Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିଷ୍ଠୁର ମା’: ୮ ମାସର ଝିଅକୁ ୮୦୦ ଟଙ୍କାରେ ବିକିଦେଲା

ବାରିପଦା : ଅଲୋଡ଼ା ହେଲା ଝିଅ । ଟଙ୍କା ପାଇଁ ପିଶାଚ ପାଲଟିଲା ମା’ । ଯାହାକୁ ଜନ୍ମ ଦେଇ ଦୁନିଆର ଆଲୋକ ଦେଖାଇଥିଲା, ସାମାନ୍ୟ କେତେଟା ଟଙ୍କା ପାଇଁ ତାକୁ ଅନ୍ୟ ହାତକୁ ଟେକିଦେଲା ମା’ । ମାତ୍ର ୮୦୦ଟଙ୍କା ପାଇଁ ୮ମାସର କଅଁଳ ଶିଶୁଟିକୁ ବିକ୍ରି କରିଦେଲା ମା’। ଦୀର୍ଘ ୯ ମାସ ପରେ ବାହାର…

ବିଦ୍ୟାଭାରତୀଙ୍କୁ ମିଳିଲା ଆଶ୍ୱସ୍ତି; ତଳକୋର୍ଟର NBW ଉପରେ ହାଇକୋର୍ଟଙ୍କ ରୋକ

ଭୁବନେଶ୍ୱର:ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟା ଭାରତୀଙ୍କୁ ମିଳିଲା ସାମୟିକ ଆଶ୍ୱସ୍ତି । ତଳକୋର୍ଟର NBW ଉପରେ ହାଇକୋର୍ଟ ଲଗାଇଛନ୍ତି ରୋକ ।  NBW କାର୍ଯ୍ୟକାରୀ ନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ଶୁଣାଣି…

ହିନ୍ଦୀ ଔପନ୍ୟାସିକା ଅଲକା ସାରୋଗୀ ପାଇବେ ଫକୀର ମୋହନ ଜାତୀୟ ସାହିତ୍ୟ ପୁରସ୍କାର

ଭୁବନେଶ୍ୱର: ହିନ୍ଦୀ ଔପନ୍ୟାସିକା ତଥା କ୍ଷୁଦ୍ର ଗଳ୍ପ ଲେଖିକା ଅଲକା ସାରୋଗୀଙ୍କୁ ୨୦୨୩ ବର୍ଷ ପାଇଁ ଫକୀର ମୋହନ ଜାତୀୟ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ । ନିକଟରେ ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି…

ସୁବର୍ଣ୍ଣପୁରରେ ୫ଟି ସଚିବଙ୍କୁ ବିରୋଧ: ଅଣ୍ଡାମାଡ କଲେ,କଳା ପତାକା ଦେଖାଇଲେ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ୫ଟି ସଚିବଙ୍କ ଗସ୍ତକୁ ବିରୋଧ । ଏହି ଗସ୍ତକୁ ବିରୋଧ କରି ଧାରଣା ସହ ସଚିବଙ୍କ ଗାଡିକୁ ଅଣ୍ଡାମାଡ କଲେ ଲାେକେ । ୫ଟି ସଚିବଙ୍କର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତକୁ ବିଜେପି ସହ ବିରୋଧ କରିଛି ଆମ ଆଦମୀ ପାର୍ଟି । ୫ଟି ସଚିବ ଭିକେ ପାଣ୍ଡିଆନ ଏବେ…

ରାଜ୍ୟରେ ଆଜିଠୁ ବଢ଼ିବ ବର୍ଷା, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ବଢ଼ିବ ବର୍ଷା ପରିମାଣ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପାଇଁ ଆଜି ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି…

ଗୌଡ଼ଗାଁରୁ ଖାଲି ହାତରେ ଫେରିଲା ପୋଲିସ: କୁଆଡେ ଗଲେ ଏସିଏଫ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ ?

