Latest Odisha News

BREAKING NEWS

Browsing Category

ଓଡିଶା

Odisha

୩ ନୂଆ ରୁଟ୍‌ରେ ଗଡ଼ିବ ମୋ ବସ୍

ଭୁବନେଶ୍ଵର: ୩ ନୂଆ ରୁଟରେ ଗଡ଼ିବ ମୋ ବସ୍ । କ୍ରୁଟ ପକ୍ଷରୁ ସୁଆଣ୍ଡୋ, ଜଟଣୀ ଓ ନିଆଳିକୁ ମୋ ବସ୍ ସେବା ଯୋଗାଇ ଦିଆଯିବ। ରୁଟ ନଂ ୬୪ରେ ମୋ ବସ୍ ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ବରମୁଣ୍ଡା ବସ୍‌ଷ୍ଚାଣ୍ଡ ଦେଇ ଜଟଣୀ ଗେଟ୍ ପର୍ଯ୍ୟନ୍ତ ଯିବ। ସେହିପରି ରୁଟ ନଂ ୬୩ରେ ଗାଡ଼ି ବରମୁଣ୍ଡା…

ପଣ୍ୟ କାରବାରରେ ପୁଣି ରେକର୍ଡ କଲା ପାରାଦୀପ ବନ୍ଦର, ୧୨୯ ଦିନରେ ହାସଲ କଲା ଟାର୍ଗେଟ୍

ପାରାଦୀପ: ପୁଣି ସଫଳତା ହାସଲ କଲା ପାରାଦୀପ ବନ୍ଦର। ପଣ୍ୟ ବେପାରରେ ଆଉଥରେ ପାରାଦୀପ ବନ୍ଦର ରେକର୍ଡ ହାସଲ କରିଛି। ଦେଶର ସବୁ ବୃହତ ବନ୍ଦର ମଧ୍ୟରେ ଚଳିତ କ୍ୱାର୍ଟରରେ ପାରାଦୀପ ବନ୍ଦର ସର୍ବାଧିକ ପଣ୍ୟ କାରବାର କରିଛି। ଅଗଷ୍ଟ ୮ ତାରିଖ ସୁଦ୍ଧା ବନ୍ଦର ୫୦.୧୬ ମିଲିୟନ୍ ମେଟ୍ରିକ୍ ଟନ୍…

ଆଜି ‘ଇଣ୍ଡିଆ’ ର ରାଜନୈତିକ ସମ୍ମିଳନୀ, ଯୋଗ ଦେଲେ ୧୭ ଦଳର ହଜାରେରୁ ଅଧିକ ନେତା

ଭୁବନେଶ୍ୱର: ଟଙ୍କପାଣି ରୋଡରେ ଥିବା ଗ୍ରାଣ୍ଡ କନଭେନସନ୍ ସେଣ୍ଟରରେ ମିଳିତ ବିରୋଧୀ ଦଳ ବା ଇଣ୍ଡିଆ ପକ୍ଷରୁ ରାଜନୈତିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୧୦ଟାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଯୋଗ ଦେଲେ ୧୭ଟି ଦଳର ହଜାରେରୁ ଅଧିକ ନେତା। ଜୁଲାଇ ୨୬ରେ କଂଗ୍ରେସ…

‘ଭୂମି ସମ୍ମାନ’ ପାଇଥିବା ୧୯ଟି ଜିଲ୍ଲାକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜମି ରେକର୍ଡର ଶତପ୍ରତିଶତ କମ୍ପ୍ୟୁଟରୀକରଣ ବା ଡିଜିଟାଇଜେସନ ପାଇଁ 'ଭୂମି ସମ୍ମାନ' ପାଇଥିବା ଓଡ଼ିଶାର ୧୯ଟି ଜିଲ୍ଲାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର…

ପରଲୋକରେ କଟକର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନ

ଭୁବନେଶ୍ୱର: କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନ(କୁନି ଅପା)ଙ୍କ ଆଜି ଅପରାହ୍ନରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ରାଜ୍ୟ ବିଜେପି ସମେତ ଦଳର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଶୋକ…

