Latest Odisha News

BREAKING NEWS

Browsing Category

ଓଡିଶା

Odisha

Debashish Quit BJD: ବିଜେଡିକୁ ବାଏ ବାଏ କହିଲେ ସାଂସଦ ଦେବାଶିଷ୍

ଭୁବନେଶ୍ବର: ବିଜେଡିକୁ ବଡ ଝଟକା । ଦଳ ଛାଡିଲେ ବରିଷ୍ଠ ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସୋମବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜର ଇସ୍ତଫା ପତ୍ର ପଠାଇ ଦଳ ତ୍ୟାଗ କରିଛନ୍ତି । ତେବେ…

ବାହର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଏନସିବି, ୨ ଆନ୍ତଃରାଜ୍ୟ ନିଶା ମାଫିଆ ଗିରଫ

ଭୁବନେଶ୍ୱର: ଓଡ଼ିଶାରୁ ବାହାର ରାଜ୍ୟକୁ ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଘଟଣାରେ ୨କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ସହ ୨ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରାଯାଇଛି । ଗିରଫ ୨ ଆନ୍ତଃରାଜ୍ୟ ନିଶା ମାଫିଆ ହେଲେ ଏମ୍ .ଡି…

ଭାଇରାଲ ଭିଡିଓ ପରେ ବ୍ରହ୍ମପୁରରେ ପୋଲିସର କାର୍ଯ୍ୟାନୁଷ୍ଠାନ, ଅଭିଯୁକ୍ତକୁ ଏନକାଉଣ୍ଟର

ବ୍ରହ୍ମପୁର: ଅମ୍ବିକା ନଗରରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଘଟଣା ପରେ ବ୍ରହ୍ମପୁରରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି। ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର କିଛି ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଅପରେସନ ଆରମ୍ଭ…

ପୋଷ୍ଟ ଅଫିସରେ ୫୦ କୋଟିର ମହାଘୋଟାଲା! ୫ ହଜାରରୁ ଊର୍ଦ୍ଧ୍ୱ ଜମାକାରୀଙ୍କ ଆକାଉଣ୍ଟରୁ ଉଡ଼ିଗଲା ଟଙ୍କା

ଜୟପୁର: ଜୟପୁର ପୋଷ୍ଟାଲ୍‌ ଡିଭିଜନ୍‌ ଅଧୀନରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଛି। ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରାଯାଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁସାରେ, ପ୍ରାୟ ୫ ହଜାରରୁ ଅଧିକ…

ତେଲ ଦର ବୃଦ୍ଧିର ସିଧା ପ୍ରଭାବ: ରାଜଧାନୀ ବଜାରରେ ମହଙ୍ଗା ଝଟକା, ପରିବାଠୁ ଡାଲି ଯାଏଁ ସବୁ ଉପରମୁହାଁ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଏବେ ସିଧାସଳଖ ଭାବେ ସାଧାରଣ ଖାଉଟିଙ୍କ ରୋଷେଇ ଘରେ ପହଞ୍ଚିଛି। ଏଲ୍‌ପିଜି, ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ଏବେ ଖାଦ୍ୟ ସାମଗ୍ରୀ ଓ କଞ୍ଚା ପରିବା ଦର ମଧ୍ୟ ଉପରମୁହାଁ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଖାଉଟିଙ୍କ ଉପରେ…

ବିଜେଡିକୁ ବାଏ ବାଏ କହିବେ ସାଂସଦ ଦେବାଶିଷ ସାମନ୍ତରାୟ! ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର

କଟକ: ବିଜେଡି ରାଜନୀତିରେ ପୁଣି ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିପାରନ୍ତି ବୋଲି ରାଜନୈତିକ ମହଲରେ ଜୋରଦାର ଆଲୋଚନା ଚାଲିଛି। ଦେବାଶିଷ ଏବେ ରାଜ୍ୟ ବାହାରେ ଥିବାରୁ ଏନେଇ ତାଙ୍କର କୌଣସି ସ୍ପଷ୍ଟ ପ୍ରତିକ୍ରିୟା…

ଏନକାଉଣ୍ଟର ପରେ ବି କମୁନି ଖାତିର୍: ବ୍ରହ୍ମପୁର ବିଚ୍ ରାସ୍ତା ଉପରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପୁଣି ଅପରାଧୀଙ୍କ ଦୌରାତ୍ମ୍ୟ ସାମ୍ନାକୁ ଆସିଛି। ବଡ଼ବଜାର ଥାନା ଅନ୍ତର୍ଗତ ଅମ୍ବିକା ନଗର ଅଞ୍ଚଳରେ ଗତକାଲି ରାତିରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ଆକ୍ରମଣରେ ବଡ଼ବଜାର ଅଞ୍ଚଳର ମଙ୍ଗଳା ବେହେରା ଗୁରୁତର ଆହତ ହୋଇଛନ୍ତି। ସୂଚନା…

ଅପରେସନ୍ ସିନ୍ଦୂରର ସଫଳ ନାୟକ ‘ଆନାଡ୍ରୋନ୍ ସିଷ୍ଟମ୍ସ’କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା; ଭବିଷ୍ୟତ…

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପାୟନର ପ୍ରସାର, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ଏବଂ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି…

ସୁନା ଗହଣା ଚୋରି ଘଟଣାର ପର୍ଦ୍ଦାଫାଶ; ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବରଗଡ଼:ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି । ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ସୁନା ଗହଣା ଚୋରି ହୋଇଥିଲା । ପୋଲିସ ୨୪ଘଣ୍ଟା ମଧ୍ୟରେ ଏଥିରେ ସମ୍ପୃକ୍ତ ୪ଅଭିଯୁକ୍ତଙ୍କୁ ଗିରଫ କରିବା…

Love Tragedy:ସୋସିଆଲ ମିଡିଆରେ ବିଷ ପିଇ ଭିଡିଓ ପୋଷ୍ଟ କଲେ ଯୁବକ… ହାରିଲେ ଜୀବନ

ମୟୂରଭଞ୍ଜ:ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ଯୁବକ ହେଲେ ମାଣିନ୍ଦା ଗାଁର ବ୍ରହ୍ମାନନ୍ଦ ଗିରି । ୭ ବର୍ଷ ଧରି ପାଖ ଜଣେ ଯୁବତୀଙ୍କୁ ଭଲ…