Latest Odisha News

BREAKING NEWS

Browsing Category

ଓଡିଶା

Odisha

ତୁଟିଲା ରଥଖଳା କଳି, ପୁଣି ଆରମ୍ଭ ହେଲା ରଥ କାମ

ପୁରୀ: ତୁଟିଲା ବିବାଦ, ଚାଲିଲା ରଥକାମ। ରଥଖଳା ବିବାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବ ପରି ପୁଣି ଥରେ ରଥଖଳାରେ ଆରମ୍ଭ ହେଲା ତିନି ରଥର ନିର୍ମାଣ କାର୍ଯ୍ୟ। ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଉନ୍ନୟନ ପ୍ରଶାସକଙ୍କ ସହ ଆଲୋଚନା…

ସ୍କୁଲ ବହିରେ ଭୁଲ୍ ପ୍ରସଙ୍ଗ: ସମୀକ୍ଷା ବୈଠକରେ ସିଧାସଳଖ ତ୍ରୁଟିପୂର୍ଣ୍ଣ ପୁସ୍ତକ ମାଗି ଦେଖିଲେ ମୁଖ୍ୟମନ୍ତ୍ରୀ,…

ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ଭୁଲ୍ ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଶାସକ ଓ ବିରୋଧୀ ମଧ୍ୟରେ ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି ଚାଲିଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ଏଥିରେ ସିଧାସଳଖ ହସ୍ତକ୍ଷେପ କରିଛନ୍ତି। ସେକ୍ରେଟେରିଏଟ୍‌ରେ ଅନୁଷ୍ଠିତ…

ଚାମେଲି ଓଝା ବିବାଦ; ହାଇକୋର୍ଟରେ ଦାୟର ହେଲା ମାମଲା, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ

କେନ୍ଦ୍ରାପଡ଼ା: ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଜାମିନ ମିଳିଛି। ଏହି ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ହାଇକୋର୍ଟରେ ଦାୟର ହୋଇଛି ମାମଲା। SIT ତଦନ୍ତ ଦାବିରେ ଦାୟର ହେଲା ଜନସ୍ୱାର୍ଥ ମାମଲା। ସମ୍ବେଦନଶୀଳ ମାମଲାର ତଦନ୍ତ ପାଇଁ…

ସ୍କୁଲ ବହିରେ ଭୁଲକୁ ନେଇ ତେଜିଲା ରାଜନୀତି: ‘ଗେରୁଆ ନୀତି’କୁ ନେଇ ବିଜେଡିର ହମଲା, ଅତୀତ ମନେପକାଇ ବିଜେପିର ପାଲଟା…

ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ବଣ୍ଟାଯାଇଥିବା ପାଠ୍ୟପୁସ୍ତକରେ ବ୍ୟାପକ ପ୍ରିଣ୍ଟିଂ ମିସଟେକକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସ୍କୁଲ ଖୋଲିବା ପୂର୍ବରୁ ଏହି ଘଟଣାକୁ ନେଇ ସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକଙ୍କର ରହିଛି ନଜର। ସରକାରୀ ସ୍ତରରେ ଭୁଲ୍ ସଂଶୋଧନ…

Medical Negligence Alleged: ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା;ଡାକ୍ତରଙ୍କୁ କଲେ ଆକ୍ରମଣ

ମାଲକାନଗିରି: ମାଲକାନଗିରି ସଦର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ୮ମାସର ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି ଲୋକ । ମୃତ ମହିଳା ହେଲେ ବନ୍ଦନା ମଣ୍ଡଳ । ପରିବାର ଲୋକଙ୍କ କହିବା ଅନୁସାରେ ,ଗତକାଲି ରାତିରେ…

ଏମବିବିଏସ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଘନେଇଲା ରହସ୍ୟ, ଓଏଏସ ପ୍ରେମିକ ଗିରଫ ପରେ ଏବେ ଡିଜିଟାଲ ପ୍ରମାଣ…

କଟକ: ଏମବିବିଏସ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାକୁ ପ୍ରାୟ ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ଏହା ପଛରେ ଥିବା ରହସ୍ୟ ଉପରୁ ପରଦା ହଟିପାରି ନାହିଁ। ଦିନକୁ ଦିନ ଏହି ସସପେନ୍ସ ଅଧିକ ଜଟିଳ ହେବାରେ ଲାଗିଛି। ପ୍ରେମ ବ୍ୟାପାର କିମ୍ବା ସମ୍ପର୍କରେ ସୃଷ୍ଟି ହୋଇଥିବା ତିକ୍ତତାକୁ…

ବଦଳି ପାଇଁ ବଡ଼ ଜାଲିଆତି: ବିଧାନସଭା ଉପବାଚସ୍ପତିଙ୍କ ନକଲି ପ୍ୟାଡ୍ ଓ ଦସ୍ତଖତ ବ୍ୟବହାର କରି ସରକାରୀ ଯନ୍ତ୍ରୀ ଅଟକ

ଭୁବନେଶ୍ୱର: ନିଜ ଇଚ୍ଛା ମୁତାବକ ସ୍ଥାନକୁ ବଦଳି କରାଇବା ପାଇଁ ଜଣେ ସରକାରୀ ଯନ୍ତ୍ରୀ ସାଙ୍ଘାତିକ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତିଙ୍କ ନକଲି ଲେଟରପ୍ୟାଡ୍ ଏବଂ ଜାଲ୍ ଦସ୍ତଖତ ପ୍ରସ୍ତୁତ କରି ସରକାରୀ କର୍ମଚାରୀଙ୍କ ବଦଳି ସୁପାରିସ କରିବା…

ସ୍କୁଲ ବହିରେ ଭୁଲ୍ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ବଣ୍ଟାଯାଇଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ପାଠ୍ୟପୁସ୍ତକରେ କେତେକ ପ୍ରିଣ୍ଟିଂ ଭୁଲ୍ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ…

ଶୀତଳଷଷ୍ଠୀ ପାଇଁ ୨୦ରେ ସମ୍ୱଲପୁରରେ ସରକାରୀ ଛୁଟି

ଭୁବନେଶ୍ବର: ଓଡ଼ିଶା ସରକାର ପ୍ରସିଦ୍ଧ ଶୀତଳ ଷଷ୍ଠୀ ପର୍ବ ପାଇଁ ଜୁନ୍ ୨୦ ତାରିଖରେ ସମ୍ବଲପୁରରେ ଛୁଟି ଘୋଷଣା କରିଛନ୍ତି। ଉତ୍ତର ଆରଡିସିଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଉପଖଣ୍ଡର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।ଏହି ସମୟରେ ମହୋତ୍ସବକୁ…

ଓଡ଼ିଶାରେ ପ୍ରଳୟଙ୍କରୀ କାଳବୈଶାଖୀ ଆଲର୍ଟ! ପ୍ରବଳ ପବନ ସହ ବର୍ଷା ଆଶଙ୍କା, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ଭୁବନେଶ୍ୱର: ଓଡ଼ିଶାରେ ଏବେ ଏକ ଅଭାବନୀୟ ଦ୍ଵିମୁଖୀ ପାଗ ଦେଖିବାକୁ ମିଳିଛି। ରାଜ୍ୟର ଗୋଟିଏ ପଟେ କାଳବୈଶାଖୀ ଜନିତ ବର୍ଷା ଓ ଝଡ଼ତୋଫାନର ସମ୍ଭାବନା ଥିବା ବେଳେ ଅନ୍ୟପଟେ ପଶ୍ଚିମାଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି ଚରମ ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ…