Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚିଗର କୀଟ ପ୍ରତି ସାବଧାନ, କାମୁଡ଼ିଦେଲେ ବ୍ୟାପୁଛି ସ୍କ୍ରବ ଟାଇଫସ୍

ଭୁବନେଶ୍ୱର: ସାବଧାନ ମାତିଛି ସ୍କ୍ରବ ଟାଇଫସ୍। ଚିଗର ନାମକ କୀଟ କାମୁଡ଼ିଲେ ହେଉଛି ଏକ ପ୍ରକାର ରୋଗ। ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି। ଏହି ରୋଗର ଲକ୍ଷଣ ହେଉଛି ଜ୍ୱର ଲାଗି ରହିବା। ଏଥିସହ ରୋଗୀର ମୃତ୍ୟୁ ଘଟିବାର ମଧ୍ୟ ସମ୍ଭାବନା ରହିଛି। ଚାଷୀ ଏବଂ ବିଲ ବା ଜଙ୍ଗଲରେ ଯାଉଥିବା…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେତେ ରୋଗୀ, କେତେ ଖର୍ଚ୍ଚ..ଶ୍ୱେତପତ୍ର ଜାରି କର-ବିଜେପି

ଭୁବନେଶ୍ୱର:ରାସ୍ତାଘାଟରେ ଗର୍ଭବତୀଙ୍କ ସନ୍ତାନ ପ୍ରସବ, ଆାମ୍ବୁଲାନ୍ସ ନ ଥିବାରୁ ରୋଗୀ ଅଟୋ ଓ ଖଟରେ ବୁହାହେବ, ଶବକୁ ଟ୍ରଲି, ସାଇକେଲରେ ଘରକୁ ନେବା ଏସବୁ ନିତିଦିନିଆ ଘଟଣା  ହୋଇପଡିଲାଣି । ହେଲେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଆତ୍ମବିଭୋର ହେଉଛନ୍ତି । ଓଡିଶାରେ…

ଲୁକ୍ ଆଉଟ୍ ସର୍କୁଲାର ପରେ ବଢିଲା ସୌରିନଙ୍କ ଅଡୁଆ: ଫ୍ରିଜ ହେବ ସୌରିନ ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ

କଟକ: ଯୌନ କେଳେଙ୍କାରୀ ମାମଲାରେ ଫସିଥିବା ଓଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କର ଦିନ କୁ ଦିନ ଅଡୁଆ ବଢିବାରେ ଲାଗିଛି । ଗତକାଲି ସୌରିନଙ୍କ ବିରିଧରେ ପୋଲିସ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବା ପରେ ଆଜି ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ପଦକ୍ଷେପ ନେଇଛି କମିଶନରେଟ ପୋଲିସ ।…

ସରିଲା ଭିତରକନିକା ଦେଶୀୟ ପକ୍ଷୀ ଗଣନା, ଗତବର୍ଷ ତୁଳନାରେ ୭,୭୯୭ଟି ପକ୍ଷୀ ଅଧିକ

ରାଜନଗର: ଭିତରକନିକାରେ ବଢିଲେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା । ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ଚଳିତବର୍ଷ ୨୬ହଜାର ୧୧୮ ଟି ବସାରୁ ୧ଲକ୍ଷ ୨୩ହଜାର ୮୬୭ ଟି ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ୨୪ହଜାର ୬୬୪ ଟି ବସାରୁ ୧ଲକ୍ଷ ୧୬ହଜାର ୭୦ଟି ପକ୍ଷୀ…

ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଶ୍ଚା ଜଣେଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଗତକାଲି ପାରମ୍ପରିକ ପ୍ରତିଦ୍ଵନ୍ଦୀ ଇଣ୍ଡିଆ-ପାକିସ୍ତାନ ମ୍ୟାଚରେ ଇଣ୍ଡିଆ ୨୨୮ରନରେ ବିଜୟ ହାସଲ କରିଥିଲା । ଭାରତୀୟ କ୍ରିକେଟ ଦଳର ବିଜୟ ହାସଲ ପରେ ଆଜି ପୁରୀ ନିଳାଦ୍ରୀ ବେଳାଭୂମିରେ ଏକ…

