Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟି ସଚିବ

ଭୁବନେଶ୍ୱର: ଆଜି ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟିର ସଚିବ ସଞ୍ଜୟ ମିତ୍ତଲ ଓଡ଼ିଶା ରାଜ୍ୟ  ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଓଡ଼ିଶା ପରିବହନ କମିଶନର ଅମିତାଭ ଠାକୁରଙ୍କ ଉପସ୍ଥିତିରେ ରାଜ୍ୟରେ ସଡକ ସୁରକ୍ଷା ସଂକ୍ରାନ୍ତୀୟ…

ଜିଏମ୍ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ଛଅ ଶ୍ରମିକ ଆହତ

ଢେଙ୍କାନାଳ: ପରଜଙ୍ଗ ଥାନା ଅନ୍ତର୍ଗତ କୁଲେଇ ଠାରେ ଥିବା ଜିଏମ୍ ଆଇରନ ପ୍ଲାଣ୍ଟର ଫର୍ଣ୍ଣେସରେ ବିସ୍ଫୋରଣ ଘଟି 6 ଜଣ ଶ୍ରମିକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଫର୍ଣ୍ଣେସ୍ ତିନି ନମ୍ବର ପ୍ଲାଣ୍ଟରେ ଶ୍ରମିକମାନେ ଡ୍ୟୁଟି କରୁଥିବା ବେଳେ କୌଣସି ଅଜଣା କାରଣରୁ ଫର୍ଣ୍ଣେସ୍ ଫାଟି…

ବେଦାନ୍ତ ବିରୋଧରେ ବିଜୟୀ ପରେ ସେପ୍ଟେମ୍ବର ୯ରେ ଆୟୋଜନ ହେବ କୃଷକ ବିଜୟ ସମାବେଶ

ପୁରୀ: ଆଗାମୀ ସେପ୍ଟେମ୍ବର ୯ ତାରିଖରେ କୃଷକ ବିଜୟ ସମାବେଶ ମହା ସମାରୋହରେ ପାଳନ ହେବ। ରାଜ୍ୟ ସରକାରଙ୍କ ବେଆଇନ ଜମି ଅଧିଗ୍ରହଣ ନେଇ ମାନ୍ୟବର ସୁପ୍ରିମକୋର୍ଟରେ ହୋଇଥିବା ମାମଲାରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ବିଜୟୀ ହେବାପରେ ଏହି ବିଜୟ ପାଳନ କରିବାକୁ ନିଷ୍ପତ୍ତି…

ବ୍ରାଣ୍ଡେଡ୍‌ ବିଶ୍ୱାସରେ ବିଷ: ୪୩ ଲକ୍ଷ ଟଙ୍କାର ନକଲି ପୋଷାକ ଜବତ, ମାଲିକ ଗିରଫ

ବଲାଙ୍ଗୀର: ନାମୀଦାମୀ କମ୍ପାନୀ ନାଁରେ ତିଆରି ହେଉଛି ନକଲି ପୋଷାକ। ବଲାଙ୍ଗିର ଟାଉନ୍‌ରୁ ଆଜି ଏପରି ରାକେଟ୍‌ ଠାବ ହୋଇଛି। ଯେଉଁମାନେ Armour Track, Levis ଓ Calvin Klein ପରି ନାମୀଦାମୀ କମ୍ପାନୀ ନାଁରେ ନକଲି ପ୍ୟାଣ୍ଟ ଓ ସାର୍ଟ ତିଆର କରି ବିକ୍ରି କରୁଥିଲେ। ଆଜି ବଲାଙ୍ଗୀର ଟାଉନ…

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ମିଳିଲା ନୂଆ ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାଓ୍ୱାର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ମିଳିଛି ନୂଆ ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାଓ୍ୱାର। ୪୪.୨ ମିଟର ଉଚ୍ଚତା ବିଶିଷ୍ଟ ଏହି ଏଟିସି ଟାଓ୍ୱାରଙ୍କୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ଭାରତ ହେଭି ଇଲେକ୍ଟ୍ରିକାଲ୍ ଲିମିଟେଡ୍ (ଭେଲ୍) ସହଯୋଗରେ ନିର୍ମାଣ କରିଛି।…

ଜେଲରେ କଏଦୀଙ୍କ ଭିଡ଼ କମାଇବାକୁ ଓଡ଼ିଶା ଆପଣାଇଲା ଜିପିଏସ ବ୍ୟବସ୍ଥା

ଭୁବନେଶ୍ୱର: ଜିପିଏସ୍ ସୁବିଧାରେ ବିଚାରାଧୀନ କଏଦୀଙ୍କ ଉପରେ ନଜର ରଖାଯାଇପାରିବ। ଏହାକୁ ଲାଗୁ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। ରାଜ୍ୟରେ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟ ସରକାର ଏପରି ଏକ ଆଧୁନିକ ଜ୍ଞାନକୌଶଳ ଆପଣାଇଛନ୍ତି। ଏହି ଜିପିଏସ ଟ୍ରାକିଂ ପାଇଁ ୧୦ ହଜାରରୁ…

୫-ଟି ଟି-ସାର୍ଟ: ଭିନ୍ନମତକୁ ଚାପିବାକୁ ବିଜେଡି ପ୍ରୟାସ କରୁଛି କହିଲା ବିଜେପି

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କଂଗ୍ରେସ କର୍ମୀଙ୍କୁ ୫-ଟି ଲେଖା ଥିବା ଟି-ସାର୍ଟ ପିନ୍ଧାଇ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଘଟଣାକୁ ବିଜେପି ପକ୍ଷରୁ ବୁଧବାର ନିନ୍ଦା କରାଯାଇଛି। ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ପୂର୍ବରୁ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ…

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନ ଭୋଜନ ଯୋଗାଇଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ଏଣିକି ବିଦ୍ୟାଳୟ ଆସିପାରୁନଥିବା ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନଭୋଜନର ଶୁଖିଲା ରାସନ୍ ଦିଆଯିବ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀ ଅନୁସାରେ ସେମାନଙ୍କ ଘରେ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

ପୁରୀ: କୁମ୍ଭାରପଡ଼ା ଥାନା ଜଟିଆବାବାଜି ଛକରେ ବୀଭତ୍ସ ହତ୍ୟାକାଣ୍ଡ। ମୃତ ଯୁବକ ନରେନ୍ଦ୍ର କୋଣ ଗୋପବନ୍ଧୁ କଲୋନୀର ଲଡୁ ନାୟକ ବୋଲି ଜଣାପଡିଛି। ବଚସାରୁ କିଛି ଯୁବକମାନେ ମିଶି ଲଡୁଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ସଂପୃକ୍ତ ଯୁବକମାନେ ଲୁହା ପାଇପ୍‌ ସାହାଯ୍ୟରେ ଲଡୁଙ୍କୁ ପିଟି ପିଟି ହତ୍ୟା…

ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ୩୦ଟି ଜିଲ୍ଲାର ୪୦ଟି କେନ୍ଦ୍ରରେ ନମୁନା ପରୀକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଏବେ ସୁଦ୍ଧା ୪୯ ହଜାର ୪୮୮ ଜଣଙ୍କ ଡେଙ୍ଗୁ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ହଜାର ୩୨୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତବର୍ଷ ପ୍ରାୟ ୨୧ ହଜାର ନମୁନା ପରୀକ୍ଷା କରାଯାଇଥିଲା। ତେଣୁ…