ଭୁବନେଶ୍ୱର:କୁଆଡେ ଗଲେ  ACF ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟା ଭାରତୀ ? ତାଙ୍କ ବିରୋଧରେ ଏନବିଡବ୍ଲୁ ଜାରି ହେବା ପରେ ପୋଲିସ ତାଙ୍କୁ ଖୋଜୁଛି । ହେଲେ କାହିଁକି ପାଉନି ? ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ କୋର୍ଟ ନିର୍ଦ୍ଦେଶ ପାଇବା ପରେ ପୁଣି ତତ୍ପରତା ଦେଖାଇଛି ପୋଲିସ ।…

ସାମ୍ନାକୁ ଆସିଲା ବାହାନଗା ଟ୍ରେନ ଟ୍ରାଜେଡି ପଛର ସାଂଘାତିକ ତଥ୍ୟ; ଦୁର୍ଘଟଣା ପଛରେ ରହିଛି ଏକାଧିକ ତ୍ରୁଟି

ଭୁବନେଶ୍ୱର: ସାମ୍ନାକୁ ଆସିଲା ବାହାନଗା ଟ୍ରେନ ଦୁର୍ଘଟଣା ପଛର ସାଂଘାତିକ ତଥ୍ୟ । ରିପୋର୍ଟ ଦେଲେ ରେଲୱେ ସୁରକ୍ଷା କମିଶନ (CRS )। ଦୁର୍ଘଟଣା ପଛରେ ରହିଛି ବଡ ଧରଣ ତ୍ରୁଟି । ସିଗନାଲିଂ ଏବଂ ଦୂରସଞ୍ଚାର ବିଭାଗର ତ୍ରୁଟି ପାଇଁ ଘଟିଗଲା ଏତେ ବଡ଼ ଟ୍ରେନ ଦୁର୍ଘଟଣା । ରିପୋର୍ଟରେ ଦୁର୍ଘଟଣା…

ପୋଖରୀ ହୁଡ଼ା ରେ ଦୁର୍ବିସହ ଜୀବନ, ହିତାଧିକାରୀଙ୍କ ପାଇଁ ଆବାସ ଯୋଜନା ସାତସପନ

ଖଡ଼ିଆଳ: ମୁଣ୍ଡ ଉପରେ ଛାତ ଘର, ଖରା ବରଷା କୁ ନାହିଁ ଡ଼ର । ସରକାରଙ୍କ ଏହି ନାରା ଏବେ ପାଣିର ଗାର ସଦୃଶ । ଆବାସ ଯୋଜନା ହେଉ କିମ୍ବା ବିଜୁ ପକ୍କା ଘର, ଗରିବଙ୍କ ପାଇଁ ଅନେକ କଲ୍ୟାଣ କାରୀ ଯୋଜନା ହୋଇଥିଲେ ମଧ୍ୟ ସ୍ଥାନୀୟ ଜନ ପ୍ରତିନିଧି ତଥା ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଏସବୁ ରୁ ବଞ୍ଚିତ…

ଡାକ୍ତରଖାନା ଭିତର ଡ୍ରେନ କଡ଼ରେ ପ୍ରସବ, ମୃତ ଶିଶୁପୁତ୍ର ଜନ୍ମ

ମୟୂରଭଞ୍ଜ: ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଡାଇରିଆ ରୋଗରେ ଆକ୍ରାନ୍ତ ରୋଗୀ। ହେଲେ ଘଟିଗଲା ଅଘଟଣ। ହଠାତ୍ ମହିଳା ଜଣକ ଡାଇରିଆ ୱାର୍ଡ ବାହାରେ ଥିବା ଡ୍ରେନ ନିକଟରେ ଜନ୍ମ ଦେଲେ ଏକ ମୃତ ଶିଶୁ ପୁତ୍ର। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାରେ। ଶରତ ଥାନା…

ଭୁବନେଶ୍ବର ମଧ୍ୟ ବିଧାୟକଙ୍କ ବିରୋଧରେ ସକ୍ରିୟ ହେଉଛନ୍ତି ସ୍ଥାନୀୟ ନେତା!

ଭୁବନେଶ୍ୱର: ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପାଇଁ ଆଗାମୀ ବିଧାନସଭା ନିର୍ବାଚନ ଚ୍ୟାଲେଞ୍ଜ ହେବାକୁ ଯାଉଛି । କାରଣ ତାଙ୍କ ପ୍ରତିପକ୍ଷଠୁ ଯେତିକି ଆହ୍ବାନ ନାହିଁ ତାଠୁ ଅଧିକ ଆହ୍ବାନ ରହିଛି ଦଳୀୟ ନେତା ବା ପୂର୍ବତନ କର୍ପୋରେଟରଙ୍କଠୁ। ଯେଉଁମାନେ କି ୨୦୨୨ ମହାନଗର ନିଗମ…