ମନମୋହୁଛି ଭଳିକି ଭଳି ହସ୍ତତନ୍ତ : ସନ୍ଧ୍ୟା ହେଲେ ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ଲାଗୁଛି ଗହଳି

ଭୁବନେଶ୍ବର:  ଚିକମିକ ଆଲୋକମାଳାରେ ଝଲସୁଛି ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡିଆ  । ସନ୍ଧ୍ୟାରେ ଲାଗୁଛି ପ୍ରବଳ ଲୋକଙ୍କ ଗହଳି  । ବିଭିନ୍ନ ରାଜ୍ୟରୁ ଆସିଥିବା ଘର କରଣା ସାମଗ୍ରୀ ସାଙ୍ଗକୁ ପାରମ୍ପରିକ ଖାଦ୍ୟ ଓ ଦୋଳିର ମଜା ଉଠାଉଛନ୍ତି ଲୋକ  । ଗୋଟିଏ ସ୍ଥାନରେ ଲୋକଙ୍କୁ ମିଳିପାରୁଛି…

ପ୍ରସ୍ତୁତ ହେଲା ପ୍ରାଥମିକ ସ୍ତରୀୟ ମହାପ୍ରସାଦ ଦରତାଲିକା, ମାଗଣା ମହାପ୍ରସାଦ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଦାବି

ପୁରୀ: ଶ୍ରୀମନ୍ଦିରର ଆନନ୍ଦବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆନନ୍ଦବଜାର ଶୃଙ୍ଖଳା କମିଟି ଓ ସୁଆର ମହାସୁଆର ନିଯୋଗର ମିଳିତ ଉଦ୍ୟମରେ କରାଯାଇଛି ପ୍ରାଥମିକ ସ୍ତରୀୟ ମହାପ୍ରସାଦ ଦରତାଲିକା । ମହାପ୍ରସାଦ ରନ୍ଧାଯିବା ପରେ ହୋଇଥିବା ଖର୍ଚ୍ଚକୁ…

ପୁଣି ତେଜିଲା ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ: ପୁଣି ତେଜିଲା ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ଦାବି। ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ସପକ୍ଷରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ସମେତ ସେବାୟତ, ବୁଦ୍ଧିଜୀବୀମାନେ ମତ ରଖିଥିବାବେଳେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ତଥା ଚାରି ଦ୍ଵାରରେ ଭକ୍ତଙ୍କ ପ୍ରବେଶ କଟକଣା ଉଠାଇବା ପାଇଁ ଆଜି…

ସୌମ୍ୟଙ୍କୁ ଉପ ସଭାପତି ପଦରୁ ହଟାଇଲା ବିଜେଡି

ଭୁବନେଶ୍ୱର: ଶେଷରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି । ତାଙ୍କୁ ଦଳର ଉପସଭାପତି ପଦରୁ ହଟା   ଯାଇଛି ।  ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ନିଜ ଖବରକାଗଜ ସମ୍ବାଦରେ ଏକ ଆଲେଖ୍ୟ ଲେଖି ବିବାଦୀୟ ହୋଇ ପଡିଥିଲେ। ଏଥିରେ ସେ ୫ଟି ସଚିବଙ୍କ…

ଜୁଆ ଆଡ୍ଡା ଉପରେ ଚଢାଉ: ୭ ଜୁଆଡି ଗିରଫ, ୭୦ ହଜାର ଟଙ୍କା ସହ ୨୪ ଗାଡି ଜବତ

କରଞ୍ଜିଆ: ଚାଲିଥିଲା ଜୁଆ ଖେଳ ଆଉ ମାଡି ବସିଲା ପୋଲିସ  । ଜୁଆ ଖେଳ ଚାଲିଥିବାବେଳେ ପୋଲିସ ୭ ଜଣଙ୍କୁ ଗିରଫ କରିଛି  । ଏବଂ ନଗଦ ୬୯ ହଜାର ୫୦୦ ଟଙ୍କା ସହ ୨୪ଟି ଗାଡି ଜବତ କରିଛି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ  । ସୂଚନା ମୂତାବକ…