Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଣଦୁଷ୍କର୍ମ ପରେ ନାବାଳିକା ପିଇଲା ବିଷ, ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ

ବାଲେଶ୍ୱର: ଜିଲ୍ଲାର ଏକ ହୋଟେଲରେ ପ୍ରେମିକ ସମେତ ତିନି ଜଣ ଯୁବକଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହେବା ପରେ ଜଣେ ନାବାଳିକା ବିଷ ପିଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଲାଞ୍ଚ ମାମଲାରେ ଆରଆଇଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଦେଲେ କୋର୍ଟ

କୋରାପୁଟ: ଲାଞ୍ଚ ମାମଲାରେ କୋରାପୁଟ ଜିଲ୍ଲା ଭିଜିଲାନ୍ସ କୋର୍ଟ ଜଣେ ପୂର୍ବତନ ଉନ୍ନୟନ କିରାଣୀଙ୍କୁ 3 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ସିଡିପିଓଙ୍କ କାର୍ଯ୍ୟାଳୟର ପୂର୍ବତନ କିରାଣୀ ପ୍ରକାଶ କୁମାର ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ତଦନ୍ତ…

ଚରମ ଅବହେଳା, ଠକେଇ ଅଭିଯୁକ୍ତକୁ ମିଳିଲା ଜାମିନ କିନ୍ତୁ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଛାଡିଲା ଝାରପଡା ଜେଲ

ଭୁବନେଶ୍ୱର: ଜଣଙ୍କୁ ମିଳିଲା ଜାମିନ କିନ୍ତୁ ଆଉ ଜଣଙ୍କୁ ଛାଡିଲା ଝାରପଡା ଜେଲ। ଶାସନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଝାରପଡା ଜେଲର ଏଭଳି ଖାମଖିଆଲ ନୀତି ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଜେଲ ପ୍ରଶାସନ କାଠଗଡ଼ାରେ। ଝାରପଡ଼ା ସ୍ୱତନ୍ତ୍ର ଜେଲ୍ କର୍ତ୍ତୃପକ୍ଷ ଏକ…

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କିନ୍ତୁ ଶାସନ ବ୍ୟବସ୍ଥାକୁ କେଞ୍ଚିଲେ ପ୍ରଭୁ ଚାଓ୍ୱଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଲମ୍ବା ମଣିଷ କିନ୍ତୁ ଛୋଟ ଗାଡ଼ିରେ ଯିବା ଆସିବା କରନ୍ତି। ସେ କଥା କମ୍, କାମରେ ବିଶ୍ବାସ କରନ୍ତି। ସେ ସଭାରେ ହାତ ହଲାଇ ଦେଲେ ଲୋକଙ୍କ ଭୋଟ ବର୍ଷା ହୁଏ। ଜାତୀୟ ଇଂରାଜୀ ଗଣମାଧ୍ୟମ ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର 'ଓଡ଼ିଶା ଲିଟେରାରୀ…

୫୦ ହଜାର ଗାଁରେ ମହିଳା ସଂରକ୍ଷଣ ବିଲକୁ ନେଇ ସଚେତନ କରାଇବ ଓଡ଼ିଶା ବିଜେପି

ଭୁବନେଶ୍ୱର: ଓଡିଶାର ୫୦ ହଜାର ଗାଁରେ ମହିଳା ସଂରକ୍ଷଣ ବିଲ୍ ପାଇଁ ସଂସଦର ଅନୁମୋଦନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଅଭିଯାନ ଆରମ୍ଭ କରିବ ଭାରତୀୟ ଜନତା ପାର୍ଟି। ଶନିବାର ଭୁବନେଶ୍ୱରରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ…

ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଓଡ଼ିଶାରେ ନିର୍ବାଚନ ଲଢ଼ି ଜିତିବ ବିଜେପି: ଧର୍ମେନ୍ଦ୍ର

ଭୁବନେଶ୍ୱର: ଶନିବାର ଭୁବନେଶ୍ୱରରେ ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ନିର୍ବାଚନ ଲଢିବ। ଆମେ ମହାରାଷ୍ଟ୍ର ଓ ହରିଆଣାରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଧାନସଭା ନିର୍ବାଚନ ଲଢ଼ି…

ରାଜନୈତିକ ଉଦ୍ଦେଶ୍ୟ ରଖି ଗଣମାଧ୍ୟମ ସଂସ୍ଥାକୁ ବିଜେଡି ସରକାର ଟାର୍ଗେଟ କରୁଛି: ବୈଜୟନ୍ତ

କେନ୍ଦ୍ରାପଡା: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ରାଜ୍ୟରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ବିଜେଡି ନେତୃତ୍ୱାଧୀନ ସରକାରକୁ କଟାକ୍ଷ କରି ଜୟ ପଣ୍ଡା କହିଛନ୍ତି, ପୂର୍ବରୁ କିଛି ଗଣମାଧ୍ୟମ ସଂସ୍ଥା ସରକାରଙ୍କ ଟାର୍ଗେଟରେ…

ଚାକିରି କରାଇଦେବାକୁ କହି ଆଶାୟୀଙ୍କୁ ଠକେଇ, ଗିରଫ ହେଲେ ଉତ୍କଳ ବିଶ୍ବବିଦ୍ୟାଳୟର କର୍ମଚାରୀ

ଭୁବନେଶ୍ୱର: ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ବହୁ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଉତ୍କଳ ବିଶ୍ବବିଦ୍ୟାଳୟର ଜଣେ କର୍ମଚାରୀଙ୍କୁ ଶନିବାର ଭୁବନେଶ୍ୱରରେ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ମାଧବ ଚରଣ ସେଠୀ। ସେ ଉତ୍କଳ ବିଶ୍ବବିଦ୍ୟାଳୟର…

ସିସୋର ଚିଟଫଣ୍ଡ ଠକେଇ, ୯ ବର୍ଷ ପରେ ପ୍ରଭାତ ବିଶ୍ବାଳଙ୍କ ବିରୋଧରେ ସିବିଆଇର ଚାର୍ଜସିଟ୍

ଭୁବନେଶ୍ୱର: କୋଟି କୋଟି ଟଙ୍କାର ସିସୋର ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ଦାୟିତ୍ୱ ନେବାର ୯ ବର୍ଷରୁ ଅଧିକ ସମୟ ବିତିବା ପରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କ ବିରୋଧରେ ସିବିଆଇ ଶନିବାର ଚାର୍ଜସିଟ୍ ଦାଖଲ କରିଛି। ମନି ଲଣ୍ଡରିଂ…