥାର୍ଡ ଡିଗ୍ରୀ ଅଭିଯୋଗ

କେନ୍ଦ୍ରାପଡ଼ା: ପାଇଖାନା ଭିତରେ ମା’ପୁଅଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ ଓ ହାବିଲଦାର ମାଡ଼ ମାରିଥିବା ଅଭିଯୋଗ। ମା’କୁ ଅର୍ଦ୍ଧଉଲଗ୍ନ କରି ସର୍ବସମ୍ମୁଖରେ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ପୁଅର ତଣ୍ଟି ଚିପି…

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା

ଭୁବନେଶ୍ୱର: ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଭାରତୀୟ ନିର୍ବାଚନ କମିଶନ (ECI) ବୁଧବାର ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଜୁନ୍ ୧୮ ତାରିଖରେ ଓଡ଼ିଶାରୁ ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନେଇ ଘୋଷଣା କରିଛନ୍ତି। ECI ଦ୍ୱାରା ଜାରି ଏକ ପ୍ରେସ୍…

ଗଞ୍ଜାମର କୁଖ୍ୟାତ ଡ୍ରଗ୍ସ ମାଫିଆକୁ ରାଜଧାନୀରେ ଏନକାଉଣ୍ଟର

ଭୁବନେଶ୍ୱର: ରାଜଧାନୀରେ କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ୍‌ ମାଝୀକୁ ଏନ୍‌କାଉଣ୍ଟର୍। ଇନଫୋ ଭ୍ୟାଲି ଥାନା ଅଞ୍ଚଳରେ ଡ୍ରଗ୍ସ ଡିଲ ବେଳେ ପପୁନ ମାଝୀକୁ ଗୁଳି କଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍। ଗଞ୍ଜାମ ଜଗନ୍ନାଥପ୍ରସାଦ ଅଂଚଳର ଡ୍ରଗ୍ସ ମାଫିଆ ପପୁନ୍‌। ସ୍ପେସାଲ କ୍ରାଇମ…

ରାଜ୍ୟରେ ହିଟ୍ ୱେବ ପ୍ରଭାବ, ଆହୁରି ୨ ଦିନ କଲବଲ କରିବ ତାତି

ଭୁବନେଶ୍ବର: ସପ୍ତାହେ ହେଲା ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ତାତିରୁ ମିଳୁନି ତ୍ରାହି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଆକାଶରୁ ନିଆଁବର୍ଷା ଜାରି ରହିଛି। ଉପକୂଳର ଗୁଳୁଗୁଳି ଅଂଶୁଘାତ ସମ୍ଭାବନାକୁ ବଢ଼ାଉଛି।…

ସର୍ବାଧିକ ଶକ୍ତିସମ୍ପନ୍ନ ୱେଲ୍ଡେଡ୍ ପାଇପ୍ ଉତ୍ପାଦନ କରିବାରେ ବିଶ୍ୱର ପ୍ରଥମ ଇସ୍ପାତ କମ୍ପାନୀ ଏଏମ୍/ଏନଏସ୍ ଇଣ୍ଡିଆ

ଭୁବନେଶ୍ୱର: ଆମେରିକୀୟ ବ୍ୟୁରୋ ଅଫ ସିପ୍ପିଂ (ଏବିଏସ୍) ଦ୍ୱାରା ସ୍ଵୀକୃତିପ୍ରାପ୍ତ ତଥା ସାମୁଦ୍ରିକ ଇଞ୍ଜିନିୟରିଂ ପ୍ରକଳ୍ପରେ ବ୍ୟବହୃତ ସର୍ବାଧିକ ଶକ୍ତିସମ୍ପନ୍ନ ୱେଲ୍ଡିଂ ପାଇପ୍ (ଇକ୍ୟୁ୭୦ଗ୍ରେଡ୍) ଉତ୍ପାଦନ କରିବାରେ ବିଶ୍ୱର ପ୍ରଥମ ଇସ୍ପାତ କମ୍ପାନୀ ଭାବେ ଆର୍ସଲରମିତ୍ତଲ ନିପ୍ପନ୍…

ବରିଷ୍ଠ ସାମ୍ବାଦିକ ପୁଷ୍ପମିତ୍ର ମହାନ୍ତିଙ୍କ ଦେହାନ୍ତ

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ପୁଷ୍ପମିତ୍ର ମହାନ୍ତିଙ୍କ ମଙ୍ଗଳବାର ଦିନ କଟକସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଛି। ଏନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ‌ଦିଆଯାଇଛି। ପରିବାର ଲୋକଙ୍କ କହିବାନୁଯାୟୀ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଦୈନିକ ଖବରକାଗଜ ‘ସମ୍ବାଦ’ର ବିଭିନ୍ନ…

୨୭ରୁ ସ୍ନାତକ ନାମଲେଖା ଆବେଦନ

ଭୁବନେଶ୍ୱର: ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଡିଗ୍ରୀ କଲେଜଗୁଡ଼ିକରେ ସ୍ନାତକ (+୩) ପ୍ରବେଶ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁଥିରେ ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ SAMS ମାଧ୍ୟମରେ ଆବେଦନ କରିବାକୁ ଆମନ୍ତ୍ରଣ କରାଯାଇଛି। କମନ୍ ଆବେଦନ ଫର୍ମ (CAF)…

ଆଇପିଏଲ୍ ବେଟିଂ ବିରୋଧରେ ଅଭିଯାନ; ୭୬ ଲକ୍ଷରୁ ଅଧିକ ଟଙ୍କା ଜବତ, ୧୮ ଗିରଫ

ଭୁବନେଶ୍ବର: ଇଣ୍ଡିଆନ୍‌ ପ୍ରିମିଅର୍‌ ଲିଗ୍‌ (ଆଇପିଏଲ୍‌ ୨୦୨୬) ବେଟିଂ ବିରୁଦ୍ଧରେ ଓଡ଼ିଶା ପୋଲିସ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୋଟ ୪ଟି ମାମଲା ରୁଜୁ କରାଯାଇଥିବା ବେଳେ, ସାରା ରାଜ୍ୟରୁ ମୋଟ ୩୬ ଲକ୍ଷ ୮୫ ହଜାର ୨୦୦…