ଆମ୍ବଲାନ୍ସକୁ ଧକ୍କା ଦେଲା ଟ୍ରେନ୍, ଲୋକ ପାଇଲଟ ଓ ଡ୍ରାଇଭର ଖଟାଇଲେ ଉପସ୍ଥିତ ବୁଦ୍ଧି

ରାୟଗଡା: ରାୟଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ତପସ୍ୱିନୀ ଏକ୍ସପ୍ରେସ ଥେରୁବାଲି ଷ୍ଟେସନ ଛାଡିବା ପରେ ବୃନ୍ଦାବାଡି ନିକଟରେ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ତେବେ ଆଶ୍ୱସ୍ତି କର କଥା ହେଲା ଏଥିରେ କୌଣସି ପ୍ରାଣହାନୀ ହୋଇନାହିଁ। ସ୍ଥାନୀୟ ଲୋକ ପହଞ୍ଚି ଆମ୍ବୁଲାନ୍ସକୁ ବାହାର କରିବା…

‘ଆଦିବାସୀଙ୍କ ଜୀବନଶୈଳୀରେ ଉନ୍ନତି ଏବଂ ରୋଜଗାର ବୃଦ୍ଧି ଉପରେ ଗୁରୁତ୍ବ ଦେବା ଦରକାର’

ଭୁବନେଶ୍ବର: ଆଦିବାସୀ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଯେକୌଣସି ଗୋଷ୍ଠୀକୁ ବର୍ଣ୍ଣନା କରେ। ଆଦିବାସୀ ଏକ ଆଇନଗତ ଶବ୍ଦ। ଆଦିବାସୀ ଏକ ଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ଗୋଷ୍ଠୀ ଯାହାକି ସେମାନେ ରହୁଥିବା, ରହୁଥିବା ଜମି ଏବଂ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ। ଭବିଷ୍ୟତ ପିଢ଼ି ପାଇଁ…

କୃମି ଔଷଧ ଖାଇ ଅସୁସ୍ଥ ହୋଇପଡ଼ିଲେ ୮ ଛାତ୍ରଛାତ୍ରୀ

ବାଲେଶ୍ବର: ଗୁରୁବାର ପ୍ରଥମ ଦିନରେ ଏକ ସ୍କୁଲର ୮ ଜଣ ଛାତ୍ରଛାତ୍ରୀ କୃମି ଔଷଧ ଖାଇବା ପରେ ଅସୁସ୍ଥ ହୋଇପଡିଛନ୍ତି। ବସ୍ତା ଥାନା ଅନ୍ତର୍ଗତ ଗୁଡ଼ିଖଳାସ୍ଥିତ ବନବିହାରୀ ଲାଲ ସ୍କୁଲର ପ୍ରାୟ ୩୬୦ ଜଣ ଛାତ୍ରଛାତ୍ରୀଙ୍କୁ ଗୁରୁବାର କୃମି ନିରୋଧୀ ଅଭିଯାନରେ ଆଲବେଣ୍ଡାଜୋଲ ବଟିକା ଖାଇବାକୁ…

ରତ୍ନଭଣ୍ଡାରରେ ଗଚ୍ଛିତ ସୁନାକୁ ନେଇ ସରକାରଙ୍କ ଦୁଇଟି ତଥ୍ୟ, ଘେରିଲେ ବିରୋଧୀ

ପୁରୀ: ରତ୍ନଭଣ୍ଡାର ଓ ସେଥିରେ ଗଚ୍ଛିତ ଅଳଙ୍କାରକୁ ନେଇ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଓଡ଼ିଶା ସରକାର ମିଛ କହିଛନ୍ତି । ଗୁରୁବାର ଜଗନ୍ନାଥ ସେନା ସଂଗଠନର ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ସରକାର ହାଇକୋର୍ଟଙ୍କୁ ଅଳଙ୍କାରର ଓଜନ କିଲୋରେ ଯୋଗାଇ…

ଟ୍ରାକରୁ ଖସିଗଲା ମାଲବାହୀ ଟ୍ରେନ୍ : ଟ୍ରାକ୍ ସହ ଇଞ୍ଜିନ୍ କ୍ଷତିଗ୍ରସ୍ତ

ବଡବିଲ : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡବିଲରେ  । ବିଲେଇପଦା ଓ କାଳିଆବେଡା ନିକଟରେ ଏକ ମାଲବାହୀ ଟ୍ରେନ୍ ଟ୍ରାକରୁ ଖସି ଯାଇଛି  । ଫଳରେ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ମାଲବାହୀ ଟ୍ରେନଟି…