Latest Odisha News

BREAKING NEWS

Browsing Category

ଓଡିଶା

Odisha

Matric Exam: ଏଥର ରାଜ୍ୟର ୩୦୮୨ ସେଣ୍ଟରରେ ହେବ ମାଟ୍ରିକ୍ ପରୀକ୍ଷା: କାଲିଠୁ ଯିବ ପ୍ରଶ୍ନପତ୍ର

କଟକ: ଏଥର ରାଜ୍ୟର ୩୦୮୨ ସେଣ୍ଟରରେ ହେବ ମାଟ୍ରିକ୍ ପରୀକ୍ଷା। ମାଟ୍ରିକ ପରୀକ୍ଷା ପାଇଁ କାଲିଠୁ ଯିବ ପ୍ରଶ୍ନପତ୍ର, ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା। ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି। ମାଟ୍ରିକ୍ ପାଇଁ ୫…

ହାଇକୋର୍ଟରେ ଖାରଜ ହେଲା ବିଧାୟକ ବାବୁ ସିଂଙ୍କ ଆବେଦନ

ଭୁବନେଶ୍ୱର: ବିଧାୟକ ବାବୁ ସିଂଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ । ଭୁବନେଶ୍ୱର ଏକାମ୍ର ନିର୍ବାଚନୀ ମାମଲାରେ ଆବେଦନ ଖାରଜ ହୋଇଛି । ବିନା ଶୁଣାଣିରେ ମାମଲା ଖାରଜ କରିବାକୁ କରିଥିଲେ ଆବେଦନ । ନିର୍ବାଚନୀ ମାମଲାର ଶୁଣାଣି ହେବ କହିଲେ ହାଇକୋର୍ଟ । ସପଟେ, ହାଇକୋର୍ଟରେ ଆଗକୁ ବଢ଼ିଛି…

ସାତ୍ୟକୀ ମିଶ୍ରଙ୍କୁ ହତ୍ୟା ଧମକ, ସୁରକ୍ଷା ମାଗିଲେ ଓଲିଉଡ୍ ଅଭିନେତା

ଭୁବନେଶ୍ବର: ଓଲିଉଡ ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ଧମକ ମିଳିଥିବା ସୂଚନା ରହିଛି । ପୁସ୍ତକ ପ୍ରକାଶନ ସଂସ୍ଥା ‘କଟକ ଷ୍ଟୁଡେଣ୍ଟ ଷ୍ଟୋର’ ମାଲିକାନାକୁ ନେଇ ବିବାଦ ରହିଥିବା କୁହାଯାଉଛି ।…

Lice Infestation: ଉକୁଣୀ ନେଲା ନାବାଳିକାର ଜୀବନ !

ପୁରୀ: ଉକୁଣୀ ପାଇଁ ଚାଲିଗଲା କୁନି ଝିଅର ଜୀବନ। ପରିବାର ଲୋକଙ୍କ ଦାୟିତ୍ବହୀନତା ଯୋଗୁଁ ୧୨ ବର୍ଷିୟା ନାବାଳିକାର ଅକାଳରେ ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ। ମୃତକ ହେଲେ ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ।…

Naveen Patnaik: ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମଣ୍ଡିରେ ଚାଷୀ ହଇରାଣ ହେବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିବା କ୍ଷେତ୍ରରେ ଚରମ ବିଫଳତା ସମ୍ବନ୍ଧେରେ ଚିଠିକେ ଉଲ୍ଲେଖ କରିଛନ୍ତି ନବୀନ । ନବୀନ…

ସୁର ରାଉତରାୟଙ୍କ ୟୁଟର୍ଣ୍ଣ, ପୁଣି ନିର୍ବାଚନ ଲଢ଼ିବା ନେଇ ସଙ୍କେତ ଦେଲେ

ଭୁବନେଶ୍ବର: ପୁଣି ନିର୍ବାଚନ ଲଢିବେ କହିଲେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ସେ ଗଣମାଧ୍ୟମକୁ ପ୍ରକିକ୍ରିୟା ଦେଇ କହିଛନ୍ତି ଯେ, ଆମ ପାଖରେ ଶକ୍ତି, ସଂଗଠନ ଏବଂ ପଇସା ଅଛି । ଲୋକଙ୍କ ସହ ମିଶୁଛୁ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛି । ପୁଣିଥରେ ଏଥର ଜଟଣୀରେ କଂଗ୍ରେସ ଆସିବା…

କଳାବ୍ୟାଜ୍ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇବେ ବିଦ୍ୟୁତ୍ କର୍ମଚାରୀ

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ସଂଗ୍ରାମ ମହାମଞ୍ଚ। ସୋମବାରଠାରୁ ୧୩ ତାରିଖ ପର୍ଯ୍ୟନ୍ତ କର୍ମଚାରୀମାନେ କଳାବ୍ୟାଜ୍ ପରିଧାନ କରିବେ। ୧୩ ତାରିଖ ଦିନ ଟିପିସିଓଡିଏଲର ୨୦ଟି ଡିଭିଜନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ୧୭ରୁ ଅନିର୍ଦିଷ୍ଟ…

ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ଯବାନ

ରାଉରକେଲା: ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ଯବାନ। ଲାଠିକଟା ଥାନା ମାଟକଝରଣ ଗାଁରେ ଅଭାବନୀୟ ଘଟଣା ଘଟିଛି। କ୍ୟାମ୍ପ ଭିତରେ ନିଜକୁ ଗୁଳି କଲେ ସିଆର୍‌ପିଏଫ୍ ଯବାନ। ମୃତକ ସୁବାସ ପ୍ରସାଦ, ହାବିଲଦାର ରାଙ୍କ୍‌ର। ଗୁଳିମାଡ଼ର କାରଣ ଅସ୍ପଷ୍ଟ। ସୋମବାର ସକାଳେ ରାଉରକେଲା ପୋଲିସ…

Marijuna Seized: କାଲିମେଳା ପୋଲିସକୁ ବଡ଼ ସଫଳତା, କୋଟିଏ ଟଙ୍କାର ନୀଳ ଜହର ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଭେଜାଙ୍ଗିୱାଡ଼ା ଜଙ୍ଗଲରୁ ୧ କୁଇଣ୍ଟାଲ ୨୫୦ କେଜିର ଗଞ୍ଜେଇ ଜବତ କରିଛି କାଲିମେଳା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ହୋଇଥିବା ସୂଚନା । ତେବେ କାରବାରରେ ଜଡିତ କାହାକୁ ଗିରଫ କରାଯାଇପାରିନାହିଁ । ଭେଜାଙ୍ଗିୱାଡା ଅଞ୍ଚଳରେ…

କମିବ ଦୁର୍ନୀତି, ଆସିବ ସ୍ୱଚ୍ଛତା: ଅନଲାଇନ୍‌ରେ ହେବ ଅଭିଯୋଗ ସମାଧାନ

ଭୁବନେଶ୍ୱର: ଆଉ ରହିବନି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହଜିବାର ଚିନ୍ତା। ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକରେ କମିବ କାଗଜପତ୍ରରେ କାରବାର। କମିବ ଦୁର୍ନୀତି, ଆସିବ ସ୍ୱଚ୍ଛତା। କାରଣ ରାଜ୍ୟର ସମସ୍ତ ପାକ୍ସଗୁଡ଼ିକ ହେବ ଡିଜିଟାଇଜେସନ୍‌। ଅନଲାଇନ୍‌ରେ ତଥ୍ୟ ରହିବା ସହିତ ପରିଚାଳିତ ହେବ।…