Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟକୁ ଘାରିଛି ସ୍କ୍ରବ ଟାଇଫସ ଚିନ୍ତା: ସୁନ୍ଦରଗଡ଼ରେ ଜଣେ ମୃତ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ଵର: ରାଜ୍ୟରେ ଏବେ ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ । ଗୋଟୋଏ ପରେ ଗୋଟାଏ ରୋଗୀ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଏନେଇ ବଢୁଛି ଚିନ୍ତା । ସୁନ୍ଦରଗଡ଼ରେ ଜିଲ୍ଲାରେ ସ୍କ୍ରବ ଟାଇଫସ୍ ମାମଲା ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…

ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୮ଟି ଗେଟ: ଖୋଲିପାରେ ଆଉ ୨ଟି ଗେଟ

ସମ୍ବଲପୁର: ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ ଗତକାଲି ହୀରାକୁଦର ୨ଟି ଗେଟ ଖୋଲାଯାଇଥିବା ବେଳେ ଆଜି ଆଉ ୮ଟି ଗେଟ ଖୋଲିଛି ହୀରାକୁଦ । ବାର୍ତ୍ତମାନ ମୋଟ ୧୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ତେବେ ବର୍ଷାର ପରିମାଣ ଦେଖି ଆଉ ୨ଟି ଗେଟ ଖୋଲିପାରେ । ଏନେଇ ସୂଚନା…

ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସାର୍ଟରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି, ଏନଏଚଆରସିରେ ପହଂଚିଲା ମାମଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋଗୋ ଥିବା ଟି-ସାର୍ଟ ପିନ୍ଧି ମୟୂରଭଞ୍ଜର ଏସପି ଓ ଜିଲ୍ଲାପାଳଙ୍କୁ ନେଇ ଯେଉଁ ବିବାଦ ଦେଖାଦେଇଛି, ତାହା ଏବେ ଆଉ ପାଦେ ଆଗକୁ ଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଏସପି ବି. ଗଙ୍ଗାଧର ବାରିପଦାରେ ଏକ କାର୍ଯ୍ୟକ୍ରମରେ…

ପାହାଡରୁ ପଥର ଖସି ୨ ଶ୍ରମିକଙ୍କ ମୃତ୍ୟୁ, ଅନ୍ୟ ଦୁଇ ଜଣ ଚିକିତ୍ସାଧୀନ

ବ୍ରହ୍ମପୁର: ବର୍ଷା ଜାରି ରହିଥିବା ବେଳେ ପାହାଡ଼ରୁ ପଥର ଧସି ଆସିବା ପରେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି।ଉଭୟ ସମ୍ପର୍କୀୟ ଦୁଇ ଭାଇ ବୋଲି ସୂଚନା ରହିଛି। ସଦର ଥାନା ଅନ୍ତର୍ଗତ କାଳୁଆ ଛକ ଏକ ପଥର କ୍ଵରିରେ ଏହି ଅଘଟଣ ଘଟିଛି। ମୃତକ ହେଲେ ଦିଗପହଣ୍ଡି ଥାନା ବି…

ରାଜଧାନୀରେ ବେଆଇନ କଫ ସିରପ୍ ରାକେଟର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ବେଆଇନ କଫ ସିରପ୍ ରାକେଟର ପର୍ଦ୍ଦାଫାସ କରି ବୁଧବାର ପୁଲିସ ୨୦୫ଟି କଫ ସିରପ୍ ବୋତଲ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣେ ନିଶା ବେପାରୀକୁ ମଧ୍ୟ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଭୁବନେଶ୍ୱର ରବି ଟକିଜ ନିବାସୀ ଅକ୍ଷୟ କୁମାର ବେହେରା ବୋଲି ଜଣାପଡ଼ିଛି। ଅବକାରୀ…

ଛାତ୍ର ସଂସଦ ନିର୍ବାଚନ ଦାବି, ଆଜି ରାଜରାସ୍ତାକୁ ଓହ୍ଲାଇବ ଏବିଭିପି

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ ବାର୍ଷିକ ସାଧାରଣ ନିର୍ବାଚନ ଆଯୋଜନ ହେବନି। ଏହାକୁ ବିରୋଧ କରି ବିରୋଧୀ ରାଜନୈତିକ ଦଳର ଛାତ୍ର ସଂଗଠନଗୁଡ଼ିକ ବୁଧବାର ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ତୀବ୍ର ବିରୋଧ କରିଛନ୍ତି। ଏହାପରେ ଆଜି…

ବାଚସ୍ପତି ନିର୍ବାଚନରେ ଭାଗ ନେବେ ନାହିଁ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ସେପ୍ଟେମ୍ବର ୨୧ ତାରିଖରେ ହେବାକୁ ଥିବା ରାଜ୍ୟ ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନରେ ଦଳର ବିଧାୟକ ଭାଗ ନେବେ ନାହିଁ। ପ୍ରଦେଶ କଂଗ୍ରେସ ପକ୍ଷରୁ ବୁଧବାର ଦିନ ଏହା କୁହାଯାଇଛି। ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ ଏବଂ ତା ପରଦିନ ଅର୍ଥାତ୍ ସେପ୍ଟେମ୍ବର…

ରୋଷେଇ କରୁଥିବା ବେଳେ କାନ୍ଥ ଭୁଶୁଡି ମହିଳାଙ୍କ ମୃତ୍ଯୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷାରେ ଘର ଭୁଶୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଲଗାଣ ବର୍ଷା ଯୋଗୁଁ କଚ୍ଚା ଘର ଭୁଶୁଡ଼ି ପଡ଼ିଥିଲା। ମୃତକ…

ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ, ଦାବି ନ୍ୟାଯ୍ୟ କହି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ଓଡିଶାର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା ବେଳେ ବୁଧବାର ବିରୋଧୀ ବିଜେପି ଏବଂ କଂଗ୍ରେସ ଶିକ୍ଷାଦାନରେ ବ୍ୟାଘାତ ପାଇଁ ରାଜ୍ୟ ସରକାରକୁ ଦାୟୀ କରିଛନ୍ତି। ଆନ୍ଦୋଳନକୁ ତ୍ୱରାନ୍ୱିତ କରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ଭଡା ଘରେ ସେକ୍ସ ରାକେଟ, ୩ ମହିଳା ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଅଞ୍ଚଳରେ ଏକ ଭଡା ଘରୁ ଦେହ ବ୍ୟବସାୟ ଚାଲୁଥିବା ଏକ ସେକ୍ସ ରାକେଟକୁ ପୋଲିସ ବୁଧବାର ଠାବ କରିବା ସହ ୩ ଜଣ ମହିଳାଙ୍କୁ ଉଦ୍ଧାର କରିଛି। କୌଣସି ସୂତ୍ରରୁ ଖବର ପାଇ ନିମଖଣ୍ଡି ଥାନା ପୁଲିସର ଏକ ଟିମ୍ ଏକ ଘରେ ଚଢ଼ଉ କରି ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଜଣେ…